ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଓଡ଼ିଆ ର କିଛି ଢଗ ବିଷୟରେ ଆଲୋଚନା କରିବା ଯାହା ଶୁଣିବାକୁ ଏବଂ ତାହାର ଉତ୍ତର ଖୋଜିବାକୁ ଆପଣଙ୍କୁ ବହୁତ ମଜା ଆସିବ।ଏହା ସହ ଆପଣ କିଛି ନୂଆ କଥା ଶିକ୍ଷା ମଧ୍ୟ କରି ପାରିବେ। ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ।
୧;- ନବାବ ଙ୍କ ସହରର ଉପନାମ ରେ କାହାକୁ ଜଣାଯାଏ ?
ଉତ୍ତର;- ଲକ୍ଷ୍ନୌ ।
୨;- ସବୁଠାରୁ ବିଶ୍ଵସ୍ଥ ପଶୁ କିଏ ?
ଉତ୍ତର;- କୁକୁର ।
୩;- ଭାରତରେ ସବୁଠାରୁ ପ୍ରଥମେ ଟାକ୍ସି ସେବା କେଉଁ ସହରରେ ଲାଗୁ ହୋଇଥିଲା ?
ଉତ୍ତର;- ବେଙ୍ଗାଲୁରୁ ରେ ।
୪;- ଭାରତର କେଉଁ ରାଜ୍ୟରେ ୩ ଟି ସନ୍ତାନ ରୁ ଅଧିକ ଜନ୍ମ କରିଲେ ୧୦୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଥାଏ ?
ଉତ୍ତର;- କେରଳ ରାଜ୍ୟ ରେ ।
୫;- କେଉଁ ଭିଟାମିନ ଘା’ ଭର୍ତ୍ତି କରିବାରେ ସାହାର୍ଯ୍ୟ କରିଥାଏ ?
ଉତ୍ତର;- ଭିଟାମିନ କେ ।
୬;- ବିଶ୍ଵର ଏଭଳି କେଉଁ ଦେଶ ରହିଅଛି ଯେଉଁଠାରେ ଗୋଟିଏ ମାତ୍ର ନଦୀ ରହିନଥାଏ ?
ଉତ୍ତର;- ସାଉଦି ଆରବରେ ।
୭;- ମାନଚିତ୍ର ରେ ନଦୀ କୁ କେଉଁ ରଙ୍ଗରେ ଦର୍ଶାଯାଇଥାଏ ?
ଉତ୍ତର;- ନୀଳ ରଙ୍ଗ ।
୮;- ସୂର୍ଯ୍ୟ କିରଣରେ କେତୋଟି ରଙ୍ଗ ରହିଥାଏ ?
ଉତ୍ତର;- ୭ ଟି ରଙ୍ଗ ।
୯;- ଷ୍ଟେଚୁ ଅଫ ୟୁନିଟି କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର;- ନର୍ମଦା ନଦୀ ।
୧୦;- କେଉଁ ଜୀବ ନିଜ ମା’ କୁ କେବେ ଦେଖିନାହିଁ ?
ଉତ୍ତର;- ବିଛା ।
୧୧;- ଭାଙ୍ଗଡା କେଉଁଠିକାର ଲୋକ ନୃତ୍ୟ ଅଟେ ?
ଉତ୍ତର;- ପଞ୍ଜାବ ।
୧୨;- ଆମ ଆଦ୍ମି ପାର୍ଟି ର ସ୍ଥାପନା କେବେ ହୋଇଥିଲା ?
ଉତ୍ତର;- ୨୬, ନଭେମ୍ବର ୨୦୧୨ ରେ ।
୧୩;- ତାହା କେଉଁ ପଶୁ ଅଟେ ଯାହାର ଗୋଲାପି ରଙ୍ଗର ଝାଳ ବାହାରି ଥାଏ ?
ଉତ୍ତର;- ଦରିୟାୟୀ ଘୋଡା ।
୧୪;- କେଉଁ ସ୍ଥାନରେ କୁମ୍ଭ ମେଳା ର ଆୟୋଜନ ହୋଇ ନଥାଏ ?
ଉତ୍ତର;- ବାରାଣସି ରେ ।
୧୫;- ମିଲଖା ସିଂ କୁ ଅନ୍ୟ କେଉଁ ନାମରେ ମଧ୍ୟ ଜଣାଯାଇଥାଏ ?
ଉତ୍ତର;- “ଦ ଫ୍ଲାଇଙ୍ଗ ଶିଖ” ।
୧୬;- “ବଙ୍ଗଳା ର ଶୋକ” ନାମରେ କେଉଁ ନଦୀ କୁ ଜଣାଯାଇଥାଏ ?
ଉତ୍ତର;- ଦାମୋଦର ନଦୀ ।
୧୭;- ଦିଲ୍ଲୀ ଠାରୁ ପ୍ରଥମେ ଭାରତର ରାଜଧାନୀ କେଉଁଠାରେ ଥିଲା ?
ଉତ୍ତର;- କଲିକତା ରେ ।
୧୮;- ନେପାଳର ସବୁଠାରୁ ଲୋକପ୍ରିୟ ଖେଳ କ’ଣ ଅଟେ ?
ଉତ୍ତର;- ବେସବଲ ।
୧୯;- ଇଂରାଜୀଙ୍କର ସର୍ବାଧିକ ବିରୋଧ କିଏ କରିଥିଲେ ?
ଉତ୍ତର;- ମୋଗଳ ବଂଶ ।
୨୦;- କେଉଁ ଗଛ ମୂଳରେ ଶୋଇବା ଦ୍ଵାରା ମନୁଷ୍ୟ ମୃ-ତ୍ୟୁ ବରଣ କରିଥାଏ ?
ଉତ୍ତର;- ନିମ୍ବ ଗଛ ।
୨୧;- ଚାରମିନାର କେଉଁଠାରେ ସ୍ଥିତ ଅଟେ ?
ଉତ୍ତର;- ହାଇଦ୍ରାବାଦ ।
୨୩;- ଚିନୀ ର ସନ୍ଧାନ କେଉଁ ଦେଶରେ ମିଳିଥିଲା ?
ଉତ୍ତର;- ଭାରତ ରେ ।
୨୪;- କେଉଁ ପଶୁ କେବେ ମୃ-ତ୍ୟୁ ବରଣ କରି ନଥାଏ ସର୍ବଦା ଜୀବିତ ରହିଥାଏ ?
ଉତ୍ତର;- ଜେଲିଫିସ ।
୨୫;- କେଉଁ ଫୁଲ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟ ଆଡକୁ ଦେଖା ଦେଇଥାଏ ?
ଉତ୍ତର;- ସୂର୍ଯ୍ୟମୁଖୀ ଫୁଲ ।
୨୬;- କେଉଁ ବ୍ୟାଙ୍କ ଦେଶର ସବୁଠାରୁ ପ୍ରଥମ ବ୍ୟାଙ୍କ ଅଟେ ?
ଉତ୍ତର;- ବ୍ୟାଙ୍କ ଅଫ ହିନ୍ଦୁସ୍ଥାନୀ ।