Interesting Gk Questions- କେଉଁ ଦେଶରେ ୧ ଟଙ୍କାରେ ୧ କିଲୋ ସୁନା ମିଳିଥାଏ ?

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

୧. ଆମେରିକାରେ ମୋଟ କେତେଗୋଟି ରାଜ୍ୟ ରହିଛି ?

ଉତ୍ତର- ୫୦ ଟି ରାଜ୍ୟ ରହିଛି ।

୨. କେଉଁ ପ୍ରାଣୀ ବାନ୍ତି କରିପାରେ ନାହିଁ ?

ଉତ୍ତର- ଘୋଡା

୩. ଭଗବାନ ଗଣେଶଙ୍କ ଫଟୋ କେଉଁ ଦେଶର ନୋଟରେ ଅଛି ?

ଉତ୍ତର- ଇଣ୍ଡୋନେସିଆ ଦେଶର ନୋଟରେ ।

୪. ଲିଚୀର ସବୁଠାରୁ ବଡ ଉତ୍ପାଦକ ଦେଶର ନାମ କଣ ?

ଉତ୍ତର- ଭାରତ

୫. କ୍ଷୀରରେ କେଉଁ ଭିଟାମିନ ରହିଥାଏ ?

ଉତ୍ତର- ଭିଟାମିନ ଡି

୬. ଏଲଜି କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ସାଉଥ କୋରିଆ

୭. ବର୍ଷା ପରେ ଆକାଶରେ କଣ ଦେଖାଯାଇଥାଏ ?

ଊତର- ଇନ୍ଦ୍ରଧନୁ

୮. ଦୂରଦର୍ଶନର ସବୁଠାରୁ ବଡ ରିଡର କଣ ଥିଲା ?

ଉତ୍ତର- ପ୍ରତିମା ପୁରୀ

୯. ବ୍ରିଟିଶ ଲୋକମାନେ ଭାରତରେ ନିଜ ପ୍ରଥମ ଫ୍ୟାକ୍ଟରୀ କେଉଁଠି ଖୋଲିଥିଲେ ?

ଉତ୍ତର- ସୁରଟରେ

୧୦. ଭାରତର ସବୁଠାରୁ ବଡ ବାନ୍ଧ କଣ ଅଟେ ?

ଉତ୍ତର- ଟିହରୀ ବାନ୍ଧ

୧୧. ଦିଲ୍ଲୀର ଷ୍ଟେଟ ବାର୍ଡ କଣ ଅଟେ ?

ଉତ୍ତର- ଗୋରେୟା

୧୨. କମ୍ପୁଟରର ପୂର୍ବତମ ନାମ କଣ ?

ଉତ୍ତର- ENIAC

୧୩. ପାକିସ୍ଥାନ ଉପରେ କେତେ କରାଯା ଅଛି  ?

ଉତ୍ତର- ୭୯ ଅରବ ଡଲାର

୧୪. ଦୁନିଆରା ସବୁଠାରୁ ଶସ୍ତା ସହର କଣ ଅଟେ ?

ଉତ୍ତର- କାରକସ

୧୫. ବିଶ୍ଵର ସବୁଠାରୁ ଅଧିକ ବିଷଧର ସାପର ନାମ କଣ ?

ଉତ୍ତର- ଇଣ୍ଡିଆନ କୋବ୍ରା

୧୬. କେଉଁ ଦିନ ଖରାବେଳ ସମୟରେ ଆପଣଙ୍କ ଛାଇ ସବୁଠାରୁ ଛୋଟ ଦେଖା ଯାଇଥାଏ ?

ଉତ୍ତର- ୨୨ ଜୁନ ଦିନ

୧୭. ଗୋଲାପି ରଙ୍ଗ କେଉଁପରି ହୋଇଥାଏ ?

ଉତ୍ତର- ହାଲ୍କା ନାଲି ରଙ୍ଗ ହୋଇଥାଏ ।

୧୮. ବିନା ଟିକେଟରେ ଯାତ୍ରା କରିବାର ଜୋରିମାନା କେତେ ରହିଛି ?

ଉତ୍ତର- ୨୫୦ ଟଙ୍କା ରହିଛି ।

୧୯. କୋହିନୁର ହୀରା କେଉଁ ଦେଶରେ ଅଛି ?

ଉତ୍ତର- କୋହିନୁର ହୀରା ବ୍ରିଟେନ ଦେଶରେ ଅଛି ।

୨୦. ସବୁଠାରୁ ଥଣ୍ଡା ଫଳର ନାମ କଣ ?

ଉତ୍ତର- ସବୁଠାରୁ ଥଣ୍ଡା ଫଳର ନାମ ହେଉଛି ବେଲ ଫଳ ।

୨୧. କେଉଁ ଦେଶରେ ୧ ଟଙ୍କା ରେ ୧ କିଲୋ ସୁନା ମିଳିଥାଏ ?

ଉତ୍ତର – Cripus ଦେଶରେ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *