ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ଜ୍ଞାନପୂର୍ଣ୍ଣ କଥା ଆମ ଚତୁଃ ପାର୍ଶ୍ଵରେ ରହିଅଛି । ଯେଉଁ କଥା କିଛି ଲୋକଙ୍କ ପାଖରେ ଜଣା ତ ଆଉ କିଛି ଅଜଣା ହୋଇ ରହିଥାଏ । ଯେଉଁ ସବୁ ତଥ୍ୟ ବିଷୟରେ ଆମେ ମାନେ ଅବଗତ ହୋଇ ରହିଥାଉ । ତାହା ବିଷୟରେ ଆମେ ଅଧିକ ଜାଣିବାକୁ ପାଇଥାଉ । ଏପରି ବହୁ ଗୁଡିଏ ରୋମାଞ୍ଚକ ପୂର୍ଣ୍ଣ ତଥ୍ୟ ଅଛି । ତେବେ ଚାଲନ୍ତୁ ସେହିପରି କିଛି ଜଣା ଓ ଅଜଣା କଥା ଉପରେ ଆଲୋଚନା କରିବା ।
୧;- ବିଶ୍ଵର କେଉଁ ଦେଶରେ ସ୍ତ୍ରୀ ଲୋକଙ୍କ ମାନଙ୍କର ନିଶା ଓ ଦାଢି ଉଠିଥାଏ ?
ଉତ୍ତର;-ବିଶ୍ଵର ଇଥୋପିୟା ଦେଶରେ ସ୍ତ୍ରୀ ଲୋକଙ୍କର ନିଶ ଦାଢି ଉଠିଥାଏ ।
୨;- ସମୁଦ୍ରର ରାଜା କାହାକୁ କୁହାଯାଏ ?
ଉତ୍ତର;- ସମୁଦ୍ରର ରାଜା ହେଉଛି କୁମ୍ଭୀର ।
୩;-ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଜନ୍ମ ଭାରତର କେଉଁ ରାଜ୍ୟରେ ହୋଇଥିଲା ।
ଉତ୍ତର;- ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଜନ୍ମ ଉତ୍ତରପ୍ରଦେଶ ରାଜ୍ୟରେ ହୋଇଥିଲା ।
୪;-ବିଶ୍ଵର ସବୁଠାରୁ ଅଧିକ ମୃ-ତ୍ୟୁ ହେଉଥିବା ଜୀବ କିଏ ?
ଉତ୍ତର;-ବିଶ୍ଵରେ ସବୁଠାରୁ ଅଧିକ ମୃ-ତ୍ୟୁ ହେଉଥିବା ଜୀବ ହେଉଛି କୁକୁଡା ।
୫;-କେଉଁ ଦେଶର ଲୋକେ ସବୁ ପ୍ରକାର ମାଂସ ଖାଇଥାନ୍ତି ?
ଉତ୍ତର;- ଚୀନ ଦେଶର ଲୋକେ ସବୁ ପ୍ରକାର ମାଂସ ଖାଇଥାନ୍ତି ।
୬;-ସବୁଠାରୁ ଅଧିକ ଅମ୍ଳଜାନ ଦେଉଥିବା ଗଛର ନାମ କଣ ?
ଉତ୍ତର;- ସବୁଠାରୁ ଅଧିକ ଅମ୍ଳଜାନ ଦେଉଥିବା ଗଛଟି ହେଉଛି ପିପଲ ଗଛ ।
୭;- ଭାରତର ସବୁଠାରୁ ଧନୀ ଗାଁର ନାମ କଣ ?
ଉତ୍ତର;- ଭାରତର ସବୁଠାରୁ ଧନୀ ଗାଁର ନାମ ହେଉଛି ମାଧାପୁର ।
୮;- QR code ସର୍ବ ପ୍ରଥମେ କେଉଁ ଦେଶ ଆବିଷ୍କାର କରିଥିଲା ?
ଉତ୍ତର;- ଜାପାନ ଦେଶରେ ହିଁ ଆରମ୍ଭ ହୋଇଥିଲା ।
୯ ;-କେଉଁ ଜୀବର ୯ ଟି ମୁଣ୍ଡ ଅଛି ?
ଉତ୍ତର;- ହାଇଡ୍ରା ନାମକ ଏକ ସମୁଦ୍ର ଜୀବର ୯ ଟି ମୁଣ୍ଡ ଅଛି ।
୧୦;- କେଉଁ ଦେଶରେ ବାପା ନିଜ ଝିଅକୁ ବାହା ହୁଏ ?
ଉତ୍ତର;- ବାଂଲାଦେଶ ଦେଶରେ ବାପା ନିଜ ଝିଅକୁ ବାହା ହୁଏ ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଆହୁରି ଅଧିକରୁ ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ