ଭାଇରାଲ ବୟ Santanu ଙ୍କ ‘କୁଞ୍ଚୁ କୁଞ୍ଚିଆ ବାଳରେ ନନୀ…’ ଗୀତରେ ଦୁଲୁକିଲା ମଞ୍ଚ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶାନ୍ତନୁଙ୍କ କୁଞ୍ଚୁ କୁଞ୍ଚିଆ ବାଳରେ ନନୀ ଛନ୍ଦି ହୋଇଛି ମୋ ମନ ଗୀତରେ ଦୁଲୁକିଲା ମଞ୍ଚ ! ତେବେ ଓଡିଶାର ବହୁ ଘରେ ଘରେ ସୁପରିଚିତ କୁନି କଳାକାର ତଥା କୁନି କଣ୍ଠଶିଳ୍ପୀ ହେଉଛନ୍ତି ଶାନ୍ତନୁ । ଯାହାଙ୍କୁ କି ଆମେ ଏକ ଓଡିଆ ସଙ୍ଗ ରିୟାଲିଟି ସୋ’ ମାଧ୍ୟମରେ ଦେଖିବାକୁ ପାଇଥିଲୁ । ଏହା ସହିତ ସେହିଠାରୁ ହିଁ ଶାନ୍ତନୁଙ୍କ ଗୀତ କ୍ଯାରିଅର ଆରମ୍ଭ ହୋଇଯାଇଥିଲା ।

ତାପରେ ଗୋଟିଏ ପରେ ଗୋଟିଏ ଗୀତ ଗାଈ ତାଙ୍କର ମଧୁର ଓ ପିଲାଳିଆମୀ ଭରା କଣ୍ଠରେ ସେ ସମସ୍ତଙ୍କର ମନ ଜିଣିଥିଲେ । ତେବେ ଏହାରି ମଧ୍ୟରେ ଏକ ସ୍ଟେଜ ପ୍ରୋଗ୍ରାମରେ ଶାନ୍ତନୁଙ୍କୁ କୁଞ୍ଚୁ କୁଞ୍ଚିଆ ବାଳରେ ନନୀ ଛନ୍ଦି ହୋଇଛି ମୋ ମନ ଗୀତ ଗାଇବାର ଦେଖିବାକୁ ମିଳିଥିଲା । ଯେଉଁ ଆଲବମ ପାଇଁ ପାଇଁ ହାସ୍ୟ ଅଭିନେତା ପପୁ ପମ୍ ପମ୍ ସ୍ଵର ଦେଇଥିଲେ ।

ଏହା ସହିତ ବଣ୍ଟି ଅନୁଗୁଳିଆ ଓ ତାଙ୍କର ସାଥି କଳାକାର ଏହି କୁଞ୍ଚୁ କୁଞ୍ଚିଆ ଡାନ୍ସ ନମ୍ବରରେ ନାଚିଥିଲେ । ତେବେ ଏହି ଗୀତକୁ ମଧ୍ୟ ଲୋକଙ୍କର ଅନେକ ମାତ୍ରାରେ ଲୋକପ୍ରିୟତା ମିଳିଥିଲା । ଏହାପରେ ଯେତେବେଳେ କୁନି କଳାକାର ଶାନ୍ତନୁଙ୍କ ସ୍ଵରରୁ ଏହା ପୁଣି ଥରେ ଶୁଣିବାକୁ ମିଳିଥିଲା । ଯାହାକୁ ଶୁଣିକି ସ୍ଟେଜ ତଳେ ବସିଥିବା ଲୋକ ବହୁ ମାତ୍ରାରେ ଏଞ୍ଜୟ କରିଥିଲେ ।

ତେବେ ଶାନ୍ତନୁ କେବଳ ନିଜ କଣ୍ଠ ସ୍ଵର ପାଇଁ ନୁହେଁ । ବଂର ନିଜ କଣ୍ଠ ସ୍ଵର ସହିତ ନିଜ କମେଡି ଅନ୍ଦାଜ ପାଇଁ ମଧ୍ୟ ବହୁ ଲୋକଙ୍କ ସାମ୍ନାରେ ସେ ଅତି ସୁପରିଚିତ । ତେଣୁ ଶାନ୍ତନୁଙ୍କୁ ଦେଖିବା ପାଇଁ ଓ ତାଙ୍କ ସ୍ଵରରେ ଗୀତ ଶୁଣିବ ପାଇଁ ସ୍ଟେଜ ତଳେ ଖଚାଖଚ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଏହିପରି ଅନେକ ଗୀତ ଶାନ୍ତନୁ ଗାଈ ଲୋକପ୍ରିୟତା ହାସଲ କରିଛନ୍ତି ।

ତେବେ ଏହିପରି ଭାବରେ କୁନି କଳାକାର ଶାନ୍ତନୁଙ୍କର ଗୀତ ଗାଇବାର ପ୍ରୟାସ ଜାରୀ ରହୁ । ଏହା ସହିତ ଏହିପରି ମିଠା ମିଠା ଓ ସୁନ୍ଦର ଗୀତ ଦ୍ଵାରା ଦର୍ଶକଙ୍କର ଶାନ୍ତନୁ ମନୋରଞ୍ଜନ କରାଉଥାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହ କୁନି କଳାକାର ଶାନ୍ତନୁଙ୍କ ସ୍ଵର ଆପଣ ମାନଙ୍କୁ କିପରି ଲାଗେ ? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *