Odia Gk- କେଉଁ ଦେଶରେ ବାପା ନିଜ ଝିଅକୁ ବିବାହ କରେ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ଜ୍ଞାନପୂର୍ଣ୍ଣ କଥା ଆମ ଚତୁଃ ପାର୍ଶ୍ଵରେ ରହିଅଛି । ଯେଉଁ କଥା କିଛି ଲୋକଙ୍କ ପାଖରେ ଜଣା ତ ଆଉ କିଛି ଅଜଣା ହୋଇ ରହିଥାଏ । ଯେଉଁ ସବୁ ତଥ୍ୟ ବିଷୟରେ ଆମେ ମାନେ ଅବଗତ ହୋଇ ରହିଥାଉ । ତାହା ବିଷୟରେ ଆମେ ଅଧିକ ଜାଣିବାକୁ ପାଇଥାଉ । ଏପରି ବହୁ ଗୁଡିଏ ରୋମାଞ୍ଚକ ପୂର୍ଣ୍ଣ ତଥ୍ୟ ଅଛି । ତେବେ ଚାଲନ୍ତୁ ସେହିପରି କିଛି ଜଣା ଓ ଅଜଣା କଥା ଉପରେ ଆଲୋଚନା କରିବା ।

୧;- ବିଶ୍ଵର କେଉଁ ଦେଶରେ ସ୍ତ୍ରୀ ଲୋକଙ୍କ ମାନଙ୍କର ନିଶା ଓ ଦାଢି ଉଠିଥାଏ ?

ଉତ୍ତର;-ବିଶ୍ଵର ଇଥୋପିୟା ଦେଶରେ ସ୍ତ୍ରୀ ଲୋକଙ୍କର ନିଶ ଦାଢି ଉଠିଥାଏ ।

୨;- ସମୁଦ୍ରର ରାଜା କାହାକୁ କୁହାଯାଏ ?

ଉତ୍ତର;- ସମୁଦ୍ରର ରାଜା ହେଉଛି କୁମ୍ଭୀର ।

୩;-ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଜନ୍ମ ଭାରତର କେଉଁ ରାଜ୍ୟରେ ହୋଇଥିଲା ।

ଉତ୍ତର;- ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଜନ୍ମ ଉତ୍ତରପ୍ରଦେଶ ରାଜ୍ୟରେ ହୋଇଥିଲା ।

୪;-ବିଶ୍ଵର ସବୁଠାରୁ ଅଧିକ ମୃ-ତ୍ୟୁ ହେଉଥିବା ଜୀବ କିଏ ?

ଉତ୍ତର;-ବିଶ୍ଵରେ ସବୁଠାରୁ ଅଧିକ ମୃ-ତ୍ୟୁ ହେଉଥିବା ଜୀବ ହେଉଛି କୁକୁଡା ।

 

୫;-କେଉଁ ଦେଶର ଲୋକେ ସବୁ ପ୍ରକାର ମାଂସ ଖାଇଥାନ୍ତି ?

ଉତ୍ତର;- ଚୀନ ଦେଶର ଲୋକେ ସବୁ ପ୍ରକାର ମାଂସ ଖାଇଥାନ୍ତି ।

୬;-ସବୁଠାରୁ ଅଧିକ ଅମ୍ଳଜାନ ଦେଉଥିବା ଗଛର ନାମ କଣ ?

ଉତ୍ତର;- ସବୁଠାରୁ ଅଧିକ ଅମ୍ଳଜାନ ଦେଉଥିବା ଗଛଟି ହେଉଛି ପିପଲ ଗଛ ।

୭;- ଭାରତର ସବୁଠାରୁ ଧନୀ ଗାଁର ନାମ କଣ ?

ଉତ୍ତର;- ଭାରତର ସବୁଠାରୁ ଧନୀ ଗାଁର ନାମ ହେଉଛି ମାଧାପୁର ।

୮;- QR code ସର୍ବ ପ୍ରଥମେ କେଉଁ ଦେଶ ଆବିଷ୍କାର କରିଥିଲା ?

ଉତ୍ତର;- ଜାପାନ ଦେଶରେ ହିଁ ଆରମ୍ଭ ହୋଇଥିଲା ।

 

୯ ;-କେଉଁ ଜୀବର ୯ ଟି ମୁଣ୍ଡ ଅଛି ?

ଉତ୍ତର;- ହାଇଡ୍ରା ନାମକ ଏକ ସମୁଦ୍ର ଜୀବର ୯ ଟି ମୁଣ୍ଡ ଅଛି ।

୧୦;- କେଉଁ ଦେଶରେ ବାପା ନିଜ ଝିଅକୁ ବାହା ହୁଏ ?

ଉତ୍ତର;- ବାଂଲାଦେଶ ଦେଶରେ ବାପା ନିଜ ଝିଅକୁ ବାହା ହୁଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଆହୁରି ଅଧିକରୁ ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *