କେଉଁ ବାରରେ ପ୍ରଥମ ଋତୁସ୍ରାବ ହେଲେ ଜନ୍ମ ହୁଏ ପୁତ୍ର ସନ୍ତାନ ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଋତୁସ୍ରାବ ହେବ ପ୍ରକୃତିର ନିୟମ ଅଟେ । ଏହି ନିୟମ ପ୍ରତେକ ନାରୀ ଙ୍କ କ୍ଷେତ୍ର ରେ ହୋଇଥାଏ । କିନ୍ତୁ ଋତୁସ୍ରାବ ହେଲେ ନାରୀ ମାନେ ଅନେକ କଷ୍ଟ ମଧ୍ୟ ପାଇଥାନ୍ତି । ଏହି ସମୟରେ ନାରୀ ମାନେ ପୂଜା ପାଠ କରନ୍ତି ନାହି କି ଅଧିକ କାମ ମଧ୍ୟ କରିବା ଉଚିତ ନୁହେଁ । ତେବେ ଶାସ୍ତ୍ର ଅନୁଯାୟୀ ନାରୀ ମାନଙ୍କର ପ୍ରଥମ ଋତୁସ୍ରାବ ହେବାର ଏକ ସଠିକ ସମୟ ରହିଥାଏ ।

ଯାହା ଦ୍ଵାରା ଜଣା ପଡିଥାଏ କି ନାରୀ ସୌଭାଗ୍ଯଶାଳି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ନାରୀ ମାନେ କେଉଁ ଦିନ ଋତୁସ୍ରାବ ଆବ ପ୍ରଥମ ରଜୋଦର୍ଶନ କରିଲେ କଣ ହୋଇଥାନ୍ତି ତାହା କହିବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ ସପ୍ତାହରେ ୭ ଟି ବାର ଅଛି । ତେବେ ଏହି ୭ ଦିନ ମଧ୍ୟରେ ନାରୀ ମାନେ ଋତୁସ୍ରାବ ପ୍ରଥମ ଥର ପାଇଁ ହେଲେ ତାର ଭିନ୍ନ ଭିନ୍ନ କାରଣ ଓ ସଂକେତ ରହିଥାଏ

ତେବେ ବୃହତ୍ତ ଜ୍ଯୋତିଷ ଶାସ୍ତ୍ର ପ୍ରମାଣ ଦିଅନ୍ତି ଯଦି ରବିବାର ଦିନ ନାରୀ ର ପ୍ରଥମ ଋତୁସ୍ରାବ ହୁଏ ବା ରଜୋଦର୍ଶନ ହୁଏ ତେବେ ସେହି ନାରୀ ରୋଗାଗ୍ରସ୍ତ ହୋଇଥାଏ । ଏଭଳି ନାରୀ ସାରା ଜୀବନ କିଛି ନା କିଛି ରୋଗରେ ପୀଡିତ ହୋଇଥାନ୍ତି ।

ଯଦି ସୋମବାର ଦିନ ନାରୀ ଋତୁସ୍ରାବ ହୁଏ ତେବେ ବା ପ୍ରଥମ ରଜୋଦର୍ଶନ କରନ୍ତି ସେ ନାରୀ ପତିବ୍ରତା ହୋଇଥାନ୍ତି । ଏଭଳି ନାରୀ ନିଜ ସ୍ବାମୀଙ୍କ ପ୍ରତି ବହୁତ ବିଶ୍ଵସ୍ତ ହେବ ସହ ତାଙ୍କର ଭଲ ଭାବେ ଯତ୍ନ ନେଇଥାନ୍ତି ।

ମଙ୍ଗଳବାର ଦିନ ନାରୀ ମାନେ ପ୍ରଥମ ରଜୋଦର୍ଶନ କରିଲେ କାମିନି ସ୍ଵଭାବ ଯୁକ୍ତା ହେବାର ସମ୍ଭାବନା ଅଧିକ ରହିଥାଏ । ବୁଧବାର ଦିନ ନାରୀ ପ୍ରଥମ ରଜସ୍ଵଳା ହେଲେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ନାରୀ ଜୀବନରେ ସୁଖ ସମୃଦ୍ଧି ଧନ ବୈଭବ ପ୍ରାପ୍ତ କରିଥାନ୍ତି ।

ଯଦି ନାରୀ ଗୁରୁବାର ଦିନ ରଜସ୍ଵଳା ହୁଅନ୍ତି ତେବେ ସର୍ବ ସୁଖ ଯୁକ୍ତା ହୋଇଥାନ୍ତି । ଏଭଳି ନାରୀ ଙ୍କୁ ନିଜ ଜୀବନରେ ସବୁ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ । ଶୁକ୍ରବାର ଦିନ ନାରୀ ପ୍ରଥମ ରଜୋଦର୍ଶନ କରିଲେ ବହୁତ ଧନ ଯୁକ୍ତ ହୋଇଥାନ୍ତି ।

ଏଭଳି ନାରୀ ଙ୍କ ଜୀବନରେ କେବେ ବି ଧନର ଅଭାବ ରୁହେ ନାହି । ଏମାନଙ୍କ ଜୀବନ ଧନ ଧାନ୍ୟ ରେ ଭାରି ଯାଇଥାଏ । ଯଦି ଶନିବାର ଦିନ ନାରୀ ପ୍ରଥମ ଋତୁସ୍ରାବ ହୁଅନ୍ତି ତେବେ ସେହି ନାରୀ ସନ୍ତାନ କଷ୍ଟୀ ହୋଇଥାନ୍ତି ।

ଏଭଳି ନାରୀ ଜୀବନରେ ସନ୍ତାନ ଙ୍କ ଠାରୁ ବହୁତ କଷ୍ଟ ଦୁଖ ଯନ୍ତ୍ରଣା ପାଇଥାନ୍ତି । ଯାହା ପାଇଁ ଏମାନେ ଜୀବନରେ ଦୁଖୀ ରହିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *