‘ମୋତେ ବାହା ହେବୁ ନାହିଁ ? ମୋ ପେଟରେ ଯେଉଁ କିଳା ଦେଇଛୁ…’ ଦେଖନ୍ତୁ ଏମିତି କାହିଁକି କହିଲେ ଯାତ୍ରା ଅଭିନେତ୍ରୀ Mama

ଧଉଳିରେ ମୁଁ ଡ୍ୟାନ୍ସର ଭାବେ ଅଭିନୟ କରିଥିଲି । କମେଡି ପାର୍ଟରେ ମୁଁ ଅଭିନୟ କରେ । ଆଶା ଅଛି ହିରୋଇନ ପାଇଁ ଦେଖାଯାଉ ଭଗବାନଙ୍କ ଇଚ୍ଛା କଣ ଅଛି । ମୋତେ ଇଷ୍ଟର୍ନ ପାର୍ଟିରେ ଗୋରିଆ ଭାଇ ଙ୍କ ସହ ଯୋଡି ଭଲ ଲାଗେ । ସେ ବର୍ତ୍ତମାନ ତୁଳସୀ ଗଣନାଟ୍ୟ ରେ ଅଛନ୍ତି ।  ଆଉ ଏକ ଡାଇଲଗ ହେଉଛି ତା ମାନେ ମୋତେ ବାହା ହେବୁ ନାହି ? ମୋ ପେଟରେ ଯେଉଁ କିଳା ସୃଷ୍ଟି କରିଛୁ ତାକୁ ସମ୍ଭାଳିବ କିଏ ? ଦୀର୍ଘ ୮-୯ ବର୍ଷ ହେଲା ମୁଁ ଯାତ୍ରାରେ ଅଭିନୟ କରୁଛି ।

ମୁଁ  ବିବାହିତା ଆଉ ମୋ ସ୍ଵାମୀ ସ୍ଵର୍ଣ୍ଣ ମନ୍ଦିର ପାର୍ଟି ରେ ଜଣେ ଶିଂଗର । ମୋ ଭଉଣୀ ଙ୍କ ଜରିଆରେ ଆମର ଲଭ ଆରମ୍ଭ ହୋଇଥିଲା ସତ କିନ୍ତୁ ଆମର ଆରେଞ୍ଜ ଭଳି ସବୁ କିଛି ହୋଇଥିଲା । ପ୍ରପୋଜ ପ୍ରଥମେ ମୋ ସ୍ଵାମୀ କରିଥିଲେ ତା ପରେ ମୁଁ ତାଙ୍କୁ ହଁ କହିଥିଲି । ଥରେ ପରିଚାଳକ ମୋତେ ଠିଆ କରିଥିଲେ ଆଉ କହିଲେ ତୁ ଏଥିରେ ଡ୍ୟାନ୍ସ କରିବୁ ।

କିନ୍ତୁ ସେହି ଡ୍ୟାନ୍ସର ମାଷ୍ଟର ଜାଣିଥିଲେ କି ନାହି ମୋ ବିଷୟରେ କିନ୍ତୁ ଆଉ ଗୋଟେ ପିଲା କୁ ଛିଡା କରି ଦେଇଥିଲେ ମୋ ବଦଳରେ । ସେତେ ବେଳକୁ ମୁଁ ଭାବି ନେଇଥିଲି ଏ ଡ୍ୟାନ୍ସ ମୁଁ କରିବି । କିନ୍ତୁ ଯେତେବେଳେ ଅନ୍ୟ ଝିଅ ଟି ନାଚିଲା ସେତେ ବେଳକୁ ମୋ ମନକୁ ବହୁତ କଷ୍ଟ ହୋଇଥିଲା ।

ଦର୍ଶକ ମାନେ ସାଇଲେନ୍ତା ବସନ୍ତୁ ବା କିଛି କୁହନ୍ତୁ ସେଟା କୁ ମୁଁ ଖାତିର କରେ ନାହି । କିନ୍ତୁ ମୁଁ ଯାହା କର୍ମ କରେ ତାହା ଦେଖନ୍ତି ଦର୍ଶକ ମାନେ । ମୁଁ ଭାବେ ମୁଁ ଯାଇଛି ଡ୍ୟାନ୍ସ କରିବା ପାଇଁ ଆଉ ଡ୍ୟାନ୍ସ କରେ । ଏବେ ଅଭିନୟ କରିବାକୁ ମୋତେ ଅଧିକା ସମ୍ମାନ ମିଳୁଛି । ଡ୍ୟାନ୍ସ କରିବାରେ ମୋତେ ଏତେ ସମ୍ମାନ ମିଳି ନାହି କଣ ପାଇଁ ସେଟା ମୁଁ ଜାଣି ନାହି । ମୁଁ ଚିନ୍ତା କରିଥିଲି ଜଣେ ଆର୍ଟିଷ୍ଟ ହେବା ପାଇଁ । ଏବେ ବି ମନରେ ଅଛି ନାୟିକା ହେବା ପାଇଁ ।

ଦର୍ଶନକୁ ଅନୁରୋଧ ଯାତ୍ରା କଳାକାର ମାନେ ଆଗକୁ ଯାଆନ୍ତୁ ଆଉ ମୋତେ ବି ଆଶୀର୍ବାଦ କରନ୍ତୁ ଯେମିତି ମୁଁ ଆଗକୁ ଆଗକୁ ଯାଏ । ଯେଉଁ କଳା ନେଇ ମୁଁ ଏଠାକୁ ଆସିଛି ସେଟା କେମିତି ଫୁଲଫିଲ କରିପାରେ” ।  ବନ୍ଧୁଗଣ ଆପଣଙ୍କର ଅଭିନେତ୍ରୀ ମାମା ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।     

Leave a Reply

Your email address will not be published. Required fields are marked *