CM Naveen Patnaik ଙ୍କ ସମସ୍ତ ମନ୍ତ୍ରୀ, କେତେ ମେଟ୍ରିକ ଫେଲ ଓ କେତେ ପାଠୁଆ ? ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଏହି କିଛିଦିନ ପୂର୍ବରୁ ହିଁ ପୌର ନିର୍ବାଚନ ସରିଛି । ତେବେ ଆଜି ଆମେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମାନଙ୍କ ର ଶିକ୍ଷା ଗତ ଯୋଗ୍ୟତା ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା । ୧- ତୁଷାର କାନ୍ତ ବେହେରା ଇଲେକ୍ଟ୍ରୋନିକ୍ସ ଓ ଆଇ ଟି ମନ୍ତ୍ରୀ, ନିର୍ବାଚନ ମଣ୍ଡଳୀ: କାକଟପୁର ,ପୁରୀ । ତେବେ ସେ ବି ଟେକ କରିଛନ୍ତି ।

୨- ଦିବ୍ୟ ଶଙ୍କର ମିଶ୍ର, ଏମଏସଏମଇ ମନ୍ତ୍ରୀ, ନିର୍ବାଚନ ମଣ୍ଡଳୀ: ଜୁନାଗଡ଼, କଳାହାଣ୍ଡି । ତେବେ ସେ ବିଜ୍ଞାନ ରେ ସ୍ନାତକୋତ୍ତର କରିଛନ୍ତି ।

୩- ପଦ୍ମିନୀ ଦିଆ । ହସ୍ତତନ୍ତ, ବସ୍ତ୍ର, ଓ ହସ୍ତଶିଳ୍ପ ମନ୍ତ୍ରୀ । ନିର୍ବାଚନ ମଣ୍ଡଳି: କୋରାପୁଟ ତେବେ ସେ +୨ ପାସ୍ ।

୪- ରଘୁନନ୍ଦନ ଦାସ । ଜଳ ସମ୍ପଦ,ଆଇ ଟି ଏବଂ ଲୋକ ସମ୍ପର୍କ ମନ୍ତ୍ରୀ । ନିର୍ବାଚନ ମଣ୍ଡଳୀ: ବାଲିଖଣ୍ଡ ଏରସମା,ଜଗତସିଂହପୁର । ତେବେ ସେ ଏଲଏଲବି କରିଛନ୍ତି ।

୫- ପ୍ରେମାନନ୍ଦ ନାୟକ । ସ୍କିଲ ଡେଭଲଭମେଣ୍ଟ ଏବଂ ଟେକିନିକାଲ ଏଜୁକେସନ ମନ୍ତ୍ରୀ । ନିର୍ବାଚନ ମଣ୍ଡଳୀ: ତେଲକୋଇ, କେଉଁଝର । ତେବେ ସେ ଏନଆଇଟି କରିଛନ୍ତି ।

୬- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ମନ୍ତ୍ରୀ । ନିର୍ବାଚନ ମଣ୍ଡଳୀ; ସିମୁଳିଆ, ବାଲେଶ୍ଵର । ତେବେ ପିଜିଡ଼ିବିଏମ କରିଛନ୍ତି ।

୭- ସମୀର ରଞ୍ଜନ ଦାଶ । ଗଣଶିକ୍ଷା ମନ୍ତ୍ରୀ । ନିର୍ବାଚନ ମଣ୍ଡଳୀ; ନିମାପଡା, ପୁରୀ । ତେବେ ସେ ଏଲଏଲବି କରିଛନ୍ତି ।

୮- ଅଶୋକ ଚନ୍ଦ୍ର ପଣ୍ଡା । ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଏବଂ ଜନ ସମ୍ପର୍କ ଏବଂ ସାମାଜିକ ସୁରକ୍ଷା,ଏହା ସହ ଦିବ୍ୟାଙ୍ଗ ଶଶକ୍ତିକରଣ ମନ୍ତ୍ରୀ । ତେବେ ନିର୍ବାଚନ ମଣ୍ଡଳୀ ହେଉଛି ଭୁବନେଶ୍ୱର । ତେବେ ସେ ରାଜନୀତି ବିଜ୍ଞାନରେ ଏମ ଏ କରିଛନ୍ତି ।

୯- ଜଗନ୍ନାଥ ସରକା । ଏସସି,ଏସଟି ବିକାଶ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ, ନିର୍ବାଚନ ମଣ୍ଡଳୀ: ବିଷମ କଟକ,ରାୟଗଡା । ତେବେ ସେ ବିଏ, ଏଲଏଲବି କରିଛନ୍ତି ।

୧୦- ଟୁକୁନି ସାହୁ । ମହିଳା ଏବଂ ଶିଶୁ ବିକାଶ,ମିଶନ ଶକ୍ତି ମନ୍ତ୍ରୀ । ନିର୍ବାଚନ ମଣ୍ଡଳୀ: ଟିଟିଲାଗଡ଼ । ତେବେ ସେ +୩ କରିଛନ୍ତି ।

୧୧- ରାଜେନ୍ଦ୍ର ପ୍ରତାପ ସ୍ୱାଇଁ । ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ । ନିର୍ବାଚନ ମଣ୍ଡଳୀ: ଆଠଗଡ, କଟକ । ତେବେ ସେ ଏମ ଏ ଓ ଏଲଏଲବି କରିଛନ୍ତି ।

୧୨- ପ୍ରତାପ ଜେନା । ପଞ୍ଚାୟତି ରାଜ , ପାନୀୟ ଜଳ ଆଇନ, ଗୃହ ଏବଂ ସହରି ବିକାଶ ମନ୍ତ୍ରୀ । ନିର୍ବାଚନ ମଣ୍ଡଳୀ: ମହଙ୍ଗା,କଟକ । ତେବେ ସେ ବିଜ୍ଞାନ ରେ ଏମ ଏସସି କରିଛନ୍ତି ।

୧୩- ବିକ୍ରମ କେଶରୀ ଅରୁଖା । ଜଂଗଲ ଏବଂ ପରିବେଶ, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ । ନିର୍ବାଚନ ମଣ୍ଡଳୀ: ଭଂଜନଗର , ଗଞ୍ଜାମ । ତେବେ ସେ ଏମ ଏ ଓ ଏଲଏଲବି କରିଛନ୍ତି ।

୧୪- ଅରୁଣ କୁମାର ସାହୁ । କୃଷି,ଏବଂ କୃଷକ ସଶକ୍ତିକରଣ , କୃଷି ସମ୍ଭଳ ବିକାଶ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ । ନିର୍ବାଚନ ମଣ୍ଡଳୀ: ନୟାଗଡ଼ । ପିଏଚଡ଼ି ଇତିହାସ ରେ କରିଛନ୍ତି ।

୧୫- ନବୀନ ପଟ୍ଟନାୟକ ( ମୁଖ୍ୟମନ୍ତ୍ରୀ) । ଗୃହ,ସାଧାରଣ ପ୍ରଶାସନ,ଜନସାଧାରଣ ଅଭିଯୋଗ,ଏବଂ ଅନ୍ୟ ବିଭାଗ ଯାହାକୁ ଅନ୍ୟ କାହାକୁ ଦିଆ ଯାଇ ନାହି । ତେବେ ନିର୍ବାଚନ ମଣ୍ଡଳୀ: ହିଂଜିଲି ଗଞ୍ଜାମ ତେବେ ସେ ସ୍ନାତକୋତ୍ତର କରିଛନ୍ତି ।

Leave a Reply

Your email address will not be published. Required fields are marked *