20 Interesting Gk Questions: କେଉଁ ଗଛ ମୂଳେ ଶୋଇଲେ ମଣିଷର ମୃତ୍ୟୁ ହୋଇପାରେ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ବନ୍ଧୁଗଣ ଗଣ୍ଡା, ବିଛା, ହାତୀ ଓ କଇଁଛ ମଧ୍ୟରୁ କେଉଁ ଯିବାର ଜୀବନ କାଳ ସବୁଠାରୁ ଅଧିକ ?

ଉତ୍ତର- କଇଁଛ

୨. ବକ୍ସିଙ୍ଗ, ଫୁଟବଲ, କ୍ରିକେଟ ଓ ଟେବୁଲ ଟେନିସ ଖେଳ ମଧ୍ୟରୁ କେଉଁ ଖେଳରେ ଖେଳାଳି ହାତରେ ଗ୍ଲୋବ୍ସ ପିନ୍ଧି ନଥାନ୍ତି ?

ଉତ୍ତର- ଟେବୁଲ ଟେନିସ

୩. ମେଟ୍ରୋ ଟ୍ରେନ ସେବା ସର୍ବ ପ୍ରଥମେ କେଉଁ ସହରରେ ଆରମ୍ଭ ହୋଇଥିଲା ?

ଉତ୍ତର- କଲିକତାରେ ଆରମ୍ଭ ହୋଇଥିଲା ।

୪. ମାର୍ଚ୍ଚ ମାସ ଠାରୁ ଗଣିବା ଆରମ୍ଭ କଲେ କେଉଁ ଋତୁ ସବୁଠାରୁ ପ୍ରଥମେ ଆସିଥାଏ ?

ଉତ୍ତର- ବସନ୍ତ ଋତୁ ସର୍ବ ପ୍ରଥମେ ଆସିଥାଏ ।

୫. ସ୍ଵାମୟ ବିବେକାନନ୍ଦ ୧୮୯୩ ମସିହାରେ ଆମେରିକାର କେଉଁ ସହରରେ ଭାଷଣ ଦେଇଥିଲେ ?

ଉତ୍ତର- ସ୍ଵାମୟ ବିବେକାନନ୍ଦ ୧୮୯୩ ମସିହାରେ ଆମେରିକାର ଚିକାଗୋ ସହରରେ ଭାଷଣ ଦେଇଥିଲେ ।

୬. ଫୁଲର ଫାରସୀ ଭାଷାରେ ନାମ କଣ ?

ଉତ୍ତର- ଗୁଲ

୭. କେଉଁ କେନାଲ ଆଫ୍ରିକା ମହାଦେଶକୁ ଏସିଆ ଠାରୁ ଅଲଗା କରୁଅଛି ?

ଉତ୍ତର- ସୁଏଜ କେନାଲ

୮. କେଉଁ ରାଜ୍ୟର ସୀମା କୌଣସି ଦେଶର ସୀମାକୁ ସ୍ପର୍ଶ କରୁ ନାହିଁ ?

ଉତ୍ତର- ଓଡିଶାର ସୀମା କୌଣସି ଦେଶର ସୀମାକୁ ସ୍ପର୍ଶ କରୁ ନାହିଁ ।

୯. ପ୍ରାଚୀନ ଭାରତୀୟ ଶାସ୍ତ୍ର ଅନୁସାରେ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମ କେଉଁ ତିଥିରେ ହୋଇଥିଲା ?

ଉତ୍ତର- ନବମୀ


୧୦. ପ୍ରୋଦୋନୋଭା, ଯୁର୍ଚେଙ୍କୋ ଏବଂ ସୁକାହାରା ଭଳି କୌଶଳ କେଉଁ ଖେଳ ସହିତ ସମ୍ବନ୍ଧିତ ?

ଉତ୍ତର- ଜିନ୍ମାଷ୍ଟିକସ

୧୧. ବିଶ୍ଵରେ ଉଡି ପାରୁଥିବା ପକ୍ଷୀ ମାନଙ୍କ ମଧ୍ୟରେ କେଉଁ ପକ୍ଷୀ ସବୁଠାରୁ ଅଧିକ କ୍ଷିପ୍ର ବେଗରେ ଦୌଡି ପାରେ ?

ଉତ୍ତର- ଗ୍ରେଟର ରୋଡରନର

୧୨. କେଉଁ ଗଛ ମୂଳେ ଶୋଇଲେ ମଣିଷର ମୃତ୍ୟୁ ହୋଇଥାଏ ?

ଉତ୍ତର- ନିମ୍ବ ଗଛ

Leave a Reply

Your email address will not be published. Required fields are marked *