ଟଙ୍କା ପାଇଁ ବେଶ୍ୟାବୃତ୍ତି କରୁଥିବା ସମୟରେ ଧରା ପଡିଥିଲେ Bollywood ର ଏହି 5 Actress

ବନ୍ଧୁଗଣ ଆପଣ ମାନେ ସମସ୍ତେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅନେକ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଏହି ଅଭିନେତ୍ରୀ ମାନେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ହେଲେ ଯଦି ସେମାନଙ୍କୁ ସଫଳତା ନମିଳେ କିମ୍ବା ତାଙ୍କୁ ଟଙ୍କାର ଅଧିକ ଆବଶ୍ୟକତା ହୋଇଥାଏ ତା ହେଲେ ଅଧିକାଂଶ ହିରୋଇନ ଖରାପ କାମ ତଥା ବେ-ଶ୍ୟା ବୃତି କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବେ-ଶ୍ୟା ବୃତି କରିବା ବେଳେ ରେଡ ହାଣ୍ଡେଡ ଧରା ପଡିଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଶ୍ଵେତା ବାସୁ ପ୍ରସାଦ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶ୍ଵେତା ବାସୁ ପ୍ରସାଦ । ଦେହ ବେପାର ସହ ଜଡିତ ଏକ ହାଇ ପ୍ରୋଫାଇଲ ସେ-କସ ରାକେଏଟରେ ରହି କାମ କରିବା ଆରୋପରେ ଶ୍ଵେତାଙ୍କୁ ପୋଲିସ ଗିଇରଫ କରିଥିଲା । ତାଙ୍କୁ ଘଟଣା ସ୍ଥଳରେ ଧରା ଯାଇଥିଲା । ଶ୍ଵେତା ସେ-କସ ରାକେଏଟରେ ଧରା ପଡିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭୁବନେଶ୍ଵରୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭୁବନେଶ୍ଵରୀ । ଅକ୍ଟୋବର ୨୦୦୯ରେ ଭୁବନେଶ୍ଵରୀଙ୍କ ଘର ପଡୋଶୀ ପୋଲିସ ଫୋନ କରି ଅଭିଯୋଗ କରିଥିଲେ ଯେ ତାଙ୍କ ଘରକୁ ରାତିରେ ଯୁବକ ମାନେ ଯିବା ଆସିବା କରୁଛନ୍ତି । ଏହା ପରେ ପୋଲିସ ଗ୍ରାହକ ହୋଇ ତାଙ୍କ ଘରକୁ ଯାଇଥିଲେ ଓ ସେହି ସ୍ଥାନରେ ଅନ୍ୟ ଦୁଇ ମଡେଲ ଥିଲେ । ଏହା ପରେ ପୋଲିସ ଚଢାଉ କରି ତିନି ଜଣଙ୍କୁ ଗିଇରଫ କରିଥିଲା ।

ଏସ ଅଂଶାରି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ତାମିଲ ଅଭିନେତ୍ରୀ ଏସ ଅଂଶାରି । ନଭେମ୍ବର ୨୦୧୩ରେ ଅଂଶାରିଙ୍କୁ ତାଙ୍କ ତିନି ଜଣ ପୁରୁଷ ସାଥିଙ୍କ ସହ ପୋଲିସ ଗିଇରଫ କରିଥିଲା । ଏସ ଅଂଶାରି ଦେଶର ପ୍ରମୁଖ ସହରରେ ସେ-କସ ସେବା ଦେଉଥିଲେ । ସୋସିଆଲ ମିଡିଆ ଦ୍ଵାରା ସେ-କସ ବେପାର ସଞ୍ଚାଳିତ ହେଉଥିଲା । ଅଭିନେତ୍ରୀ ଏସ ଅଂଶାରି ଶାହରୁଖ ଖାନଙ୍କ ସହ ବି କାମ କରିଛନ୍ତି ।

ମିଷ୍ଟି ମୁଖାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ମିଷ୍ଟି ମୁଖାର୍ଜୀ । ବନ୍ଧୁଗଣ ବଙ୍ଗାଳୀ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କୁ ମୁମ୍ବାଇ ପୋଲିସ ଦେହ ବେପାର କରୁଥିବାରୁ ଗିଇରଫ କରିଛି । ସୂଚନା ମିଳିବା ମାତ୍ରେ ପୋଲିସ ଏକ ହୋଟେଲରେ ଚଢାଉ କରିଥିଲା ଯେଉଁଠି ଅଭିନେତ୍ରୀ ଫେସନ ଡିଜାଇନର ରାକେଶ କଟୋରିଆଙ୍କ ସହ ସେ-କସ କରୁଥିବା ସମୟରେ ଧରା ପଡିଥିଲେ ।

ଯମୁନା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଯମୁନା । ୨୦୧୧ ଜାନୁୟାରୀରେ ବେଙ୍ଗୋଲର ସ୍ଥିତ ମାଲ୍ୟା ରୋଡରେ ଯମୁନାଙ୍କୁ ପୋଲିସ ସେ-କସ ରାକେଏଟରେ ଗିଇରଫ କରିଥିଲା । ଜୁମୁନାଙ୍କ ଗ୍ରାହକ ମୁମ୍ବାଇ ଓ ଦିଲ୍ଲୀରୁ ଆସି ଏକ ହୋଟେଲରେ ରାତି ରଙ୍ଗୀନ କରୁଥିଲେ ।

Leave a Reply

Your email address will not be published. Required fields are marked *