ଆଗରୁ ଆପଣ କେବେ ବି ଦେଖି ନଥିବେ ଏମିତି Vaccine ଦେବା, ଥରେ ଦେଖନ୍ତୁ ଏହି Video ହସି ହସି ଗଡିବେ ଆପଣ !

ଆମେ ସମସ୍ତେ ନ ଜୀବନରେ ଏତେ ବ୍ୟସ୍ତ ରହି ଯାଇଛୁ କି ହସିବା ଭୁଲି ଯାଇଛୁ । ସେଥିପାଇଁ ଆମେ ଏକ ଚିନ୍ତା ପୂର୍ଣ ଜୀବନଶୈଳୀ ମଧ୍ୟରେ ରହିବାକୁ ଲାଗୁଛି । ଯେତେବେଳେ କି ଆମେ ସମସ୍ତେ ଜାଣିଛୁ କି ହସିବା ଆମ ସମସ୍ତଙ୍କ ପାଇଁ କେତେ ଜରୁରୀ ଅଟେ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ହସିବା ପାଇଁ କିଛି ଦୃଶ୍ୟ ନେଇ ଆସିଛୁ । ଯାହାକୁ ଦେଖିବା ପରେ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।

ଚୀନରେ ଜଣେ ମହିଳା ନିଜ କାରକୁ ଏକ ବସ ଷ୍ଟାଣ୍ଡରେ ପିଟିଦେଲେ । ଏହା ପରେ ଟ୍ରାଫିକ ପୋଲସି ସେହି ସ୍ଥାନରେ ପହଞ୍ଚି ଘଟଣାର ଯାଞ୍ଚ କରିବା ପରେ ଫଟୋଗ୍ରାଫରକୁ ସେହି ଘଟଣାର ଓ ମହିଳାର ଫଟୋ ନେବାକୁ କହିଲେ । ଏହି କଥା ଶୁଣିବା ପରେ ମହିଳା ଜଣକ କାର ସାମ୍ନାକୁ ଆସିଲେ ଏତିକି ନୁହେଁ ମହିଳା ଜଣକ ପୋଜ ଦେଇ victory ଚିହ୍ନ ଦେଖାଇ ପୋଜ ଦେଲେ । ଯେମିତି କି ଫେସବୁକ ପାଇଁ ତାଙ୍କର ଫଟୋ ନିଆ ଯାଉଛି ।

ଏହି ମହିଳାଙ୍କୁ ଦେଖନ୍ତୁ ଯାହାଙ୍କୁ ଅନ୍ୟ ପଟେ ଯିବାର ଥିଲା କିନ୍ତୁ ପଛକୁ ନ ଦେଖି ବୁଲିବାକୁ ଚେଷ୍ଟା କରିଲେ । କିନ୍ତୁ ପଛରେ ଆସୁଥିବା କାରର ଡ୍ରାଇଭର ବ୍ରେକ ମାରି ମହିଳାଙ୍କୁ ଅଟକାଇ ଦେଲେ । କିନ୍ତୁ ସିଧା ଯାଇ ପାରିବେ ନାହିଁ କାରଣ ମଝିରେ କର ଥିଲା । ଏମିତିରେ ମହିଳା ଜଣକ କାରକୁ ସ୍କୁତି ଦ୍ଵାରା ତିନି ଥର ଟକ୍କର ମାରି ସ୍କୁତି ବୁଲେଇ ଅନ୍ୟ ପଟ ରାସ୍ତାକୁ ଗଲେ । ବ୍ରେକ ମାରିବା ବୋଧେ ତାଙ୍କୁ ଜଣା ନ ଥିଲା ।

https://www.youtube.com/watch?v=s87CTVG-DO8

ଏହି ବ୍ୟକ୍ତି ଜଣକ କାମ କାରଣରୁ ବାହାରକୁ ଯାଉ ଥିଲେ । କିନ୍ତୁ ଘରୁ ବାହାରିବା ସମୟରେ ସିଢିରେ ବର୍ଷା ପାଣି ପଡିଥିବା କାରଣରୁ ତାଙ୍କର ଗୋଡ ଖସିଗଲା । ଏହା ପରେ ସେ ଘରକୁ ଯାଇ ପୁଣି ଡ୍ରେସ ଚେଞ୍ଜ କରି ବାହାରକୁ ବାହାରିଲେ । କିନ୍ତୁ ଏଥର ବି ସେ ପୁଣି ଥରେ ଖସି ପଡିଲେ । ଶେଷରେ ସେ ସେହି ଖରାପ ଡ୍ରେସରେ ହିଁ ବାହାରକୁ ଚାଲିଗଲେ ।

କରୋନା କାରଣରୁ ସମସ୍ତେ ଭ୍ୟାକସିନ ନେଉଛନ୍ତି । କିନ୍ତୁ ଇଞ୍ଜେକ୍ସନକୁ ଭୟ କରୁଥିବା ଲୋକମାନନାକ ଅଜବ ଗଜବ ରୋଲ ବି ଦେଖିବାକୁ ମିଳୁଛି । ଯେମିତି କି ମମତା ନାମକ ଏହି ମହିଳା ଜଣକ ଇଞ୍ଜେକ୍ସନକୁ ଭୟ କରନ୍ତି । କିନ୍ତୁ କେତେବେଳେ ତାଙ୍କୁ ଭ୍ୟାକସିନ ଲାଗି ଗଲା ଏହା ତାଙ୍କୁ ଜଣା ପଡିଲା ନାହିଁ । ଅନ୍ୟ ପଟେ ଏହି ମହିଳା ଜଣକ ଏତେ ଭୟଭୀତ ଥିଲେ କି ଇଞ୍ଜେକ୍ସନ ଦେବା ସମୟରେ ଭିନ୍ନ ଭିନ୍ନ ପ୍ରକାରର ପୋଜ ଦେଉଥିଲେ । ଯାହାକୁ ଦେଖି ଲୋକମାନେ ହସିବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *