Bollywood ଅଭିନେତା Jimmy Shergill ଙ୍କ ପତ୍ନୀଙ୍କ ସୁନ୍ଦରତା ଆଗରେ ଫିକା ପଡିଯିବେ କଟ୍ରିନା ଓ କରିନା, ଦେଖିବା ମାତ୍ରେ ଆଖି ଲାଖିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ବିଭିନ୍ନ ଫିଲ୍ମ ଓ ବଲିଉଡ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେହି ଅଭିନେତା ଜଣକ ଭାରତ ବର୍ଷରେ ନିଜ ଅଭିନୟ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ଜିମି ସେର୍ଗିଲ ।

ଆପଣ ମାନେ ସମସ୍ତେ ବହୁତ ସୁପର ହିଟ ଫିଲ୍ମରେ ଜିମି ସେର୍ଗିଲଙ୍କୁ ଦେଖିଥିବେ । ଏହି ଅଭିନେତା ଜଣକ ନିଜର ସୁନ୍ଦର ଅଭିନୟ ଓ ଷ୍ଟାଇଲ ପାଇଁ ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି । ବଲିଉଡ ସହିତ ଜିମି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି ।

ଜିମି ସେର୍ଗିଲ ପ୍ରଥମେ ବଲିଉଡ ଫିଲ୍ମ ‘ମହବତେ’ ରେ ନିଜ ଡେବ୍ୟୁ କରି ବଲିଉଡ କ୍ୟାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ଜିମି ବହୁତ ସୁନ୍ଦର ଅଭିନୟ କରିଥିଲେ ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଏହା ପରେ ଜିମି ‘ଦିଲ ହେ ତୁମ୍ହାରା’ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ଜିମି ହେଉଛନ୍ତି ଜଣେ ଚମତ୍କାର ଅଭିନେତା ସେ କମେଡି ଠାରୁ ଆରମ୍ଭ କରି ଆକ୍ସନ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଭୂମିକା ବହୁତ ସୁନ୍ଦର ଭାବରେ ପଦର୍ଶନ କରିଛନ୍ତି । ଏହାପରେ ସେ ‘ମୁନା ଭାଇ ଏମବିବିଏସ, ସାହେବ ବିବି ଅର ଜ୍ଞାଙ୍କଷ୍ଟାର ଓ ତନୁ ୱେଡ୍ସ ମନୁ ପରି ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଜିମିଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଜିମିଙ୍କ ପତ୍ନୀ ବିଷୟରେ ।


ବନ୍ଧୁଗଣ ବଲିଉଡ ଅଭିନେତା ଜିମି ସେର୍ଗିଲଙ୍କ ପତ୍ନୀଙ୍କ ନାମ ହେଉଛି ପ୍ରିୟାଙ୍କା ପୁରୀ । ପ୍ରିୟଙ୍କା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । କହିବାକୁ ଗଲେ ସେ କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ ନୁହନ୍ତି । ପ୍ରଥମେ ଜିମି ଓ ପ୍ରିୟଙ୍କା ପରସ୍ପରକୁ ଡେଟ କରିଥିଲେ । ପାଞ୍ଚ ବର୍ଷ ଡେଟ କରିବା ପରେ ଏମାନେ ପରସ୍ପର ସହ ବିବାହ କରିଥିଲେ ।

ଜିମି ସେର୍ଗିଲଙ୍କ ପ୍ରଥମ ଫିଲ୍ମ ‘ମହବତେ’ ୨୦୦୦ ମସିହାରେ ଆସିଥିଲା ଓ ଜିମି ପ୍ରିୟଙ୍କାଙ୍କ ସହ ୨୦୦୧ରେ ବିବାହ କରିଥିଲେ । ଜିମି ଓ ପ୍ରିୟଙ୍କା ପରସ୍ପରକୁ ବହୁତ ଅଧିକ ଭଲ ପାନ୍ତି । ବନ୍ଧୁଗଣ ଏହି ଦୁଇଜଣଙ୍କର ଏକ ପୁଅ ମଧ୍ୟ ଅଛି, ଯାହାର ନାମ ହେଉଛି ବୀର । ପ୍ରାୟ ଅଧିକାଂଶ ସମୟ ଜିମି ଓ ପ୍ରିୟଙ୍କା ବିଭିନ୍ନ ପାର୍ଟିରେ ନଜର ଆସନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ପ୍ରେମ ଅଛି, ଯାହା ଫଳରେ ଆଜି ପର୍ଯ୍ୟନ୍ତ ଏହି ଦୁଇଜଣଙ୍କ ମଧ୍ୟରେ କୌଣସି ବାଦବିବାଦ ଦେଖା ଯାଇନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *