ଏତେ ବଡ ଗାନ୍ଧୀ ପରିବାର ପାଖରେ କାହିଁକି ନାହିଁ ନିଜର ଘର ? ହାତରୁ ସରକାରୀ ବଙ୍ଗଳା ଯିବା ପରେ ଏବେ କେଉଁଠି ରହିବେ Rahul ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସରକାରୀ ବଙ୍ଗଳା ହାତରୁ ଯିବା ପରେ କେଉଁଠାରେ ରହିବେ ରାହୁଲ ଗାନ୍ଧୀ ! ତେବେ ଗାନ୍ଧୀ ପରିବାର କହିଲେ ସାରା ଭାରତ ତଥା ବିଶ୍ଵରେ ପ୍ରାୟତଃ ସବୁ ସ୍ଥାନରେ ଗାନ୍ଧୀ ପରିବାରର ଏକ ସ୍ଵତନ୍ତ୍ର ମର୍ଯ୍ୟାଦା ରହିଅଛି । ଏହା ସହ ଗାନ୍ଧୀ ପରିବାରକୁ ବହୁ ଲୋକେ ମଧ୍ୟ ଜାଣିଛନ୍ତି । ତେବେ ସୂଚନା ମୁତାବିକ ସରକାରୀ ବଙ୍ଗଳାରେ ରାହୁଲ ଗାନ୍ଧୀ ରହୁଥିଲେ । ତେବେ ନିଜ ସରକାରୀ ବଙ୍ଗଳାରେ ସିନା ରାହୁଲ ଗାନ୍ଧୀ ରହୁଥିଲେ ।

ନିଜର ଏକ ବ୍ୟକ୍ତିଗତ ଘର କିନ୍ତୁ ରାହୁଲଙ୍କର ନଥିଲା । ତେବେ ଏତେ ବଡ ବିଶିଷ୍ଠ ଲୋକ ହୋଇ ସୁଦ୍ଧା ନିଜ ପାଖରେ ରାହୁଲ ଗାନ୍ଧୀଙ୍କର ଏକ ବ୍ୟକ୍ତିଗତ ନାହିଁ ବୋଲି ଏବେ  ହେଉଛି ଚର୍ଚା ! ସରକାରୀ ବଙ୍ଗଳାରେ ରାହୁଲଙ୍କର ଆଜି ପର୍ଯ୍ୟନ୍ତ ମଧ୍ୟ ଦିନ କଟି ଆସୁଥିଲା । ତେବେ ଏହି ବଙ୍ଗଳା ଚାଲିଯିବା ପରେ ଏକ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଯେ ଗାନ୍ଧୀ ପରିବାରର ରାହୁଲ ଗାନ୍ଧୀ ବର୍ତ୍ତମାନ କେଉଁ ଠାରେ ବାସ କରିବେ ?

କାରଣ ସେ ଆଜି ପର୍ଯ୍ୟନ୍ତ ମଧ୍ୟ ନିଜର କୌଣସି ଏକ ଘର ତୋଳିପାରିନାହାନ୍ତି । ତେବେ ସେ ସୋନିଆ ଗାନ୍ଧୀ ନା ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ରହିବ ତାହାକୁ ନେଇ ବର୍ତମାନ ସମୟରେ ଆଲୋଚନା ଚାଲିଛି । ଯାହାକୁ କେନ୍ଦ୍ର କରି ବହୁ ଲୋକ ବହୁ ପ୍ରକାର ନିଜସ୍ଵ ମତ ଏଠାରେ ରଖୁଛନ୍ତି । ତେବେ ସ୍ଵାଧୀନତା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ୍ଧୀ ପରିବାର ଶାସନ ଦାୟିତ୍ଵରେ ରହି ଆସିଛନ୍ତି । ତେଣୁ ଗାନ୍ଧୀ ପରିବାରକୁ କିଏ ଅବା ଜାଣିନାହାନ୍ତି ।

କାରଣ ଦେଶର ରାଜନୀତିରେ ଗାନ୍ଧୀ ପରିବାରର ବହୁତ ବଡ ଭୂମିକା ରହିଆସିଛି । ତେବେ ଗୋଟିଏ ପରିବାରରୁ ପୁଣି ୨ ଜଣ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ରାହୁଲ ଗାନ୍ଧୀ ମଧ୍ୟ ନିଜ କ୍ଯାରିଅର ଏହି ରାଜନୀତିରେ ହିଁ କରିଆସୁଛନ୍ତି । ତେବେ ଗାନ୍ଧୀ ପରିବାର ସମାଜ ସାମ୍ନାରେ ଏକ ସମ୍ଭ୍ରାନ୍ତ ପରିବାର ଭାବେ ବହୁତ ହିଁ ଜଣାଶୁଣା ଅଟନ୍ତି । ହେଲେ ନିଜ ପାଇଁ କାହିଁକି ଆଜି ପର୍ଯ୍ୟନ୍ତ ମଧ୍ୟ ରାହୁଲ ଗାନ୍ଧୀ ଏକ ଘର ତୋଳାଇ ପାରିନାହାନ୍ତି ।

ତେବେ ଏହି କଥା କେତେ ଦୂର ସତ୍ୟ ତାହା ଜାଣିବା ପାଇଁ ଅନେକ ଲୋକ ଚାହିଁ ବସିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *