Jyotish Shastra- ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଏହି 5 ଟି ନାମର ଝିଅ, ଦେଖନ୍ତୁ କଣ ଆପଣଙ୍କ ପାର୍ଟନରଙ୍କ ନାମ ଅଛି ଏଥିରେ ?

ବନ୍ଧୁଗଣ ସମସ୍ତେ ଚାହାନ୍ତି କି ତାଙ୍କର ଭଲପାଇବା ଜୀବନ ପର୍ଫେକ୍ଟ ହେଉ । ସେଥିରେ କୌଣସି ପ୍ରକାରର ବାଧା ନ ଆସୁ । କେହି ବି ଚାହାନ୍ତିନି କି ଭଲପାଇବାରେ ତାଙ୍କୁ ଧୋକା ମିଳୁ । ଭଲପାଇବାର ନାମ ଶୁଣୁ ଶୁଣୁ ଆମର ଦିଲ ଆଉ ଦିମାଗ ଆକ୍ଟିଭ ହେଇଯାଏ । କାହାର ସାମ୍ନାରେ ତା”ର ଖୁସିର ମୂହୁର୍ତ୍ତ ଆଉ କାହା ସାମ୍ନାରେ ତାର ଖରାପ ସମୟ ମନେ ପଡିଯାଏ ।

ବନ୍ଧୁଗଣ ଆପଣ ଆପଣଙ୍କର ଜୀବନସାଥି ଖୋଜିଲା ବେଳେ ସେଥିରେ ବହୁତ ଗୁଡିଏ ଜିନିଷ ଦେଖନ୍ତି । କିନ୍ତୁ ଆପଣ ଜାଣନ୍ତି କି ମଣିଷଙ୍କ ନାମର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ଵର ଗୁମର ଖୋଲିଦିଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ବହୁତ ଭଲ ଜୀବନସାଥି ସାବ୍ୟସ୍ତ ହୋଇଛନ୍ତି ।

 

ନଂ ୧ : “A” ନାମର ଝିଅ ମାନେ

ଆଜ୍ଞା ହଁ ବନ୍ଧୁଗଣ “A” ନାମର ଝିଅ ମାନଙ୍କୁ ଭଲପାଇବାରେ ବହୁତ ଗୁଡିଏ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏମାନଙ୍କୁ ଅତି ସହଜରେ ତାଙ୍କୁ ତାଙ୍କର ସ୍ଵପ୍ନର ରାଜକୁମାର ମିଳେ ନାହିଁ । କିନ୍ତୁ ଯଦି ଗୋଟେ ଥର ତାଙ୍କୁ ତାଙ୍କର ସତ ଭଲପାଇବା ମିଳିଯାଏ ତା ହେଲେ ସେ ଜୀବନସାରା ତାଙ୍କରି ସହିତ ହିଁ ରୁହନ୍ତି ।

ନଂ ୨ : “M” ନାମର ଝିଅ ମାନେ

“M” ନାମର ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ସେଥିପାଇଁ ତାଙ୍କୁ ତାଙ୍କର ଜୀବନ ସାଥି ବହୁତ ସହଜରେ ମିଳିଯାଆନ୍ତି । ଏମାନେ ବହୁତ ଭାବପ୍ରବଣ ସ୍ଵଭାବର ହୋଇଥାନ୍ତି । ଏବଂ ସେମାନେ ତାଙ୍କ ଜୀବନ ସାଥିଙ୍କ କଥାକୁ ଗୁରୁତ୍ଵ ଦିଅନ୍ତି । ଏମାନେ ଯଦି ଗୋଟେ ଥର ଯାହାର ହାତ ଧରନ୍ତି ତାଙ୍କଠାରୁ କେବେ ବି ଦୂରକୁ ଯାଆନ୍ତି ନାହିଁ ।

ନଂ ୩ : “K” ନାମର ଝିଅ ମାନେ

ବନ୍ଧୁଗଣ “K” ନାମର ଝିଅ ମାନେ ତାଙ୍କ ଜୀବନସାଥିଙ୍କ ସାଥିରେ ସବୁ ବିପଦରେ ବରାବର ଛିଡା ହୋଇଥାଆନ୍ତି । ଏମାନେ କେବେବି ନିଜ ଜୀବନ ସାଥୀଙ୍କୁ ଧୋକା ଦିଅନ୍ତିନାହିଁ । ଏମାନଙ୍କ ସ୍ଵଭାବ ଟିକେ ଅକଡ ବାଲା ହୋଇଥାଏ । ଯେଉଁଥିପାଇଁ ସେମାନେ ତାଙ୍କ ଜୀବନସାଥିଙ୍କ ସାମ୍ନାରେ ଭଲପାଇବା ଜାହିର କରନ୍ତି ନାହିଁ । କିନ୍ତୁ ସେ ପୁରା ଜୀବନ ସାରା ତାଙ୍କ ସାଥିରେ ରୁହନ୍ତି ।

ନଂ ୪ : “R” ନାମର ଝିଅ ମାନେ

ବନ୍ଧୁଗଣ “R” ନାମର ଝିଅ ମାନେ ବହୁତ ଯତ୍ନବାନ ହୋଇଥାଆନ୍ତି । ଏହି ନାମର ଝିଅମାନେ ସହଜରେ ଭଲପାଇବାରେ ପଡନ୍ତି ନହିଁ । କିନ୍ତୁ ଯଦି ଏମାନଙ୍କୁ କାହାସହିତ ଭଲପାଇବା ହେଇଯାଏ, ତା ହେଲେ କେବେବି ଧୋକା ଦିଅନ୍ତି ନାହିଁ । କିନ୍ତୁ ବନ୍ଧୁଗଣ ଏମାନେ ଟିକେ ମନୁଆ ନିହାତି ହୋଇଥାନ୍ତି, ଯଦି ଆପଣଙ୍କୁ ତାଙ୍କ ମନକୁ ହ୍ୟାଣ୍ଡେଲ କରିବା ଆସିଗଲା ତା ହେଲେ ବୁଝିଯାଅନ୍ତୁ ଯେ, ଆପଣ ବହୁତ ଭାଗ୍ୟବାନ ଅଟନ୍ତି କି ଆପଣଙ୍କୁ ଏତେ ଭଲ ଜୀବନସାଥି ମିଳିଛି ।

ନଂ ୫ : “S” ନାମର ଝିଅ ମାନେ

ଆଜ୍ଞା ହଁ ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର ଇଂରାଜୀ ର “S” ଅକ୍ଷରରୁ ଆରମ୍ଭ ହୋଇଥାଏ, କୁହନ୍ତି କି ସେ ବହୁତ ରାଗି ହୋଇଥାନ୍ତି । ଏବଂ ସବୁବେଳେ ତାଙ୍କ ନାକ ଉପରେ ରାଗ ରହିଥାଏ । କିନ୍ତୁ ସେ ତାଙ୍କ ଜୀବନ ସାଥି ଙ୍କୁ ବହୁତ ଅଧିକ ଭଲ ପାନ୍ତି । ସେ ତାଙ୍କ ସମ୍ପର୍କକୁ ବଞ୍ଚେଇବା ପାଇଁ ଯେ କୌଣସି ସୀମା ପର୍ଯ୍ୟନ୍ତ ଲଢିବାକୁ ପ୍ରସ୍ତୁତ ଥାଆନ୍ତି ।

ତା ହେଲେ ବନ୍ଧୁଗଣ ଏଇମାନେ ହେଉଛନ୍ତି ସେହି ୫ ନାମର ଝିଅମାନେ, ଯିଏ କି, ସେ ତାଙ୍କ ଜୀବନ ସାଥୀଙ୍କୁ କେବେବି ଧୋକା ଦିଅନ୍ତି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *