କେବଳ ପୁରୁଷ ଲୋକ ଏକୁଟିଆ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ଙ୍କ ବିଷୟରେ କିଏ ବା ନ ଜାଣିଛି । ସେ ନିଜର ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥିଲେ । ଚାଣକ୍ୟ ଜଣେ ମହାନ ଜ୍ଞାନୀ, ଅର୍ଥଶାସ୍ତ୍ର, କୌଶଳ ଏବଂ ଦାର୍ଶନିକ ଅଟନ୍ତି । ତାଙ୍କ ଗ୍ରନ୍ଥ ରେ ଥିବା ସମସ୍ତ ଉଲ୍ଲେଖନୀୟ କଥା ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱାସ କରୁଛନ୍ତି । ତାଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାନବ ସମାଜକୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ଗ୍ରନ୍ଥ ରେ ନାରୀ ମାନଙ୍କ ସମ୍ବନ୍ଧରେ ଥିବା ୧୦ଟି କଟ୍ଟୁ ବାକ୍ୟ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରାୟତଃ ପାରିବାରିକ ଝ-ଗ-ଡ଼ା ରେ ନାରୀ ମାନଙ୍କ ହାତ ରହିଥାଏ । ପୁରୁଷ ମାନେ ଏହା ଚିନ୍ତା କରିବା ଉଚିତ ଯେ, ନାରୀ ମାନଙ୍କ ସହ ଝ-ଗ-ଡ଼ା କରିବା ଦ୍ୱାରା କୌଣସି ଫାଇଦା ହାସଲ ହୋଇନଥାଏ ।

୨. ତାକୁ ହିଁ ପ୍ରକୃତ ପତ୍ନୀ କୁହାଯିବ ଯିଏ, ଭୋଜନ ସମୟରେ ମାଆ ପରି, କାର୍ଯ୍ୟ ସମୟରେ ମନ୍ତ୍ରୀ ପରି ଏବଂ ସେବା ସମୟରେ ଦାସୀ ପରି ଆଚରଣ କରିଥାଏ ।

୩. ଏଇ ଦୁନିଆ ର ସବୁଠାରୁ ବଡ଼ ଆକର୍ଷଣ କଣ ଅଟେ ? କାହା ଆଗରେ ସଂସାର ର ବିଜୟୀ ପୁରୁଷ ଅସହାୟ ହୋଇପଡ଼େ ? କାହାର ଇଶାରା ରେ ପୁରୁଷ କାଠ କଣ୍ଢେଇ ପରି ନାଚିଥାଏ ?
ଏହି ସବୁ ପ୍ରଶ୍ନ ର ଏକମାତ୍ର ଉତ୍ତର ନାରୀର ସୌନ୍ଦର୍ଯ୍ୟ ଓ ଯୌବନ ।

୪. ଖରାପ ସମୟ ପାଇଁ ସବୁବେଳେ ଧନ ସଞ୍ଚୟ କରି ରଖିବା ଆବଶ୍ୟକ । ଧନ ସହିତ ନାରୀ ପ୍ରତି ମଧ୍ୟ ସାବଧାନ ରହିବା ଉଚିତ । ଧନ ଓ ନାରୀ ମନୁଷ୍ୟ କୁ ବେଳେବେଳେ ମନୁଷ୍ୟ କୁ ଠକି ଦେଇଥାନ୍ତି ।

୫. ଏହି ସଂସାର ରେ ଅଧିକାଂଶ ଯୁ-ଦ୍ଧ, ହ-ତ-ୟା, ବି-ଭୀ-ଷି-କା ନାରୀ ଜନିତ କାରଣରୁ ସଂଘଟିତ ହୋଇଥାଏ । ଏଥିପାଇଁ ବୃଦ୍ଧିଜୀବି ନାରୀର ମା-ୟା ଜା-ଲ-ରେ କେବେବି ଫ-ସି-ବା ଉଚିତ ନୁହେଁ ।

୬. ପୁରୁଷ ନାରୀର ସୌନ୍ଦର୍ଯ୍ୟ ଓ ଶା-ରୀ-ରି-କ ଗଠନ ପ୍ରତି ଆକର୍ଷିତ ହୋଇଥାଏ । ଏହି କାରଣରୁ ପୁରୁଷ ସୁନ୍ଦରୀ ନାରୀ ସହିତ ଅବସ୍ଥାନ କରୁଥିଲେ ମଧ୍ୟ ପ-ର-ନା-ରୀ ପ୍ରତି ନିଜର ଲୋ-ଲୁ-ପ ଦୃଷ୍ଟି ପକାଇଥାଏ ।

୭. ବଡ଼ ବଡ଼ ଜ୍ଞାନୀ, ବିଦ୍ୱାନ ଏପରିକି ଦେବତା ମାନେ ମଧ୍ୟ ନାରୀ ଙ୍କୁ ପାଇବା ନିମନ୍ତେ ବ୍ୟାକୁଳିତ ହୋଇଥାନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ଆବଶ୍ୟକତା ନାହିଁ ।

୮. ନାରୀ ଯେତେବି ବୟସ୍କା ହୋଇଥିଲେ ମଧ୍ୟ ସେ ସର୍ବଦା ନିଜକୁ ସୁନ୍ଦରୀ ଓ ଯୌ-ବ-ନ-ମ-ୟୀ ଭାବିଥାଏ । ସେ ଯେ କୌଣସି ଉପାୟ ରେ ସଦା ସର୍ବଦା ନିଜର ସୌନ୍ଦର୍ଯ୍ୟ ଓ ଯୌ-ବ-ନ-କୁ ଅତୁଟ ରଖିବାକୁ ଚାହିଁଥାଏ । ଯାହାର ପରିମାଣ ସ୍ୱରୂପ ପୁରୁଷ ନାରୀ ପଛରେ ଗୋ-ଡ଼ା-ଇ ଚାଲିଥାଏ ।

୯. ଯେଉଁ ନାରୀ ପତିର କଥା କୁ ଖାତିର କରେ ନାହିଁ ସେ ପବିତ୍ରତା ଠାରୁ ବହୁତ ଦୂରରେ ରହିଥାଏ । ପତିଙ୍କ ନିର୍ଦ୍ଧେଶ ବିନା ପତ୍ନୀ ଯେତେ ବ୍ରତ କଲେ ବା ଯେତେ ଦାନ କଲେ ମଧ୍ୟ ତାହା ନିଷ୍ଫଳ ହୋଇଥାଏ ।

୧୦. ବ-ନ୍ଧ-ନ ଅନେକ ପ୍ରକାରର । ତେବେ ପ୍ରେମର ବ-ନ୍ଧ-ନ ସବୁଠାରୁ ଅଧିକ ଶକ୍ତିଶାଳୀ । କିନ୍ତୁ ଯୁବତୀ ଖୁବ ସୁନ୍ଦରୀ ହୋଇପାରେ ମାତ୍ର ମର୍ଯ୍ୟାଦା ନଥିଲେ ତାକୁ ବିବାହ କରିବା ଆଦୋୖ ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *