Bollywood ଆକ୍ଟ୍ରେସ Sonam Kapoor ଙ୍କ ଠାରୁ ବି ଅଧିକ ସୁନ୍ଦର ଦେଖା ଯାଆନ୍ତି ତାଙ୍କ ବଡ ଭଉଣୀ, ବିଶ୍ଵାସ ହେଉନି ତ ଦେଖନ୍ତୁ ତାଙ୍କର ଭାଇରାଲ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଅନିଲ କପୁରଙ୍କ କେତେକ ସୁପର ହିଟ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଅନିଲ ବର୍ତ୍ତମାନ ମଧ୍ୟ ବହୁତ ଫିଟ୍ ଓ ହ୍ୟାଣ୍ଡସମ ନଜର ଆସୁଛନ୍ତି । ନିଜର ଫିଟ୍ଣେସ ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଅନିଲଙ୍କ ଝିଅ ସୋନମ କପୁର ମଧ୍ୟ ବହୁତ ସୁନ୍ଦର ଅଟନ୍ତି ଓ ସେ ବଲିଉଡର କେତେକ ସୁପର ହିଟ ଫିଲ୍ମରେ କାମ କରିସାରିଛନ୍ତି ।

ହେଲେ ବନ୍ଧୁଗଣ ଅନିଲ କପୁରଙ୍କ ପରିବାରରେ ଆଉ ଗୋଟେ ଝିଅ ମଧ୍ୟ ଅଛି ଯିଏ ଆଉ କେହି ନୁହେଁ ଅନିଲଙ୍କର ଦୁତୀୟ ଝିଅ ଅଟନ୍ତି ଓ ସୋନମଙ୍କର ଭଉଣୀ ଅଟନ୍ତି । ଅନିଲଙ୍କ ଦୁତୀୟ ଝିଅର ନାମ ହେଉଛି ରିୟା କପୁର ଯିଏ ସୋନମଙ୍କ ଠାରୁ ଅଧିକ ସୁନ୍ଦର ନଜର ଆସନ୍ତି ।

ବନ୍ଧୁଗଣ ଏହି କିଛି ଦିନ ହେବ ରିୟାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ରିୟା ଏକ ଷ୍ଟାଇଲିଷ୍ଟ ଅଟନ୍ତି ଯିଏ ନିଜ ପିତା ସମେତ ନିଜ ଭାଇ ଭଉଣୀ ମାନଙ୍କୁ ଏକ ଭଲ ଲୁକ୍ ଦିଅନ୍ତି । ଅନିଲ ଓ ସୋନମଙ୍କର ଷ୍ଟାଇଲ ପାଇଁ ରିୟାଙ୍କର ଏକ ବଡ ଭୂମିକା ରହିଛି । ବଲିଉଡ ଠାରୁ ଦୂରରେ ରହି ରିୟା କପୁର ନିଜ ଭଉଣୀ ମାନଙ୍କ ସହ ମିଶି ଏକ କ୍ଲାସିକ ବ୍ରାଣ୍ଡ ବନେଇଛନ୍ତି ଓ ସେମାନେ ବର୍ତ୍ତମାନ ନିଜ ବ୍ରାଣ୍ଡ ଉପରେ ଅଧିକ କାମ କରୁଛନ୍ତି । ଏହି ଡ୍ରେସ ଗୁଡିକୁ କୌଣସି ଲୋକ ପିନ୍ଧିପାରିବ ।

ରିୟା କପୁର ଫିଲ୍ମରେ କାମ କରୁ ନଥିଲେ ମଧ୍ୟ ସୋନମଙ୍କୁ ଷ୍ଟାଇଲିସ ବନେଇବାରେ ତାଙ୍କର ବିଶେଷ ଭୂମିକା ରହିଛି । ସୋନମ କପୁର ବଲିଉଡର ସବୁଠାରୁ ଷ୍ଟାଇଲିସ ଅଭିନେତ୍ରୀଙ୍କ ମଧ୍ୟରେ ଜଣା ଯାନ୍ତି । ହେଲେ ବହୁତ କମ ଲୋକ ଏହା ଜାଣିଛନ୍ତି ଯେ, ସୋନମ ଷ୍ଟାଇଲିସ ହେବା ପଛରେ ତାଙ୍କ ଭଉଣୀଙ୍କର ବିଶେଷ ଭୂମିକା ରହିଛି ।

ବନ୍ଧୁଗଣ ରିୟା ବଲିଉଡରେ ଅଭିନୟ କରିନଥିଲେ ମଧ୍ୟ ସେ ରଣବିର କପୁରଙ୍କ ଫିଲ୍ମ ‘ୱେକ ଅପ୍ ସିଡ’ରେ କାମ କରିସାରିଛନ୍ତି । ଏହା ସହିତ ରିୟା ସୋନମଙ୍କ ଫିଲ୍ମ ‘ଆଈଶା’ର ପ୍ରଡ୍ୟୁସର ମଧ୍ୟ ରହିଥିଲେ । ବନ୍ଧୁଗଣ ଏହି କିଛି ଦିନ ହେବ ରିୟାଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ସେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ରିୟା ନିଜ ସୁନ୍ଦରତା ଓ ନିଜ ସ୍ଵଭାବ ପାଇଁ ସବୁଆଡେ ପ୍ରଶଂସାର ପାତ୍ର ହୋଇଥାନ୍ତି । କପୁର ପରିବାରରେ ଏହି ଗୋଟେ ଝିଅ ଏମିତି ଅଛନ୍ତି ଯିଏ ଲାଇମ ଲାଇଟ ଠାରୁ ଦୂରରେ ରହି ନିଜ ଭାଇ ଭଉଣୀଙ୍କ ଷ୍ଟାଇଲ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରିୟା କପୁର କିପରି ଲାଗଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *