ଦୁନିଆକୁ ଅଲବିଦା କହି ସାରିଛନ୍ତି Shahrukh Khan ଙ୍କର ଏହି 5 ଜଣ ଅଭିନେତ୍ରୀ, ଜଣଙ୍କର ମାତ୍ର 19 ବର୍ଷ ବୟସରେ ହୋଇଥିଲା ରହସ୍ୟମୟୀ ମୃତ୍ୟୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନଙ୍କୁ ନିଶ୍ଚୟ ଦେଖିଥିବେ । ଶାହରୁଖ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଶାହରୁଖ ଖାନ ନିଜ ବଲିଉଡ କାରିୟରରେ ବହୁତ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶାହରୁଖଙ୍କର ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଶ୍ରୀଦେବୀ- ବନ୍ଧୁଗଣ ଆମ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଶ୍ରୀଦେବୀ । ଶ୍ରୀଦେବୀ ବଲିଉଡ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଶ୍ରୀଦେବୀ ଓ ଶାହରୁଖ ୧୯୯୬ ମସିହାରେ ଫିଲ୍ମ ‘ଆର୍ମି’ରେ ଏକା ସହ କାମ କରିଥିଲେ । ଏହା ବ୍ଯତୀତ ୨୦୧୮ ମସିହାରେ ଆସିଥିବା ଫିଲ୍ମ ‘ଜିରୋ’ରେ ମଧ୍ୟ ଶ୍ରୀଦେବୀ ଏକ ଛୋଟ ଭୂମିକାରେ ନଜର ଆସିଥିଲେ ।

ହେଲେ ବନ୍ଧୁଗଣ ଦୁଃଖର ବିଷୟ ଏହା ହେଉଛି ଯେ ୨୪ ଫେବୃୟାରି ୨୦୧୮ ମସିହାରେ ଶ୍ରୀଦେବୀ ଦୁବାଇର ଏକ ହୋଟେଲ ମଧ୍ୟରେ ପ୍ରା-ଣ ତ୍ୟା-ଗ କରିଥିଲେ । ବାର୍ଥଟପ୍ ରେ ବୁ-ଡି ତାଙ୍କର ଦେ-ହା-ନ୍ତ ହୋଇଥିଲା ଓ ସେ ଆଜି ଏହି ଦୁନିଆରେ ନାହାନ୍ତି ।

ଦିବ୍ୟା ଭାରତୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟା ଭାରତୀ । ବନ୍ଧୁଗଣ ଦିବ୍ୟା ଭାରତୀ ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି । ଦିବ୍ୟା ବଲିଉଡ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଶାହରୁଖ ଓ ଦିବ୍ୟା ଏକା ସହ ୧୯୯୨ ମସିହାରେ ଫିଲ୍ମ ‘ଦିବାନା’ରେ କାମ କରିଥିଲେ । ହେଲେ ବନ୍ଧୁଗଣ ୫ ଏପ୍ରିଲ ୧୯୯୩ ମସିହାରେ ଦିବ୍ୟାଙ୍କର ରହସ୍ୟମୟ ଦେ-ହା-ନ୍ତ ହୋଇଥିଲା । ସେହି ସମୟରେ ସେ କେବଳ ୧୯ ବର୍ଷ ବୟସର ଥିଲେ ।

ରିମା ଲାଗୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରିମା ଲାଗୁ । ଆପଣ ମାନେ ସମସ୍ତେ ରିମାଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ରିମା ଓ ଶାହରୁଖ ଏକା ସହ ଫିଲ୍ମ କୁଛ କୁଛ ହୋତା ହେ, ୟଶ ବସ୍ ଓ କଲ ହୋ ନା ହୋ ଆଦି ଫିଲ୍ମରେ କାମ କରିଛନ୍ତି । ହେଲେ ଦୁଃଖର କଥା ଏହା ଯେ ୧୮ ମେ ୨୦୧୭ ମସିହାରେ ୫୮ ବର୍ଷ ବୟସରେ ରିମା ଲାଗୁ ପ୍ରା-ଣ ତ୍ୟା-ଗ କରିଥିଲେ ।

ସୁଧା ଶିବପୁରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁଧା ଶିବପୁରୀ । ସୁଧା ବଲିଉଡ ଫିଲ୍ମରେ କାମ କରିବା ସହ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ଶାହରୁଖ ଖାନଙ୍କ ସହ ସୁଧା ଫିଲ୍ମ ‘ମାୟା ମେମସାବ’ରେ କାମ କରିଥିଲେ । ହେଲେ ୨୦୧୫ ମସିହାରେ ୭୭ ବର୍ଷ ବୟସରେ ସେ ପ୍ରା-ଣ ତ୍ୟା-ଗ କରିଥିଲେ ।

ରସିକା ଯୋଶୀ- ଶାହରୁଖ ଖାନଙ୍କ ଅଭିନେତ୍ରୀ ରସିକା ଯୋଶୀଙ୍କର ଜୁଲାଇ 7, 2011 ରେ ପର ଲୋକ ହୋଇଥିଲା। ଶାହାରୁଖଙ୍କ ସହ ସେ ବିଲୁ ବାରବର୍ ଏବଂ ସ୍ୱଦେଶ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ଉଭୟ ଚଳଚ୍ଚିତ୍ରରେ ରସିକାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *