କେବଳ 1 ମିନିଟ ପାଇଁ ପୋଲିସ ଅଫିସର ମାନଙ୍କର ଏହି ଭିଡିଓ ଥରେ ଦେଖି ନିଅନ୍ତୁ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ପୋଲିସ କୁ ନେଇ ସମସ୍ତ ଙ୍କ ମନରେ ଅଲଗା ଅଲଗା ବିଚାର ଏବଂ ଭାବନା ରହିଛି । କିଏ ପୋଲିସ କୁ ବହୁତ ଭଲ କୁହେ ତ କିଏ ପୋଲିସ କୁ ଖରାପ । ତେବେ ପୋଲିସଙ୍କ ଜନତା ଙ୍କ ସେବା ହିଁ ତାଙ୍କ ର କାମ ଥାଏ କିନ୍ତୁ ବେଳେବେଳେ କିଛି ବରଦି ପିନ୍ଧା ପୋଲିସ କିଛି ଏଭଳି କାର୍ଯ୍ୟ କରି ଯାଆନ୍ତି ଯାହା ଦ୍ୱାରା ସବୁ ପୋଲିସ ଉପରେ ଦାଗ ଲାଗି ଯାଏ । ତେବେ ସବୁ ପୋଲିସ ଏପରି ନଥାନ୍ତି କିଛି ପୋଲିସ ଏଭଳି ଥାଆନ୍ତି ଯେଉଁମାନଙ୍କ ପାଇଁ ପୁରା ପୋଲିସ ଡିପାର୍ଟମେଣ୍ଟ ର ନାମ ରୋଶନ ହୋଇ ଉଠେ ।

ତେବେ ସେହି ଭଳି ଜଣେ ପୋଲିସ ହେଉଛନ୍ତି ହନୁମନ୍ତ ତିୱାରି । ପୋଲିସ ଏ କର୍ତ୍ତବ୍ୟ ଥାଏ ଜନତା ଙ୍କ ସେବା କରିବା ସେମାନଙ୍କ ର ସବୁ ଦୁଃଖ ସୁଖ କୁ ବୁଝିବା ତାଙ୍କୁ ସାହାଯ୍ୟ କରିବା କିନ୍ତୁ କେବଳ ଦୁଇ ତିନି ଜଣ ପୋଲିସ ନିଜର କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଏବଂ ତାଙ୍କ ଖରାପ କାର୍ଯ୍ୟ ଯୋଗୁଁ ଆମେ ସମ୍ପୂର୍ଣ୍ଣ ପୋଲିସ ଡିପାର୍ଟମେଣ୍ଟ କୁ ଦୋଷ ଦେଇ ପାରିବା ନାହିଁ ତେବେ କିଛି ଲୋକ ପୋଲିସ କୁ ବହୁତ ଗାଳି ମଧ୍ୟ ଦେଇଥାନ୍ତି ଏବଂ ତାଙ୍କ ଫିଟନେସ କୁ ନେଇ କମେଣ୍ଟ ମଧ୍ୟ ମାରିଥାନ୍ତି ।

ତେବେ ଆଜି ଆମେ ପୋଲିସ ଙ୍କ ର ଏକ ଏପରି ରୂପ ଦେଖେଇବୁ ଯାହାକୁ ଜାଣିବା ପରେ ଆପଣ ମାନେ ନିଶ୍ଚିତ ପୋଲିସ୍ ମାନଙ୍କ ପାଇଁ ଇଜ୍ଜତ ବଢିଯିବ । ତେବେ ଆପଣ ମାନେ ନିଶ୍ଚିତ କାମ କରୁଥିବେ ତେବେ ଆପଣ ଙ୍କୁ କୌଣସି ପର୍ବ ପର୍ବାଣୀ ହେଉ କିମ୍ବା କିଛି ଅଲଗା ଜିନିଷ ପାଇଁ ଆପଣ ଛୁଟି ନେଉଥିବେ କିନ୍ତୁ ବର୍ଷର କୌଣସି ଗୋଟିଏ ଦିନ ବି ଏହି ପୋଲିସ ମାନେ ଛୁଟି ନେଇ ନଥିବେ ।

ଏହା ଛଡା ସେମାନେ ପର୍ବ ପର୍ବାଣୀ ରେ ନିଜ ପରିବାର ସହିତ ନ ରହି କାଳେ କିଛି ଅସୁବିଧା ହେବ ସେଥିପାଇଁ ସେମାନେ ଡିଉଟି କରୁଥାଆନ୍ତି । ତେବେ ଗୋଟିଏ ଦିନ ରେ ପୋଲିସ ମାନେ ୧୯ ଘଂଟା ରୁ ଅଧିକ ସମୟ କାମ କରିଥାନ୍ତି । ଏହା ଛଡା ଅନ୍ୟ ସରକାରୀ ଚାକିରୀ କରୁଥିବା ଲୋକ ମାନଙ୍କୁ ମଧ୍ୟ ସରକାରୀ ଛୁଟି ମିଳିଥାଏ କିନ୍ତୁ ପୋଲିସ ମାନଂକୁ କେବେବି କୌଣସି ସରକାରୀ ଛୁଟି ମିଳି ନଥାଏ ।

ଏହା ଛଡା ସେମାନଙ୍କୁ ଯେଉଁ ଘର ମିଳିଥାଏ ସେଥିରେ ଗୋଟିଏ ରୁମ ମିଳିଥାଏ ତେବେ ସେଠାରେ ନିଜ ପରିବାର ସହିତ କିପରି ରହିବେ ବାପା ମାଆ ସ୍ତ୍ରୀ ଏଵଂ ପିଲାଙ୍କ ସହ କିପରି ରହିବେ ଏହା ଛଡା ଯେଉଁ ମାନେ ଘରେ ରୁହନ୍ତି ନାହିଁ ତେବେ ସେଠି ଖାଇବା ଗାଧୋଇବା ଏବଂ ପିଇବା ପାଇଁ ମଧ୍ୟ ଲାଇନ କରିବାକୁ ପଡ଼ିଥାଏ ।

ଏହା ଛଡା ସେମାନେ ନିଜ ଡିଉଟି ରେ ଗାଳି ଧମକ ସହି ଫୁଣି ରାତିରେ ଏକ ପ୍ରକାର ର ଚିନ୍ତା ରେ ଶୋଇବାକୁ ପଡେ ଏବଂ ସକାଳେ ଉଠିଲେ ଜଲ୍ଦି ନିଜ କାମ ସାରି ଡିୟୁଟି ରେ ଯିବାର ଅଛି । ତେବେ ପୋଲିସ ମାନଙ୍କ ଜୀଵନ ଏତେ ସହଜ ନଥାଏ ଯେତେ ଆମକୁ ଦେଖାଯାଏ ତେଣୁ ଆମକୁ ତାଙ୍କୁ ସମ୍ମାନ ଦେବା ଉଚିତ ଏବଂ ତାଙ୍କ କାମ କୁ ଇଜ୍ଜତ ଦେବା ମଧ୍ୟ ଉଚିତ ।

Leave a Reply

Your email address will not be published. Required fields are marked *