ଭାଇରାଲ ହେଲା ଭଦ୍ରକର ଅଙ୍ଗନବାଡି ଦିଦିଙ୍କ ନିଆରା ପାଠପଢା, Video ଦେଖିଲା ପରେ ଆପଣ ବି ଦେବେ ସାବାସି !

ବନ୍ଧୁଗଣ, ଶିକ୍ଷା ଏକ ଏଭଳି ଗନ୍ତଘର ଆତେ ଯାହା ମନୁଷ୍ୟ ଜୀବନ ନିମନ୍ତେ ବହୁତ ମୂଲ୍ୟବାନ ଅଟେ । ଶିକ୍ଷା ଦ୍ଵାରା ସାଧାରଣତ ଜଗତକୁ ଜିତିପାରିବା । ସେଥିପାଇଁ ତ କବି କହିଯାଇଛନ୍ତି ଯେ, “ଶିକ୍ଷା ଅଟାଇ ମହାଧନ ବାଳକେ କର ଉପାର୍ଜନ” । ଆଜିଭଳି ଦିନରେ ସବୁଠାରୁ ଆଗ ଧାଡିରେ ରହିବାକୁ ହେଲେ ଶିକ୍ଷିତ ହେବ ନିହାତି ଆବଶ୍ୟକ । ମାତ୍ର ଏହି ଶିକ୍ଷା କେବଳ ପାଠପଢା ଅଥବା କାଗଜ କଲମ ଦ୍ଵାରା ସମ୍ଭବ ନୁହେଁ ।

ଯଦି ଜଣେ ଉଚ୍ଚ ଶିକ୍ଷିତ ହୋଇଥିବେ ମାତ୍ର ତାଙ୍କର ଆଚରଣ ଅନ୍ୟ ମାନଙ୍କ ପ୍ରତି ମୂର୍ଖ ସାଦୃଶ୍ୟ ଥିବ ତେବେ ସେହିଭଳି ଶିକ୍ଷା ର କିଛି ମୂଲ୍ୟ ରହିବ ନାହିଁ । ନିଜର ବିଦ୍ୟା ତଥା ନିଜର ବ୍ୟବହାର ଆଚରଣ ଦ୍ଵାରା ଯିଏ ଅନ୍ୟ ମାନଙ୍କୁ ମୁଗ୍ଧ କରିଦେଇଥାଏ ସେ ହିଁ ପ୍ରକୃତ ବିଦ୍ଵାନ ଛାତ୍ର ର ପରିଚୟ ଦେଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ଏଭଳି କଥା କହିବାକୁ ଯାଉଅଛୁ, ଯାହା ଶୁଣି ଆପଣଙ୍କ ଆନନ୍ଦ ର ସୀମା ରହିବ ନାହିଁ ।

ଏହି ଦୃଶ୍ୟ ଟି ହେଉଅଛି ଭଦ୍ରକ ଜିଲ୍ଲା ର । ଏଠାରେ ଜଣେ ଅଙ୍ଗନବାଡି ଶିକ୍ଷୟତ୍ରି ଚ୍ଚାଟର ଛାତ୍ରୀ ମାନଙ୍କୁ ନିଜର ଚମତ୍କାରୀ ଶିକ୍ଷା ପ୍ରଦାନ କରି ବର୍ତ୍ତମାନ ପ୍ରଶଂସା ର ମୁଖପାତ୍ର ପାଲଟି ଯାଇଛନ୍ତି । ଭଦ୍ରକ ରେ ଅବସ୍ଥିତ ଅଙ୍ଗନବାଡି ବିଦ୍ୟାଳୟ ର ଶିକ୍ଷକ ପିଲା ମାନଙ୍କୁ ବାଡାଇ ଅଥବା ଧମକେଇ ପାଠ ପଢଉ ନାହାନ୍ତି । ବରଂ ସେ ସେମାନଙ୍କୁ ଅତି ଆଦର ଭାବରେ ସଙ୍ଗୀତ ତଥା ନୃତ୍ୟ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଉଛନ୍ତି ।

ଏହି ଦୃଶ୍ୟଟି ଦେଖିବାକୁ ସତରେ ବହୁତ ନିଆରା ଅଟେ । ଆଜିଭଳି ଆଧୁନିକ ଦିନରେ ଯେଉଁଠାରେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଡରାଇ ଧମାକାଇ ପାଠ ପଢୁଛନ୍ତି । ମାତ୍ର ତାହାର ବିପରୀତ ଭଦ୍ରକ ଜିଲ୍ଲାର ଏହି ଦିଦି ଜଣକ ସରଳ ରୋମାଞ୍ଚକ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି । ଏହା ଫଳରେ ସେହି ପିଲା ମାନଙ୍କ ମନରୁ ସଂପୂର୍ଣ୍ଣ ଭାବରେ ଭୟ ଉଭା ହୋଇ ଅଧିକ ପାଠ ପଢିବା ନିମନ୍ତେ ଆଗ୍ରଜ ପ୍ରକାଶିତ ହୋଇଅଛି ।

ଗତ କିଛି ଦିନ ପୂର୍ବେ ମାଟ୍ରିକ ପରୀକ୍ଷା ଫଳାଫଳ କୁ ନେଇ ବହୁତ ତାଣ୍ଡବ ମଚିଥିଲା । ସେଥିରେ ପ୍ରାଇଭେଟ ସ୍କୁଲ ତଥା ସରକାରୀ ସ୍କୁଲ କଥା ବହୁଳ ଭାବରେ ଯୁକ୍ତିଯୁକ୍ତ ର ମୁଖପାତ୍ର ହୋଇଥିଲା । ମାତ୍ର ଏ ସବୁ ର ମୂଳ କାରଣ ହେଉଛନ୍ତି, ଶିକ୍ଷକ-ଶିକ୍ଷୟତ୍ରୀ ଜଣେ ଛାତ୍ର କୁ ଯଦି ଶିକ୍ଷା ଗ୍ରହଣ କରିବା ସମୟରେ ଉନ୍ନତ ମନର ଆଚରଣ ତଥା ବ୍ୟବହାର ନିମନ୍ତେ ଶିକ୍ଷା ପ୍ରଦାନ କରି ଏହି ବିଶାଳ ଭାରତ ବର୍ଷରେ ସମସ୍ତେ ସମାନ ବୋଲି ଶିକ୍ଷା ଦିଆ ହୋଇଥାନ୍ତା, ତେବେ ବୋଧ ହୁଏ “ଅଣ୍ଡା ଛତୁଆ ଖାଇ ପାଠ ପଢୁଥିବା ସରକାରୀ ପିଲା” ଏହିଭଳି କଥା ଅଥବା ଅନ୍ୟାନ୍ୟ କଥା ଶୁଣିବାକୁ ପଡି ନଥାନ୍ତା ।

ଶିକ୍ଷା କେବଳ ଶିକ୍ଷା ଅଟେ ଫଳାଫଳା ରେ କିଏ ଜିତେ କିଏ ଟିକିଏ ପଛରେ ରୁହେ । ନିଜ ଉପରେ ବିଶ୍ଵାସ ତଥା ଦୃଢ ପରିଶ୍ରମ କରି ଆଗକୁ ବଢିଗଲେ କେହି ଆପଣଙ୍କୁ ପଛରେ ପକାଇ ପାରିବେ ନାହିଁ । ସେ ଯାହା ହେଉ ନା କାହିଁକି ଭଦ୍ରକ ର ଅଙ୍ଗନବାଡି ଦିଦି ଙ୍କର ଏହିଭଳି ପାଠପଢଊ ଥିବାର ଦୃଶ୍ୟ ବର୍ତ୍ତମାନ ପ୍ରଶଂସା ର ମୁଖପାତ୍ର ପାଲଟି ଯାଇଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ  ମାତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *