କେବଳ ଗୋଟିଏ ଲବଙ୍ଗର ଏହି ଟୋଟକା ଆପଣାଙ୍କୁ କରିଦେବ ମାଲାମାଲ, ଜାଣନ୍ତୁ କେମିତି କରିବେ

ବନ୍ଧୁଗଣ ଆଜିର ସମୟରେ ଟଙ୍କାର ମହତ୍ତ୍ଵ ବହୁତ ଅଧିକ ହୋଇଯାଇଛି । ଟଙ୍କା ଆମ ଜୀବନରେ ଏତେ ମହାତ୍ତ୍ୱପୂର୍ଣ୍ଣ ହୋଇଯାଇଛି କି ଯାହା ବିନା କୌଣସି ସୁଖ ସୁବିଧା ମିଳିପାରି ନଥାଏ । ସମସ୍ତେ ଏହା ଚାହିଁଥାନ୍ତି କି ତାଙ୍କ ଜୀବନରେ କୌଣସି ସୁଖ ସୁବିଧାର ଅଭାବ ନ ରହୁ ସେଥିପାଇଁ ସବୁ ଲୋକ ଦିନ ରାତି ପରିଶ୍ରମ କରି ଟଙ୍କା କମାଇବାରେ ଲାଗି ଯାଆନ୍ତି । ବହୁତ ଲୋକ ବହୁତ ଟଙ୍କା ତ କମାଇଥାନ୍ତି କିନ୍ତୁ ତାଙ୍କ ତିଜୋରି ଭରି ନଥାଏ କିମ୍ବା ଭରିବା ପୂର୍ବରୁ ଖାଲି ହୋଇ ଯାଇଥାଏ । ଯେଉଁ କାରଣରୁ ତାଙ୍କ ଘରେ ଖୁସି ଆସିବା ବଦଳରେ ଦୁର୍ଭାଗ୍ୟ ଆସିଥାଏ ।

ଆଜି ଆମେ ଆପଣଙ୍କୁ ଏକ ଏମିତି ତୋଟକା କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ତିଜୋରି ଓ ଆପଣଙ୍କ ଭାଗ୍ୟ ବଦଳିଯିବ । ଏହା ବହୁତ ସହଜ ଓ କାର୍ଯ୍ୟକାରୀ ତୋଟକା ଅଟେ । ଏହା ଅନୁସାରେ ଆପଣ ଏକ ଲାଲ କପଡାରେ ଏକ ଲବଙ୍ଗ ବାନ୍ଧି ଦିଅନ୍ତୁ । ପୁଣି ଗାଧୋଇ ସାରି ଏକାଗ୍ରତା, ଆସ୍ଥା ଓ ପୁରା ଶ୍ରଦ୍ଧାର ସହିତ ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।

ପୂଜା କରି ସାରିବା ପରେ ସେହି ଲାଲ କପଡାକୁ ଧୂପ ଦୀପ ଦେଇ ନିଜ ତିଜୋରିରେ ଉତ୍ତର ଦିଗକୁ ରଖି ଦିଅନ୍ତୁ । ପୁଣି ଆପଣ ଦେଖିବେ କି ଏହି ମାମୁଲି ତୋଟକା କେମିତି ଆପଣଙ୍କ ଜୀବନରେ ଚମତ୍କାର କରୁଛି । ଆପଣଙ୍କର ଆଶା ଠାରୁ ଅଧିକ ଉନ୍ନତି ହେବାକୁ ଲାଗିବ । ଆପଣଙ୍କ ତିଜୋରିକୁ ଟଙ୍କାର ଆଗମନ ହେବାକୁ ଲାଗିବ ବା ଅନ୍ୟ ଅର୍ଥରେ କହିଲେ ଟଙ୍କା ବର୍ଷା ହେବାକୁ ଲାଗିବ ।

ଯଦି ଏହା ସହିତ ଆପଣ କିଛି ସାବଧାନୀ ରଖିବେ ତେବେ ଆହୁରି ଭଲ ପରିଣାମ ଦେଖିବାକୁ ମିଳିବ । ଯେମିତି କି ସନ୍ଧ୍ୟା ଧୂପ ଓ ପୂଜାର୍ଚ୍ଚନା ପରେ ଘରର ଆବର୍ଜନାକୁ ବାହାରକୁ ବାହାର କରନ୍ତୁ ନାହିଁ । ରାତିରେ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ । ଯଦି ଆପଣ ଏପରି କରିବେ ତେବେ ମା’ ଲକ୍ଷ୍ମୀଙ୍କ ଅନୁକମ୍ପା ସଦା ଆପଣଙ୍କ ଉପରେ ରହିବ । ଆପଣଙ୍କ ଜୀବନ ବୈଭବଶାଳୀ ହୋଇଯିବ । ଆପଣଙ୍କ ଜୀବନରେ କୌଣସି ଜିନିଷର ଅଭାବ ରହିବା ନାହିଁ ।

Leave a Reply

Your email address will not be published. Required fields are marked *