ଏହି ସବୁ କଠିନ ପ୍ରଶ୍ନ ଘୁରେଇଦେବ ଆପଣଙ୍କ ଦିମାଗ, କେବଳ ବୁଦ୍ଧିମାନ ଲୋକହିଁ ଦେଇପାରିବ ଏସବୁର ଉତ୍ତର

ପହେଲିର ପ୍ରଶ୍ନ ଉତ୍ତର ବହୁତ ସମୟ ଧରି ଚାଲି ଆସୁଅଛି । ପହେଲିର ଜବାବ ଖୋଜିବା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ପହେଲିରେ କିଛି ଲାଭ ଅଛି ଯେମିତି କି ସର୍ବ ପ୍ରଥମେ ତ ଏହା ଦ୍ଵାରା ଟାଇମ ପାସ ହୋଇଯାଏ ଓ ଦ୍ଵିତୀୟ ସବୁଠୁ ବଡ ଲାଭ ଏହା ଅଟେ କି ଏହା ଦ୍ଵାରା ମସ୍ତିଷ୍କ ଆହୁରି ବି ତେଜ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପହେଲି ନେଇ ଆସିଛୁ । ଯାହାର ଜବାବ ଏତେ ସହଜ ନୁହେଁ । ଥରେ ଆପଣ ବି ଚେଷ୍ଟା କରି ଦେଖନ୍ତୁ ।

ପ୍ରଶ୍ନ – ଏମିତି କେଉଁ ବ୍ୟାଗ ଅଛି ଯାହା କେବଳ ଓଦା ହେବା ପରେ ହିଁ କାମରେ ଆସିଥାଏ ?

ଉତ୍ତର – ଟି ବ୍ୟାଗ

ପ୍ରଶ୍ନ – କେଉଁ ଇଂଗ୍ଲିଶ ଶବ୍ଦ ସବୁବେଳେ Incorrectly କୁହାଯାଇଥାଏ ?

ଉତ୍ତର – Incorrectly

ପ୍ରଶ୍ନ – କିଛି ମାସ ୩୧ ଦିନ ହୋଇଥାଏ କିନ୍ତୁ କେଉଁ ସବୁ ମାସ ୨୮ ଦିନ ହୋଇଥାଏ ?

ଉତ୍ତର – ପ୍ରତ୍ୟେକ ମାସ ୨୮ ଦିନ ହୋଇଥାଏ ।

ପ୍ରଶ୍ନ – ମାନି ନିଅନ୍ତୁ କି ଆପଣ ଗୋଟିଏ ବସରେ ଯାତ୍ରା କରୁଛନ୍ତି । ଯେଉଁଥିରେ ଅନ୍ୟ ୧୦ ଜଣ ଯାତ୍ରୀ ବି ଯାତ୍ରା କରୁଛନ୍ତି । ଏହା ପରେ ପ୍ରଥମ ଷ୍ଟାଣ୍ଡରେ ୨ ଜଣ ଯାତ୍ରୀ ଓଲ୍ହାଇ ଗଲେ ଓ ୪ ଜଣ ଯାତ୍ରୀ ଚଢିଲେ । ଦ୍ଵିତୀୟ ଷ୍ଟାଣ୍ଡରେ ୫ ଜଣ ଯାତ୍ରୀ ଓଲ୍ହାଇ ଗଲେ ଓ ୨ ଜଣ ଯାତ୍ରୀ ଚଢିଲେ । ତୃତୀୟ ଷ୍ଟାଣ୍ଡରେ ୨ ଜଣ ଯାତ୍ରୀ ଓଲ୍ହାଇ ଗଲେ ଓ ୩ ଜଣ ଯାତ୍ରୀ ଚଢିଲେ । ବର୍ତ୍ତମାନ କୁହନ୍ତୁ କି ବସରେ କେତେ ଜଣ ଯାତ୍ରୀ ଯାତ୍ରା କରୁଛନ୍ତି ?

ଉତ୍ତର – ୧୧ (୧୦ ଜଣ ଯାତ୍ରୀ ୧ ଆପଣ)

ପ୍ରଶ୍ନ – ସେହି ଜିନିଷର ନାମ କୁହନ୍ତୁ , ଯାହାକୁ ନିଆଁ ଜଳାଇ ପାରିବ ନାହିଁ । ଅସ୍ତ୍ର ତାକୁ କାଟି ପାରିବ ନାହିଁ । ପାଣିରେ ସେ ଓଦା ହୋଇ ପାରିବ ନାହିଁ ଓ ମୃତ୍ୟୁ ତାକୁ ମାରି ପାରିବ ନାହିଁ ।

ଉତ୍ତର – ମନୁଷ୍ୟର ଛାଇ

ପ୍ରଶ୍ନ – ଯଦି ଇଂଗ୍ଲିସରେ 8 କୁ ଅଧା କରି ଦିଆଯିବ ତ 0 ଓ ୪ ଛଡା ଆଉ କଣ ଜବାବ ଆସିବ ?

ଉତ୍ତର – 3

ପ୍ରଶ୍ନ – ଏମିତି କେଉଁ ସ୍ଥାନ ଅଛି ଯେଉଁଠିକୁ ଯଦି ୧୦୦ ଲୋକ ଯିବେ ତେବେ ୯୯ ଲୋକ ହିଁ ଫେରିବେ ?

ଉତ୍ତର – ଶ୍ମଶାନ

ପ୍ରଶ୍ନ- ଏମିତି କେଉଁ ଜିନିଷ ଅଛି ଯାହାକୁ ଗୋଟିଏ ଝିଅ ଖାଇଥାଏ ଓ ପିନ୍ଧିଥାଏ ମଧ୍ୟ ?

ଉତ୍ତର- ଲଙ୍ଗ (ଲବଙ୍ଗ) । ଯଦି ଆପଣଙ୍କୁ ଏହି ମେଜେଦାର ପହେଲି ସବୁ ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହ ସେଆର କରନ୍ତୁ । ଏମିତି ଆହୁରି ମେଜେଦାର ପହେଲି ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *