ଏହି ଗଛ ମୂଳର କେବଳ ୨ ବୁନ୍ଦା କାଫି ଅଟେ ବିଛାର ବିଷ କାଟିବା ପାଇଁ

ବର୍ଷା ଦିନେ ଆମକୁ ବହୁତ ସାବଧାନତାର ସହ ଚାଲିବା ଉଚିତ କାହିଁକି ନା ଏହି ଦିନରେ ସାପ, ବିଛା ଆଦିଙ୍କର ଭୟ ରହିଥାଏ । ବିଛା କାମୁଡିବା ତ ଏକ ସାଧାରଣ କଥା ଅଟେ କିନ୍ତୁ ବିଛା କାମୁଡିଲେ ବହୁତ କଷ୍ଟ ହୋଇଥାଏ । ଧୀରେ ଧୀରେ କିଛି ସମୟ ମଧ୍ୟରେ ଏହାର ବିଷ ଶରୀରରେ ଖେଳିଯାଏ । ଯଦି ଆପଣଙ୍କ ଘର ପରିବାରରେ ବିଛା କାହାକୁ କାମୁଡିଦିଏ ତାହାର ବିଷକୁ କିପରି କଟାଯାଇ ପାରିବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ତେଣୁ ଆପଣ ଏହି ଆର୍ଟିକିଲକୁ ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଯଦି ବିଛା ଆପଣଙ୍କୁ ବା ଆପଣଙ୍କର କୌଣସି ପରିଜନଙ୍କୁ କାମୁଡି ଦିଏ ତେବେ ଆପଣ ଆଡୁ ସାଡୁ ଔଷଧ ଲଗାଇବା ବଦଳରେ ଏହି ଗଛର ମୂଳକୁ ଲଗାଇ ପାରିବେ । ତାହା ଅଟେ ଅପମାରଙ୍ଗ ଗଛର ମୂଳ ।

ଯଦି କାହାକୁ ବିଛା କାମୁଡିଦିଏ ତେବେ ତୁରନ୍ତ ଆପଣ ଏହି ଗଛକୁ ଖୋଜନ୍ତୁ । ଏହି ଗଛ ଆପଣଙ୍କୁ କୌଣସି ରାସ୍ତା କଡରେ ବି ମିଳିଯିବ । ଆପଣ ସେହି ଗଛକୁ ମୂଳରୁ ଓପାଡି ଆଣିବେ ଓ ଏହାର ମୂଳକୁ ପେଶି ଯେଉଁଠି ବିଛା କାମୁଡିଛି ସେହିଠାରେ ଲଗାଇଦେବେ । ଏହାକୁ ଲଗାଇ ସାରିବା ପରେ କପଡା ସାହାର୍ଯ୍ୟରେ ବାନ୍ଧିଦେବେ ।
2-3 ମିନିଟ ମଧ୍ୟରେ ଏହା ପ୍ରଭାବ ଦେଖାଇବ ଓ ବିଛାର ବିଷ ନଷ୍ଟ ହେବାକୁ ଲାଗିବ । ଏହାକୁ ଆପଣ ହାରାହାରି 15 ମିନିଟ ପର୍ଯ୍ୟନ୍ତ ଏହିପରି ବାନ୍ଧି କରି ରଖନ୍ତୁ । ଯଦି 15 ମିନିଟରେ ବିଷ ନଷ୍ଟ ନ ହୁଏ ତେବେ ଆପଣ ଏହାକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖି ପାରିବେ ।

ଆମେ ଆପଣଙ୍କୁ ଜଣାଇ ଦେଉଛୁ କି 2-3 ମିନିଟ ମଧ୍ୟରେ ଏହା ଶରୀରରୁ ବିଷକୁ ନଷ୍ଟ କରିଦେଇଥାଏ କିନ୍ତୁ କିଛି ଲୋକଙ୍କର ଶରୀର ଏହାକୁ ଜଲ୍ଦି ଅବଶୋଷଣ କରି ପାରି ନଥାଏ । ଏହା ଶରୀରରୁ ବିଛାର ବିଷକୁ ମୂଳରୁ ଶେଷ କରିଦେଇଥାଏ । ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାର୍ଯ୍ୟ କରିବ, ସେଆର କରି ଅନ୍ୟମାନଙ୍କୁ ଜାଣନ୍ତୁ । ଆଗକୁ ନୂଆ ଟିପ୍ସ ଗୁଡିକ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *