Interesting Gk Questions- କେଉଁ ସହର କେବଳ ୧ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ? 99 % ଲୋକଙ୍କୁ ଜଣା ନଥିବ

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ ।

ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-୧ କେଉଁ ଫଳ ଭିତରେ ମଞ୍ଜି ନଥାଏ ?

ଉତ୍ତର – କଦଳୀ

୨. ଭାରତର ସବୁଠୁ ପବିତ୍ର ଗଛ କଣ ଅଟେ ?

ଉତ୍ତର- ଓସ୍ଥ

୩. କେଉଁ ଜୀବ ନିଆଁ ରେ ଜଳିଲେ ବାରୁଦ ଭଳି ଫାଟିଥାଏ ?

ଉତ୍ତର – ବୁଢିଆଣୀ

୪. କେଉଁ ଦେଶର ଲୋକ ସବୁଠୁ ଅଧିକ ଆତ୍ମହତ୍ୟା କରନ୍ତି ?

ଉତ୍ତର- ଚୀନ

୫. ମନ୍ଦିରର ସହର କାହାକୁ କୁହାଯାଏ ?

ଉତ୍ତର – ବାରଣାସୀ

୬. କେଉଁ ଦେଶରେ କୁରକୁରେ ଉପରେ ବ୍ୟାନ ଲାଗିଛି ?

ଉତ୍ତର – ଇଟାଲୀ

୭. ଉଡାଜାହାଜ ରେ କେତୋଟି ଇଞ୍ଜିନ ଥାଏ ?

ଉତ୍ତର – ୨ ଟି

୮. କେଉଁ ଜୀବ ପାଖରେ ମସ୍ତିସ୍କ ନଥାଏ ?

ଉତ୍ତର – ଜେଲିଫିସ

୯. ଭାରତରେ ସବୁଠୁ ପ୍ରଥମେ ସୂର୍ଯ୍ୟ କେଉଁଠାରେ ଉଦୟ ହୋଇଥାଏ ?

ଉତ୍ତର – ଅରୁଣାଞ୍ଚଳ ପ୍ରଦେଶ

୧୦. ସୁନହରୀ କ୍ରାନ୍ତି କାହା ସମ୍ବନ୍ଧୀୟ ଅଟେ ?

ଉତ୍ତର – ଫଳ ଉତ୍ପାଦନ

୧୧. ବାୟୁଯାନ ର ଟାୟାର ରେ କେଉଁ ଗ୍ଯାସ ଭରାଯାଏ ?

ଉତ୍ତର – ହିଲିୟମ ଗ୍ଯାସ

୧୨. ଭାରତର ସବୁଠୁ ବଡ ସମ୍ମାନ କଣ ଅଟେ ?

ଉତ୍ତର – ଭାରତ ରତ୍ନ

୧୩. ବିଶ୍ବରେ ପ୍ରଥମ ରେଳ ଗାଡି କେବେ ଚାଲିଥିଲା ?

ଉତ୍ତର – ୧୮୨୫

୧୪. ହର୍ଲିକ୍ସ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର – ଆମେରିକା

୧୫. ରାଜସ୍ଥାନ ର ସିମଲା କାହାକୁ କୁହାଯାଏ ?

ଉତ୍ତର – ମାଉଣ୍ଟ ଆବୁ

୧୬. କେଉଁ ସହର କେବଳ ୧ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉତ୍ତର – ଇଲାହବାଦ (ପ୍ରୟାଗରାଜ)

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *