Sapna Choudhary ଙ୍କ ସମେତ ଏହି 4 ଜଣ Bollywood ହିରୋଇନ ବି ବିବାହ ପୂର୍ବରୁ ହୋଇ ଯାଇଥିଲେ ପ୍ରେଗନେଣ୍ଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହରିୟଣାର କ୍ଵିନ ସପନା ଚୌଧରିଙ୍କୁ ନିଶ୍ଚୟ ଜାଣିଥିବେ । ସପନା ପ୍ରଥମେ ହିନ୍ଦୀ ରିଆଲିଟି ସୋ ବିଗବସରେ ନଜର ଆସିଥିଲେ । ସପନା ନିଜ ଡ୍ୟାନ୍ସ ଓ ସିଙ୍ଗିଙ୍ଗ ପାଇଁ ଭାରତରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି କିଛି ଦିନ ହେବ ସପନା ମା ହେବାର ଖବରରେ ବହୁତ ଚର୍ଚାରେ ରହୁଛନ୍ତି । ସପନା ନିଜ ବିବାହ ସମ୍ବନ୍ଧୀୟ ତଥ୍ୟ ସମସ୍ତଙ୍କ ସାମ୍ନାରେ ଲୁଚାଇ ରଖିଥିଲେ । ଏହି କାରଣ ପାଇଁ ସପନାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଦୁଃଖ ଅନୁଭବ କରିଥିଲେ ।

ଏଥିପାଇଁ ସପନା ବହୁତ ମାତ୍ରାରେ ଟ୍ରୋଲ ର ଶିକାର ମଧ୍ୟ ହୋଇଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ବିବାହ ପୂର୍ବରୁ ମା ହୋଇଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ସପନା ଚୌଧରି- ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହା ନିଶ୍ଚୟ ଜାଣିଥିବେ ଯେ, ସପନା ନିଜ କ୍ୟାରିୟରରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ବର୍ତ୍ତମାନ ସମୟରେ ସପନା କୌଣସି ଫିଲ୍ମରେ ଅଭିନୟ କରି ନଥିଲେ ମଧ୍ୟ ସେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି । ହେଲେ ଆଜିକାଲି ସୋସିଆଲ ମିଡିଆରେ ସପନାଙ୍କ ବିବାହ ସହ ଜଡିତ ବହୁତ କିଛି କଥା କୁହାଯାଉଛି । ମିଡିଆ ରିପୋର୍ଟ ଅନୁସାରେ ସପନା ବିବାହ ପୂର୍ବରୁ ମା ହୋଇ ଯାଇଥିଲେ, ଯାହା କାରଣରୁ ତାଙ୍କୁ ବିବାହ କରିବା ପାଇଁ ପଡିଥିଲା ।


ନତାସା ଷ୍ଟେନକୋଭିକ- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନତାସା ଷ୍ଟେନକୋଭିକ । ବନ୍ଧୁଗଣ ଭାରତୀୟ କ୍ରିକେଟ ଟିମର ଦିଗ୍ଗଜ ଖେଳାଳି ହାର୍ଦ୍ଦିକ ପାଣ୍ଡିଆ ନତାସାଙ୍କ ସହ ଜାନୁୟାରୀ ୨୦୨୦ରେ ନିର୍ବନ୍ଧ କରିଥିଲେ । ନିର୍ବନ୍ଧ କରିବାର କିଛି ମାସ ପରେ ହାର୍ଦିକ ନତସାଙ୍କୁ ଗର୍ଭବତୀ କରି ଦେଇଥିଲେ । ହାର୍ଦିକ ଓ ନତସାଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।


କାଟ୍ରିନା କୈଫ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କାଟ୍ରିନା କୈଫ । କାଟ୍ରିନା ବଲିଉଡ ଅଭିନେତା ସଲମାନ ଖାନ ଓ ରଣବିର କପୁରଙ୍କ ସହ ଲିଭ ଇନ ରିଲେସନସିପରେ ବହୁତ ସମୟ ପର୍ଯ୍ୟନ୍ତ ରହିଥିଲେ । ଏହି ଦୁଇଜଣଙ୍କ ସହ ରିଲେସନସିପରେ ରହିବା ସମୟରେ କାଟ୍ରିନା ଥରେ ଗର୍ଭବତୀ ହୋଇଥିଲେ । ହେଲେ ଏହି କଥା ମିଡିଆକୁ ବହୁତ ସମୟ ପରେ ଜଣା ପଡିଥିଲା । ଏହା ବ୍ୟତୀତ କାଟ୍ରିନାଙ୍କୁ ମିଟ୍ରେନ୍ତି ହସ୍ପିଟାଲ ବାହାରେ ମଧ୍ୟ ଦେଖା ଯାଇଥିଲା । ସେତେବେଳେ ଏହା ଖବର ଆସିଥିଲା ଯେ, କାଟ୍ରିନା ରଣବିରଙ୍କ ଛୁଆର ମା ହେବାକୁ ଯାଉଛନ୍ତି ।


ନେହା ଧୂପିଆ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ବା ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନେହା ଧୂପିଆ । ନେହା ନିଜ ବୟଫ୍ରେଣ୍ଡ ଅଙ୍ଗଦ ବେଦିଙ୍କ ସହ ହଠାତ ବିବାହ କରିଥିଲେ । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରାଇ ଦେଇଥିଲା । ହେଲେ କିଛି ସମୟ ପରେ ଅଙ୍ଗଦ ନିଜେ ଏହି କଥା କହିଥିଲେ ଯେ, ସେ ନେହାଙ୍କୁ ପ୍ରେଗନେଣ୍ଟ କରି ଦେଇଥିଲେ ଯାହା ଫଳରେ ସେମାନଙ୍କୁ ହଠାତ ବିବାହ କରିବାକୁ ପଡିଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *