ସବୁଠୁ ଅଧିକ ଭାଗ୍ୟଶାଳି ହୋଇଥାନ୍ତି ଏହି 3 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ଅକ୍ଷର ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ, ଯେଉଁମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ,କୌଣସି ବ୍ୟକ୍ତି ର ରାଶି ଦ୍ବାରା ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ଜଣା ପଡ଼ିଥାଏ ଏବଂ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବା ଅଥବା ନୁହେଁ ତାହା ମଧ୍ୟ ବ୍ୟକ୍ତି ର ରାଶି ମାଧ୍ୟମରେ ଜଣା ପଡ଼ିଥାଏ । ବନ୍ଧୁଗଣ କୌଣସି ବ୍ୟକ୍ତି ର ରାଶି ଯେତେ ମାତ୍ରା ରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସେତେ ମାତ୍ରା ରେ ସେହି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ମଧ୍ୟ ମହତ୍ତ୍ୱ ପୂର୍ଣ ହୋଇଥାଏ ।

କୌଣସି ବ୍ୟକ୍ତି ର ଆଚାର,ବିଚାର,ବ୍ୟବହାର, ଗୁଣ ଆଦି ତା’ର ନାମର ପ୍ରଥମ ଅକ୍ଷରରୁ ହିଁ ଜଣା ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏଭଳି ଏକ ଜୀଵନ ସାଥୀର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ ।

ତେବେ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ସାଥି ଙ୍କ ସ୍ୱଭାବ ମଧ୍ୟ ତାଙ୍କ ନାମର ପ୍ରଥମ ଅକ୍ଷରରୁ ଜଣା ପଡ଼ିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ଏବଂ ତାଙ୍କୁ କେବଳ ସୌଭାଗ୍ୟ ଥିବା ବ୍ୟକ୍ତି ହିଁ ବିବାହ କରିଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ରାଗୀ ସ୍ୱଭାବ ର ହୋଇଥାନ୍ତି । ଏମାନେ ଯେତେ ଶୀଘ୍ର ରାଗିଥାନ୍ତି ସେତେ ଶୀଘ୍ର ମାନିଥାନ୍ତି । ଏମାନେ ଯେଉଁ କାର୍ଯ୍ୟ କୁ ପୂର୍ଣ କରିବାକୁ ନିଷ୍ପତ୍ତି ନେଇଥାନ୍ତି, ତା’କୁ ପୂର୍ଣ୍ଣ କରିଥାନ୍ତି । ଏମାନେ ନିଜର ଜୀବନ ସାଥି ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ଖୁସି ପାଇଁ ସବୁ ଅସମ୍ଭବ କୁ ସମ୍ଭବ କରିଥାନ୍ତି । ଏହି କାରଣରୁ କୁହାଯାଏ ଯେ, ଏହି ଝିଅ ମାନଙ୍କୁ ବିବାହ କରିବା ସୌଭାଗ୍ୟ ର କଥା ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନଙ୍କ ହୃଦୟ ମଧ୍ୟ ବହୁତ ସଫା ହୋଇଥାଏ । ଏହି ଝିଅ ମାନେ ଯେଉଁ ବ୍ୟକ୍ତି ଙ୍କୁ ବିବାହ କରନ୍ତି ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ନାମର ଝିଅ ମାନେ ନିଜ ଜୀବନ ସାଥୀଙ୍କ ପ୍ରତି ସର୍ବଦା ଇମାନଦାର ରୁହନ୍ତି ଏବଂ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଇଥାନ୍ତି । ତେବେ ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ମଧ୍ୟ ଏହି ନାମର ଝିଅ ଅଛନ୍ତି ତେବେ ବିଳମ୍ବ ନକରି ତାଙ୍କୁ ତୁରନ୍ତ ବିବାହ କରନ୍ତୁ ।


୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘M’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏହି ଝିଅ ମାନେ ଝିଅ ମାନେ ନିଜ ସ୍ୱଭାବ ଓ ବ୍ୟକ୍ତିତ୍ବ ଦ୍ଵାରା ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଏହି ନାମର ଝିଅ ନିଜ ଜୀବନସାଥୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ଜୀବନସାଥୀ ଙ୍କ ଖୁସି ପାଇଁ ସମସ୍ତ ପ୍ରକାର ପ୍ରୟାସ କରନ୍ତି । ଏହି ନାମର ଝିଅ ଙ୍କୁ ଜୀବନସାଥୀ ରୂପରେ ପାଇବା ସୌଭାଗ୍ୟ ର କଥା ହୋଇଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *