Katrina Kaif ଓ Vicky Kaushal ଙ୍କ ବିବାହା ଡେଟ ହେଲା ଫିକ୍ସ, 14 ଶତାବ୍ଦିରେ ତିଆରି ହୋଇଥିବା ଏହି ସୁନ୍ଦର କିଲା ରେ କରିବେ ବିବାହ, ଦେଖନ୍ତୁ କେବେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କାଟ୍ରିନା କେଫଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଉଭୟ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତେବେ ଗତ କିଛି ମାସ ହେବ ଏହି ଦୁଇଜଣ ପରସ୍ପରକୁ ଡେଟ କରୁଥିବାର ଖବର ଆସୁଛି ।

ଏହି ଦୁଇଜଣଙ୍କୁ ଅନେକ ସ୍ଥାନରେ ଏକା ସହ ଦେଖାଯିବା ସହ ଉଭୟ ଲଭ ରିଲେସନରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଏହି ଦୁଇଜଣଙ୍କ ବିବାହକୁ ନେଇ ଏମାନଙ୍କ ଫ୍ୟାନ୍ସ ମାନେ ପ୍ରତିକ୍ରିୟା ଦେଉଛନ୍ତି । କାଟ୍ରିନା ଏହି ରିଲେସନର ଖୁଲାସା ନକରିଥିଲେ ମଧ୍ୟ ଭିକି କାଟ୍ରିନାଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ଏକ ଏଣ୍ଟର୍ବ୍ୟୁରେ କହିଥିଲେ । ବନ୍ଧୁଗଣ ଗତ କିଛି ଦିନ ତଳେ ଏହି ଦୁଇଜଣଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିଥିଲା ।

ତେବେ ବର୍ତ୍ତମାନ ଆଉ ଗୋଟେ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ କାଟ୍ରିନା ଓ ଭିକିଙ୍କ ନିର୍ବନ୍ଧ ଖବର ମଧ୍ୟରେ ଏମାନଙ୍କ ବିବାହ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି ।

ସୂଚନା ମୁତାବକ ଏହି ଦୁଇଜଣ ଆସୁଥିବା ମାସରେ ରାଜସ୍ଥାନର ମାଧବପୁର ବଡବାରା ଫୋର୍ଟ ହୋଟେଲରେ ବିବାହ କରିବେ । ଏହି ଦୁଇଜଣଙ୍କ ବିବାହ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଥିବାର ଖବର ମିଳିଛି । ଏହି ଫଙ୍କସନ ୭ ରୁ ୧୨ ଡିସେମ୍ବରରେ ହେବାର ଅଛି ଏଥିପାଇଁ ହୋଟେଲ ମଧ୍ୟ ବୁକିଙ୍ଗ ସରିଛି ।

ତେବେ ବନ୍ଧୁଗଣ କାଟ୍ରିନା ଓ ଭିକିଙ୍କ ବିବାହର ଖବର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଖବର ବିଷୟରେ ଜାଣି ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *