ହୋଲିରେ ଘଟିଗଲା ଅଭାବନୀୟ ଘଟଣା ! ଜାଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହୋଲି ଭଳି ଦିନରେ ପଡୋଶୀଙ୍କ ଆ-କ୍ର-ଅମ-ଣ ! ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଗ ରଖି କରିଲେ ମରଣାତ୍ମକ ଆ-କ୍ର-ଅମ-ଣ । ତେବେ ଏପରି କିଛି କଟକ ଜିଲା ତୀଗିରିଆ ଥାନା ଅନ୍ତର୍ଗତ ସୁରେନ୍ଦ୍ର ପାଟଣା ମୁଣ୍ଡିଆ ସାହିରେ ଘଟଣା ଘଟିଯାଇଛି । ଆଜି ହୋଲିରେ ସକାଳୁ ସକାଳୁ ଘର ଭିତରକୁ ପଶିଆସିଥିଲେ ୪ ଦୁର୍ବୁତ୍ତ । ତେବେ କିଛି ନକହି ନଶୁଣି ଥରକ ପରେ ଥର ଚୋଟ ମ-ଆରିବା ଆରମ୍ଭ କରିଦେଇଥିଲେ ।

ସକାଳ ସମୟ ପ୍ରାୟ ୬ ଟା ପାଖାପାଖି ସମୟରେ ଏପରି କିଛି ଅଭାବନୀୟ ଘଟଣା ଘଟିଯାଇଛି । ତେବେ ଦୁର୍ବୁତ୍ତ ମାନଙ୍କ ହାତରେ ଥିବା ଖଣ୍ଡା ଓ ଅନ୍ୟାନ୍ୟ ମ-ର-ଣ-ଆ-ତ୍ମକ ଅସ୍ତ୍ର । ତେବେ ପୂର୍ବର କିଛି ଶତ୍ରୁତାକୁ ଆଧାର କରି ସୁରେନ୍ଦ୍ରପାଟଣାମୁଣ୍ଡିଆ ସାହିର ଚିନ୍ତାମଣୀ ବେହେରା ନାମକ ଲୋକର ଘର ପରିବାରକୁ ଅନ୍ୟ ଜଣେ ପରିବାର ଲୋକେ ଆସି ଆ-ଟ-ଆକ କରିଥିଲେ । ତେବେ ଆ-ଟ-ଆକ କରିଥିବା ପରିବାରରେ ବାପା, ମାଆ ଓ ତାଙ୍କର ଜଣେ ଝିଅ ମଧ୍ୟ ରହୁଥିଲେ ।

ଯେତେବେଳେ ଘରର ମୁରବିକୁ ଦୁର୍ବୁତ୍ତ ଆ-ଟ-ଆକ କରିଥିବା ସମୟରେ ସେହି ଘରର ମୁରବିଙ୍କ ସ୍ତ୍ରୀ ଓ ଝିଅ ଆସି ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ତେବେ କେବଳ ମ-ଆରିବାକୁ ଉଦ୍ୟମ ତ କରିନଥିଲେ । ବଂର ସେହି ପରିବାର ୨ ଜଣ ଗୁରୁତର ଅବସ୍ଥା ହୋଇଥିବା ବେଳେ ଅନ୍ୟ ଜଣେ ମୃ-ତ ହୋଇଛନ୍ତି । ତେବେ ଆଜି ଭଳି ହୋଲିର ରଙ୍ଗ ପର୍ବରେ ସମସ୍ତଙ୍କ ଘରେ ରଙ୍ଗୀନ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଉ ଜଣଙ୍କ ପରିବାରର ଖୁସିର ରଙ୍ଗ ଫିକା ପଡିଯାଇଛି ।

ତେବେ ଆ-ଟ-ଆ-କ ହୋଇଥିବା ପରିବାରର ଲୋକଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ଅଣାଯାଇଥିଲା । ତେବେ ଜଣେ ମୃ-ତ ଘୋଷଣା ହୋଇଥିବା ବେଳେ ଅନ୍ୟ ୨ ଜଣ ଜୀବନ ସହ ଯୁ-ଦ୍ଧ ଲ-ଢୁ-ଊଛ-ନ୍ତି । ତେବେ ଘଟଣା ସ୍ତଳରେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ତନାଘନା ଆରମ୍ଭ କରିଦେଇଛି । ତେବେ ୪ ଜଣ ଦୁର୍ବୁତ୍ତ ଏପରି କରିଛନ୍ତି ବୋଲି ସୂଚନା ମିଳିଛି ।

ତେବେ ଘଟଣାର ସଠିକ ସନ୍ଧାନ କରି ଆ-ଟ-ଆକ କରିଥିବା ଲୋକ ମାନଙ୍କ ଉପରେ କଡା କାର୍ଜ୍ଯାନୁଷ୍ଠାନ ନିଆଜୀବ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *