କଂଗ୍ରେସ ବିଧାୟକ Sura Routray କହିଲେ ‘ହଇଓ ନବୀନ ବାବୁ, କଣ ଏ କଥା…କାହିଁକି ତୁମେ…’ ଦେଖନ୍ତୁ କଣ ପାଇଁ ଏମିତି କହିଲେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହୋ ନବୀନ ବାବୁ କଣ ଏ କଥା ହେଉଛି ହଁ ବନ୍ଧୁଗଣ ବିଧାୟକ ସୁର ରାଉତଙ୍କର ବିରୋଧୀ ଦଳର ନେତା ଅନୁସାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କଟାକ୍ଷ ନଜର ରହିଥାଏ । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ଯେକଟି କାର୍ଯ୍ୟ ଉପରେ ବିଧାୟକ ସୁର ରାଉତଙ୍କର ବିରୋଦ୍ଧିପୂର୍ଣ୍ଣ ମନ୍ତବ୍ୟ ମଧ୍ୟ ରହିଥିବାର ସବୁବେଳେ ଭାଇରାଲ ହେଉଥାଏ  ।

ତେବେ ବର୍ତ୍ତମାନ ମଧ୍ୟ ଏକ ପ୍ରସଙ୍ଗକୁ ବିଚାର ଭୁକ୍ତ ନେଇ ବିରୋଧୀ ନେତା ସୁର ରାଉତ ମୁଖ୍ୟମନ୍ତ୍ରୀଙ୍କର ଉପରେ ନିଜର ମନ୍ତବ୍ୟ ବାଢିଛନ୍ତି । ତେବେ ହକି ମ୍ଯାଚ ପାଇଁ ହୋଇଥିବା ଆୟୋଜନର ବହୁ ଗୁଡିଏ ପ୍ରସଙ୍ଗକୁ ନେଇ ସୁର ରାଉତ ସିଧାସଳଖ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ତେବେ ହକି ମ୍ଯାଚ ପାଇଁ ଓଡିଶାର ଅନେକ ଗୁଡିଏ ଜାଗାକୁ ରଙ୍ଗ ଦିଆଯାଇ ସୁନ୍ଦର କରାଯାଇଛି ।

ତେବେ ଜାନକୀ ବଲ୍ଲଭଙ୍କ ନେମ ପ୍ଳେଟ ଉପରେ ନେଳି ରଙ୍ଗ ବୋଳାଯାଇଥିବା କଥାକୁ ନେଇ ବିଧାୟକ ସୁର ରାଉତ ଖୁବ ରାଗିଜାଇଛନ୍ତି । ସେ ଏହି କଥାକୁ ଘୋର ବିରୋଦ୍ଧ ମଧ୍ୟ କରୁଥିବାର ମିଡିଆ ଆଗରେ ନିଜର ବିରୋଦ୍ଧିପୂର୍ଣ୍ଣ ମତ ରଖିଛନ୍ତି । ତେବେ ବିଧାୟକଙ୍କ କହିବା ଅନୁଯାଇ ସବୁଆଡେ ନୀଳ ରଙ୍ଗ କରାଯିବାର କଣ କାରଣ ରହିଛି ।

ଯେଉଁ ଆଡେ ଦେଖିବ ଖାଲି ନେଳି ଆଉ ନେଇ । ସ୍କୁଲ ଠାରୁ କ୍ଲବ ଘର ନେଳି ରଙ୍ଗ ଦିଆଯାଇଛି । ରାସ୍ତା ଘାଟର ସବୁ କାନ୍ଥ ବାଦ ଯେଉଁ ଆଡେ ଖାଲି ନେଳି ରଙ୍ଗ ଦେଖିବ । ତେବେ ଏହି ନେଳି ରଙ୍ଗ ପ୍ରସଙ୍ଗକୁ ବିଧାୟକ ସୁର ରାଉତ ରାଜନୈତିକ ଦ୍ରୁଷ୍ଟି କୋଣରୁ ଘୋର କରିଛନ୍ତି ।

ବିଶେଷ କରି ଓଭର ବ୍ରିଜ ଠାରୁ ଆରମ୍ଭ କରି ବସନ୍ତ ବିଶ୍ଵାଳ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେମ ପ୍ଳେଟ ଉପରେ ନେଳି ରଙ୍ଗ କରାଯାଇଥିବାରୁ ସେ ତୀବ୍ର ବିବାଦ କରିଛନ୍ତି । ତେବେ ବିଧାୟକ ସୁର ରାଉତଙ୍କର କହିବା ମୁତାବକ ନବୀନ ବାବୁ କେତେ ନେଳି ରଙ୍ଗକୁ ଭଲ ପାଉଛନ୍ତି କି ।

ହକି ମ୍ଯାଚ ହେବ ବୋଲି ସବୁ ଆଡେ ନେଳି ରଙ୍ଗ ଲଗାଇ ଦେଇଛନ୍ତି । ତେବେ ତମ ଦଳର ଜୋଉଠି ସବୁ ପୋଷ୍ଟର ବା ଯାହା ଲଗା ହୋଇଛି । ସବୁ କଳା ବୋଲିବୁ ନହେଲେ କାଢିକି ଫୋଫାଡିଦେବୁ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *