‘ପିଲା ଛୁଆ ହେଉନି ବୋଲି ଏଠାକୁ ଆସିଛୁ, ଏଠାରେ ଯଦି ଆମେ…’ ଦେଖନ୍ତୁ କଣ କହିଲେ ମହିଳା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାନସିକ ରଖି ବୁଡ ପକାଇଲେ ଦୂର ହୁଏ ବନ୍ଧ୍ୟା ଦୋଷ । ହଁ ବନ୍ଧୁଗଣ ଏପରି କିଛି ସୂଚନା ଶୁଣିବାକୁ ମିଳୁଛି । ତେବେ ଯେଉଁ ମହିଳା ମାନଙ୍କର ବିବାହ ପରେ ବର୍ଷ ବର୍ଷ ଧରି ବନ୍ଧ୍ୟା ଦୋଷ କାରଣରୁ ପିଲା ହେଉନାହିଁ । ସେମାନେ ଯଦି ଆସି ପଣିରେ ଗୁଆ ପକାଇ ଏଠାରେ ବୁଡ ମାରିବେ । ଏହା ସହିତ ନିଷ୍ଟା ସହକାରେ ମହାଦେବ ହାଟକେଶ୍ଵରଙ୍କୁ ପ୍ରାଥନା କରିବେ ।

ତେବେ ନିହାତି ଭାବେ ପିଲାପିଲି ହେବାର ମନବାଞ୍ଛା ପୂରଣ ହୋଇବ । ତେବେ ଏହି ଘଟଣାଟି ଖୋର୍ଦ୍ଧା ଅଟ୍ରୀ ନିକଟ ହଟକେଶ୍ଵର ମହାଦେବଙ୍କ ମନ୍ଦିର ପାଖରେ ଦେଖିବାକୁ ମିଳିଛି । ମହାଦେବ ହଟକେଶ୍ଵରଙ୍କ ମନ୍ଦିରକୁ ଲାଗି ରହିଛି ଏକ ବଡ ମାନସିକ କୁଣ୍ଡ । ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଏଠାରେ ବୁଡ ପକାଇଥାଏ । ତାହାର ଯେତେ ବର୍ଷର ବନ୍ଧ୍ୟା ଦୋଷ ଥିଲେ ।

ମଧ୍ୟ ତାହା ସଂପୂର୍ଣ୍ଣ ଦୂର ହୋଇଥାଏ । ତେବେ ଯେଉଁ ମହିଳା ମାନେ ପିଲାପିଲି ହେବାର ମାନସିକ କରି ଏଠାକୁ ଆସିଥାନ୍ତି । ସେମାନେ ଏହି ମାନସିକ କୁଣ୍ଡରେ ଗୁଆ, ଚାଉଳ ପକାଇଥାନ୍ତି ।ତାପରେ କୁଣ୍ଡରେ ଥିବା ପାଣିରେ ବୁଡ ମାରି ଗୁଆକୁ ଖୋଜିଥାନ୍ତି । ତେବେ ଯେଉଁ ମହିଳାର ଯେତେ ଶୀଘ୍ର ଗୁଆ ଖୋଜିପଇଥାଏ । ସେତେ ଶୀଘ୍ର ମହିଳାର ବନ୍ଧ୍ୟା ଦୋଷ ଦୂର ହୋଇଥାଏ ।

ଏହା ସହିତ ମହାଦେବ ହତକ୍ବେଶ୍ଵରଙ୍କର କୃପାରୁ ମହିଳା ମାନଙ୍କର ପିଲାପିଲି ମଧ୍ୟ ହୋଇଥାଏ । ତାପରେ ଅଟ୍ରୀରେ ଥିବା ଉଷ୍ମ ପ୍ରବାହ ଜଳରେ ତାହାକୁ ଧୋଇ ଖାଇବା ଦ୍ଵାରା ପିଲା ହେବାର ମନବାଞ୍ଛା ପୂରଣ ହୋଇଥାଏ । ତେବେ ଏହି ବିଶ୍ବାସ ସହକାରେ ଜଣେ ନୁହେଁ ବଂର ଶହ ଶହ ମହିଳା ଏହାରେ ନିଜର ପିଲାପିଲି ହେବାର ମନବାଞ୍ଛା ପୂରଣ କରିବାକୁ ଆସିଥାନ୍ତି ।

ଏହା ସହିତ ହଟକେଶ୍ଵରଙ୍କୁ ପ୍ରାଥନା କରି ମାନସିକ କୁଣ୍ଡରେ ବୁଡ ପକାଇ ନିଜର ବନ୍ଧ୍ୟା ଦୋଷ ଦୂର କରିଥାନ୍ତି । ତେବେ ବିଶେଷ କରି ପବିତ୍ର ମକର ସଙ୍କ୍ରାନ୍ତି ଦିନ ଏହି ମାନସିକକୁ ଏଠାରେ ସେହି ପୂଜା କରି ପୂରଣ କରିବା ଦ୍ଵାରା ନିହାତି ଭାବରେ ମନବାଞ୍ଛା ପୂରଣ ହୋଇଥାଏ । ବୋଲି ସମସ୍ତଙ୍କର ବିଶ୍ବାସ ରହିଥାଏ ।

ତେବେ ହଟକେଶ୍ଵରଙ୍କର ମାଘ ସ୍ନାନର ଜଳକୁ ସେବନ କରି ଦେହରେ ଲଗାଇବା ଦ୍ଵାରା ଅନେକ ରୋଗ ଦୂର ମଧ୍ୟ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *