ମଝି ଚିଲିକାରେ ଡଙ୍ଗା ଟଳମଳ ! ଦର୍ଶନ ଦେଲା କାଳ ଆଉ ତା’ପରେ ଯାହା ହେଲା ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦର୍ଶନ ହେଲା କାଳ ମଝି ଚିଲିକାରେ ଡଙ୍ଗା ଟଳମଳ । ହଁ ବନ୍ଧୁଗଣ ଏପରି ଏକ ଅଭାବନୀୟ ସ୍ଥିତି ଚିଲିକାର ଆକାତ କାତ ପାଣି ମଧ୍ୟରେ ଦେଖିବାକୁ ମିଳିଛି । ମା’ କାଳିଜାଇଙ୍କୁ ଦର୍ଶନ କରିବାକୁ ବହୁତ ଶ୍ରଦ୍ଧାଳୁ ଅନେଇ ବସିଥାନ୍ତି । ଯେବେ ମା’ କାଳିଜାଇଙ୍କ ଡୋରୀ ଲାଗିବ । ସେବେ ଯାଇ ଚିଲିକାର ଗଭୀର ପାଣି ପାର ହୋଇ ମା’ ଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିବେ । କାରଣ କଥାରେ ଅଛି । ମା’ କାଳିଜାଇ ହେଉଛନ୍ତି ପ୍ରତେକ୍ଷ ଦେବୀ ।

ମ’ ଙ୍କୁ ପବିତ୍ର ମନ ନେଇ ଯିଏ ନିଜର ଗୁହାରୀ ଜଣାଇଥାଏ । ମା’ କାଳିଜାଇ ନିହାତି ଭକ୍ତର ଡାକ ଶୁଣିଥାନ୍ତି । ତେବେ ଏକ ଡଙ୍ଗାରେ ପ୍ରାୟତଃ ୨୫ ପାଖାପାଖି ଶ୍ରଦ୍ଧାଳୁ ବସି ନଇ ମଝିରେ ଥିବା ମ’ କାଳିଜାଇଙ୍କୁ ଦର୍ଶନ କରିବାକୁ ଯାଉଥିଲେ । ତେବେ ହଟାତ ଘନ କୁହୁଡି ମାଡି ଆସିଲା । ତାପରେ ଚାରି ଦିଗ ଅନ୍ଧକାର ମୟ ହୋଇଗଲା । ତେବେ ସୂଚନା ମୁତାବକ ଡଙ୍ଗାର ମଟରଟି ବନ୍ଦ ହୋଇଯିବାରୁ ଡଙ୍ଗାଟି ପାଣି ମଧ୍ୟରେ ଅଟକି ଯାଇଥିଲା । କାତ ମଧ୍ୟ ପାଇ ନଥିଲା ।

ତେବେ ଏପରି ସ୍ଥିତି ଦେଖି ଡଙ୍ଗାରେ ଥିବା ଯାତ୍ରୀ ମାନେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ତେବେ ଡଙ୍ଗାରେ ମଧ୍ୟ ମା’ କାଳିଜାଇନ୍କାଏ ଏକ ପତାକା ଲାଗିଛି । ଯେଉଁଥିରେ କି ମା’ ବୋଲି ମଧ୍ୟ ଲେଖା ହୋଇଛି । ତେବେ ସେହି ମା’ କାଳିଜାଇଙ୍କୁ ସୁମରଣା କରି ନଈର କୁଳକୁ ଆସିବା ପାଇଁ ଶ୍ରଦ୍ଧାଳୁ ଅନାଇଛନ୍ତି । ତେବେ ମାନ୍ୟତା ଅନୁସାରେ ଚିଲିକାର ଗଭୀର ସୁନୀଲ ପାଣି ପାର କରି ମା’ କାଳିଜାଇଙ୍କୁ ଦର୍ଶନ କରିବା ଭାଗ୍ୟରେ ତିରେ ମିଳିଥାଏ ।

ତେବେ ଯେଉଁ ଶ୍ରଦ୍ଧାଳୁ ମାନେ ଡଙ୍ଗାରେ ବସି ନଦୀ ପାର ହେଉଥିବ । ସେତେବେଳେ ମନରେ ଥିବା ଖରାପ ଭାବନାକୁ ଦୂର କରି ମନକୁ ପବିତ୍ର କରି ଡଙ୍ଗାରେ ଚଢିବା ଉଚିତ । ଏହାପରେ ଚିଲିକା ନଦୀ ପାର ହେଉଥିବା ସମୟରେ ମା’ କାଳିଜାଇଙ୍କୁ ମନରେ ଧ୍ୟାନ କରି ଅନ୍ୟ କୌଣସି କଥା ନଭାବି ଚିଲିକା ନଦୀ ପାର ହେବା ଉଚିତ । ତେବେ ଚିଲିକା ମଝିରେ ଡଙ୍ଗାଟି ଫସିରହିଥିବାରୁ ଓଡ୍ରାଫ ଟିମ୍ ତରଫରୁ ଡଙ୍ଗାରେ ଥିବା ଯାତ୍ରୀଙ୍କର ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି ।

ତେବେ ମା’ କାଳିଜାଇଙ୍କର କୃପାରୁ ସବୁ ଯାତ୍ରୀ ଭଲ ଭଲରେ ନଦୀର କୁଳରେ ଆସି ପହଞ୍ଚି ଯାଅଆନ୍ତୁ ବୋଲି ମା’ କାଳିଜାଇଙ୍କ ନିକଟରେ ସବୁ ଶ୍ରଦ୍ଧାଳୁଙ୍କର କାମନା ରାହୁଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *