ଦିବ୍ୟାଙ୍ଗ Boy Bhim Sa ଙ୍କ ମାଇଣ୍ଡ ବ୍ଲୋଇଙ୍ଗ ମିମିକ୍ରି, ଦେଖନ୍ତୁ କିପରି କରୁଛନ୍ତି PM Modi ଓ Naveen Patnaik ଙ୍କ ମିମିକ୍ରି, ପୁରା Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ତେବେ ଆଜିର ସୋ-ସି-ଆ-ଲ ମି-ଡ଼ି-ଆ ଦୁନିଆ ରେ ସମସ୍ତେ ନିଜ ନିଜର ପ୍ରତିଭା କି ଏହି ସୋ-ସି-ଆ-ଲ ମି-ଡ଼ି-ଆ ଜରିଆରେ ଦେଖାଇ ଥାଆନ୍ତି ତେବେ କିଛି ଲୋକ ନିଜର ମନୋରଞ୍ଜନ ମଧ୍ୟ କରନ୍ତି ଏବଂ ଆଉ କିଛି ଲୋକ ମାନଙ୍କ ର ମନୋରଞ୍ଜନ କରନ୍ତି । ତେବେ ମିମିକ୍ରି ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ଯେଉଁ ଥିରେ ବ୍ୟକ୍ତି ଟି ଅଲଗା ଅଲଗା ସେଲିବ୍ରେଟି ଏବଂ ଚରିତ୍ର ର ଅଭିନୟ କରିଥାଏ ଏବଂ ଲୋକ ମାନଙ୍କ ମୁହଁ ରେ ହସ ଆଣି ଥାଏ ।

ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଜଣେ ମିମିକ୍ରି ଆର୍ଟିଷ୍ଟ ବହୁତ ଭାଇରାଲ ହେଉଛନ୍ତି ତେବେ ସେ ଅଭିନୟ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ର । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଦିବ୍ୟଙ୍ଗ ଅର୍ଥାତ ଜଣେ ଅନ୍ଧ ବ୍ୟକ୍ତି ନାମ ହେଉଛି ଭୀମ ସା ସେ ଝାରସୁଗୁଡା ର ପଞ୍ଚପଡା ଗାଁ ର ବାସିନ୍ଦା । ସେ ଦିବ୍ୟଙ୍ଗ ହେଲେ ମଧ୍ୟ ଅନେକ କଳାର ଅଧିକାରୀ ।

ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ର ମିମିକ୍ରି କରୁଛନ୍ତି ଦୁହେଁ ଫୋନ ରେ କିପରି ବାର୍ତାଳାପ କରିବେ କିମ୍ବା ଦୁହେଁ ନିଜର ନିର୍ବାଚନ ପ୍ରଚାର ସମ୍ପର୍କରେ କଥା ବାର୍ତା ହେଉଛନ୍ତି ଏବଂ ଏହାର ସେ ଅଭିନୟ କରୁଛନ୍ତି । ତେବେ ସେ ନବୀନ ଙ୍କ କାଳିଆ ଯୋଜନା, କୃଷି କଲ୍ୟାଣ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ମାଗଣା ବହିପତ୍ର ବିଷୟରେ ମୋଦି ଙ୍କୁ କହିଲେ ।

ଆଗକୁ ଯଦି ନବୀନ ନିର୍ବାଚନ ଜିତନ୍ତି ତେବେ ସେ ବିଦ୍ୟାଳୟ ରେ ଚିକେନ୍ ଦେବେ ଏବଂ ଅନେକ ସୁବିଧା ମଧ୍ୟ କରାଇଦେବେ । ତେବେ ଓଡିଶା ବାସୀଙ୍କ ଉପରେ ନବୀନ ଙ୍କ ବେଶ ବିଶ୍ୱାସ । ତେବେ ମୋଦି ଏହାକୁ ଅସ୍ବୀକାର କରିବା ସହ ଏଥର ଓଡ଼ିଶାରେ ପଦ୍ମ ଖେଳି ଉଠିବ ବୋଲି ଦୁଇଜଣଙ୍କ ଭିତରେ ଯୁକ୍ତିତର୍କ ମଧ୍ୟ ଚାଲିଛି । ତେବେ ସେ ନବୀନ ଙ୍କ ଫେମିଶ ଡାଇଲଗ ଆପଣ ମାନେ ଖୁସି ତ ମଧ୍ୟ କହିଛନ୍ତି ।

ତେବେ ଯଦି କେହି ଏହାକୁ ଆଖି ବନ୍ଦ କରି ଶୁଣିବ ତେବେ ସେ ଏହାକୁ ସତ ବୋଲି ମଧ୍ୟ ବିଶ୍ୱାସ କରି ନେବ । ତେବେ ଅନ୍ଧ ହେଲେ ମଧ୍ୟ ସେ ନିଜର ପ୍ରତିଭା ଯୋଗୁଁ ସୋ-ସି-ଆ-ଲ ମି-ଡ଼ି-ଆ ରେ ଚର୍ଚ୍ଚା ଏବଂ ଲୋକପ୍ରିୟତା ହାସଲ କରିଛନ୍ତି । ଆଶା କରୁଛୁ ଆପଣଙ୍କୁ ଭୀମ ଙ୍କ ମିମୀକ୍ରି ବହୁତ ଭଲ ଲାଗିଥିଲେ ଭଲ ଲାଗିଥିଲେ ଭୀମ ଙ୍କ ପାଇଁ ଗୋଟେ ଲାଇକ ଓ ଷେୟାର କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *