25 ବର୍ଷ ପୁରୁଣା ନାଗୁଣୀ ଏତେ ସାରା ଅଣ୍ଡା ଦେଇ ଦେଖନ୍ତୁ କଉଠି ଲୁଚି ବସିଥିଲା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ଆଜିକାଲି ର ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କାଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କାଟିବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ସେହି ଭଳି ଜଣକ ଘରେ ସାପ ବାହାରି ଥିଲା କିନ୍ତୁ ସେ ଅନ୍ୟ ମାନଙ୍କ ଭଳି ତାକୁ ନ ମା-ରି ବରଂ ଉଦ୍ଧାର କରି ଜଂଗଲ କୁ ଛାଡି ଦେଇଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା । ତେବେ ଘଟଣା ଟି ହେଉଛି ଉତ୍ତରପ୍ରଦେଶ ର ଗୋଟିଏ ଗାଁ ର ସେଠି ଜଣଙ୍କ ଘର ରେ ଥିବା ଇଟା ଗୁଡିକ ମଧ୍ୟରେ ଗୋଟିଏ କୋବ୍ରା ଅଣ୍ଡା ଦେଇଥିଲା ।

ତେବେ ଏହା ଦେଖି ଗାଁ ଲୋକମାନେ ମୁରଲୀ ବାଲେ ହୋସଲା ଙ୍କୁ ଡକା ଯାଇଥିଲା ତେବେ ସେ ଆସି ସେହି ଇଟା ମାନଙ୍କ ମଧ୍ୟରୁ ଅଣ୍ଡା ଗୁଡିକ ଉଦ୍ଧାର କରିଥିଲେ ତେବେ ମୋଟ ୧୧ ଟି ଅଣ୍ଡା ମିଳିଥିଲା ଏବଂ ପରେ ସେହି ଇଟା ମଧ୍ୟରେ କୋବ୍ରା ମଧ୍ୟ ଲୁଚି ରହିଥିଲା ତେବେ ଏହି କୋବ୍ରା କୁ ଉଦ୍ଧାର କରିବା ପାଇଁ ବହୁତ ପରିଶ୍ରମ ମଧ୍ୟ ଲାଗିଥିଲା । ତେବେ ସେହି ସାପକୁ ବହୁତ କଷ୍ଟ ରେ ତାକୁ ଉଦ୍ଧାର କରିଥିଲେ ତେବେ ସାପଟି କୁ ପ୍ରାୟଃ ୨୫ ବର୍ଷ ହୋଇଥିବ ।

https://www.youtube.com/watch?v=rwOT-rYRjKo

ତେବେ ସେହି କୋବ୍ରା କୁ ଉଦ୍ଧାର କରି ତାଙ୍କୁ ଜଂଗଲ ରେ ନେଇ ଛାଡି ଦେଇଥିଲେ । ଏହା ଛଡା ତାଙ୍କ କହିବା କଥା ହେଉଛି ଏହି କୋବ୍ରା ସାପ ଅନେକ ସ୍ଥାନରେ ମିଳିଥାନ୍ତି କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମନୁଷ୍ୟତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି ।

ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ।


ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଯଦି ସାପ ଆପଣଙ୍କ ଘରେ ଦେଖା ଦିଏ ତେବେ ତା ଉପରେ କେବେବି ଫିନାଇଲ ପକେଇବେ ନାହିଁ ବରଂ କିଛି ରସୁଣ କୁ ବାଟି ତା ପାଖରେ ରଖିଦେଲେ ସେ ମ-ରି-ବ ନାହିଁ କିମ୍ବା ରାଗିବ ମଧ୍ୟ ନାହିଁ ଏବଂ ଚୁପଚାପ ପଳେଇବ ମଧ୍ୟ ।

Leave a Reply

Your email address will not be published. Required fields are marked *