ଏଇ କଥାକୁ ତ ଥିଲା ଡର ! କାଶ୍ମୀର ରେ ସେନା ହେଇ ଯାଆନ୍ତୁ ସାବଧାନ ! ଦେଶକୁ ରହିଛି ବିପଦ !

ବନ୍ଧୁଗଣ ଆତଙ୍କବାଦୀ ମାନଙ୍କୁ କାଶ୍ମୀରର ବିକାଶ ପସନ୍ଦ ଆସୁ ନାହିଁ । ଏହି ସମୟରେ ଦୁନିଆର ଅନେକ ଦେଶ କାଶ୍ମୀର ପାଇଁ ନିବେଶ କରିବାକୁ ଇଛା କରିଛନ୍ତି । ଆଉ ଏହି ସମୟରେ ଆତଙ୍କବାଦୀ ମାହୋଲ ବିଗାଡିବାର କାମ କରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ତଳେ କାଶ୍ମୀରରେ କିଛି ଆତଙ୍କବାଦୀ ମାନେ ଭେଶ ବଦଳାଇ ପୋଲିସ କର୍ମୀ ଓ ସେନା କର୍ମୀ ମାନଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଆତଙ୍କବାଦୀ ଓ ତାଙ୍କ କଥାରେ ପ୍ରଭାବିତ ହୋଇଥିବା କିଛି ସ୍ଥାନୀୟ ଲୋକମାନେ ଏବେ ଭେଶ ବଦଳାଇ ସୁରକ୍ଷାବଳ ଉପରେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି ।  ତେବେ ଏଭଳି ଏକ ଘଟଣା କାଶ୍ମୀରର ସୋପୁରରେ ସାମ୍ନାକୁ ଆସିଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଘଟଣାଟି ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଏକ ବ୍ୟାଗରେ ପେଟ୍ରୋଲ ବୋତଲ ଆଣି ଜଳାଇଲା ।

ଏହା ପରେ ସେହି ବୋତଲକୁ ସେ ସୁରକ୍ଷାବଳ ଉପରେ ଫିଙ୍ଗି ଦେଲା । ଏହି ଘଟଣାଟି ସିସିଟିଭିରେ କଏଦ ହୋଇଯାଇଛି । ଶୋଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ । ସୁରକ୍ଷାବଳ କହିବା ଅନୁସାରେ ସୋପୁରରେ ସିଆରପିଏଫ ବଙ୍କର ଉପରେ ପେଟ୍ରୋଲ ପକାଇଥିବା ମହିଳାର ପରିଚୟ ମିଳିଯାଇଛି ଓ ତାକୁ ଅତି ଶୀଘ୍ର ଗିରଫ କରାଯିବ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ କାଶ୍ମୀରରେ ଏବେ ଜାଣି ଶୁଣି ମାହୋଲ ବିଗାଡିବା ପାଇଁ ଚେଷ୍ଟା କରାଯାଉଛି ।

କାଶ୍ମୀରରେ ଥିବା ପାକିସ୍ତାନ ପ୍ରେମୀ ମାନେ ଚାହୁଁ ନାହାନ୍ତି କାଶ୍ମୀରର ବିକାଶ ହେଉ ବୋଲି ହେଲେ କାଶ୍ମୀରର ସାଧାରଣ ଜନତା ଏହି ଲୋକ ମାନଙ୍କର ଚାଲ ବୁଝି ପାରିଛନ୍ତି । ତେଣୁ କାଶ୍ମୀରର ସାଧାରଣ ଜନତା ଏବେ ସୁରକ୍ଷାବଳର ସମର୍ଥନ ମଧ୍ୟ ଦେଉଛନ୍ତି । ହେଲେ କିଛି ଆତଙ୍କବାଦୀ ମାନଙ୍କ ପାଇଁ କାଶ୍ମୀରର ସ୍ଥିତି ବିଗିଡି ଯାଉଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *