କି ନାଚଲୋ ବାପ ! ଅଣ୍ଟା ହଲେଇ ଦାଣ୍ଡ ଦୁଲୁକେଇ ଦେଲେ ବିଜେଡ଼ି କର୍ମୀ, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ପୌର ନିର୍ବାଚନା ଚାଲିଛି । ଏହି ସମୟରେ ଓଡିଶାର ତିନୋଟି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ଜୋର ସୋରରେ ପ୍ରଚାର ପ୍ରସାର କରୁଛନ୍ତି । ହେଲେ ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ନିଜ ହସ ରୋକି ପାରିବେ ନାହିଁ ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ଏହି ଭାଇରାଲ ହେଉଥିବା ଭିଡିଓରେ କିଛି ଲୋକ ବାଜା ବଜାଉ ଥିବାର ନଜର ଆସୁଛନ୍ତି ଓ ସେମାନଙ୍କ ପଛରେ କିଛି ମହିଳା ଜବରଦସ୍ତ ଡ୍ୟାନ୍ସ ମୁଡରେ ଅଛନ୍ତି । ମହିଳା ମାନେ ଉତ୍ସାହ ଓ ଖୁସିର ସହ ନାଚୁ ଛନ୍ତି । ତେବେ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ।

ତେବେ ଏହି ଭିଡିଓରେ ନାଚୁଥିବା ମହିଳା ମାନେ ହେଉଛନ୍ତି ବିଜେଡି କର୍ମୀ ତେବେ ଏହି ଭିଡିଓଟି ଏବର ନୁହେଁ ଏହା ହେଉଛି ପଞ୍ଚାୟତ ନିର୍ବାଚନ ସମୟର ଭିଡିଓ । ପଞ୍ଚାୟତ ନିର୍ବାଚନ ସମୟରେ କିଛି ଏଭଳି ଦୃଶ୍ୟ ଓଡିଶାରେ ଦେଖିବାକୁ ମିଳିଥିଲା । ଆପଣ ମାନେ ଭାବୁଥିବେ ବିଜେଡି ପ୍ରାର୍ଥୀ ଜିତିବା ପରେ ମହିଳା କର୍ମୀ ମାନେ ଏତେ ଖୁସିର ସହ ଡ୍ୟାନ୍ସ କରୁଛନ୍ତି ହେଲେ ଏପରି କିଛି ବି ନାହିଁ ।

ତେବେ ଏମାନେ ହେଉଛନ୍ତି ବିଜେଡି ନେତା ପ୍ରତାପ ଜେନାଙ୍କ କର୍ମୀ । ପ୍ରତାପ ଜେନାଙ୍କ ପାଇଁ ବହୁତ ଖୁସିରେ ନାଚୁ ଛନ୍ତି ମହିଳା କର୍ମୀ ମାନେ ।  ଆଶ୍ଚର୍ଯ୍ୟର କଥା ହେଉଛି ମନ୍ତ୍ରୀଙ୍କ ନାମରେ ଏତେ ବିବାଦ ଉଠିବା ପରେ ବି ସମର୍ଥକ ମାନେ ନାଚୁ ଛନ୍ତି । ତେବେ ଏମାନେ ହେଉଛନ୍ତି ପ୍ରକୃତ ସମର୍ଥକ । ମନ୍ତ୍ରୀ ପ୍ରତାପ ଜେନା ନିଜ ଏରିଆ ତଥା ମାହାଙ୍ଗା ବ୍ଲକ ଉଷୁମାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଦେବା ପାଇଁ ଆସିଥିଲେ ।


ତେବେ ସେଥିପାଇଁ ଏହି ମହିଳା କର୍ମୀ ମାନେ ଖୁସିରେ ଡେଉଁ ଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି । ଲୋକମାନେ ଏହି ଭିଡିଓ ଦେଖି ନିଜ ମନୋରଞ୍ଜନ ମଧ୍ୟ କରୁଛନ୍ତି । ତେବେ କିଛି ଲୋକ ଏହି ଡାନ୍ସ ଭିଡିଓ କୁ ନେଇ ଅନେକ ଆଲୋଚନା ମଧ୍ୟ କରୁଛନ୍ତି ।

ଏହା ଛଡା ସେହି ଝିଅ ମାନେ ନିଜ ଗାଡି ରେ ବସି ମଧ୍ୟ ବିଜେଡି ପାଇଁ ସ୍ଲୋଗାନ ମଧ୍ୟ ଦେଉଛନ୍ତି । ତେବେ କିଛି ଲୋକ କହୁଛନ୍ତି ଯଦି ପ୍ରତାପ ଜେନା ଆସିଲେ ଏମିତି ନାଚ ତେବେ ଯଦି ନବୀନ ବାବୁ ଆସିଲେ ସାତ ଦିନ ପର୍ଯ୍ୟନ୍ତ ନନ ଷ୍ଟପ ନାଚିବେ । ତେବେ ବର୍ତ୍ତମାନ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *