ଓଃ କି ଭୟଙ୍କର ଦୃଶ୍ୟ ! ଆକାଶରୁ ଖସି ପଡିଲା ଯାତ୍ରୀବାହୀ ବିମାନ, ହୁତୁ-ହୁତୁ ହେଇ ଏମିତି ଜଳିଲା କି…ଦେଖନ୍ତୁ ଭିଡିଓ  

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବର୍ତ୍ତମାନ ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ୬ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି ।

ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ।ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଚୀନରେ ଏକ ବିମାନ ଦୁର୍ଘଟଣା ଘଟିଛି । ଚୀନ ଆକାଶରୁ ଖସି ପଡିଛି ଯାତ୍ରୀବାହୀ ବିମାନ । ଚୀନରେ ଏହି ଦୁର୍ଘଟଣାଟି ଭୟଙ୍କର ରୂପ ନେଇଛି ।

ତେବେ ମିଡିଆ ରିପୋର୍ଟସ ଅନୁସାରେ କୁନମିଙ୍ଗରୁ ଗୁଆଙ୍ଗଝୁ ଉଡାଣ ବେଳେ ଏହି ଅଘଟଣଟି ଘଟିଛି । ଯାତ୍ରୀବାହୀ ବିମାନଟି ଦୁର୍ଘଟଣା ହେତୁ ଏକ ପାହାଡିଆ ଅଞ୍ଚଳରେ ପଡି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ଜଙ୍ଗଲ ସାରା ନିଆଁ ଲାଗି ଯାଇଛି ।

ସେଠାରେ ଥିବା ଅନେକ ଲୋକ ଏହି ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ହେଲେ ବନ୍ଧୁଗଣ ଏହି ଦୁର୍ଘଟଣାରେ କେତେ ଜଣଙ୍କ ପ୍ରାଣ ଯାଇଛି ଓ କେତେ ଜଣ ବଞ୍ଚି ଯାଇଛନ୍ତି ତାହା ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳି ନାହିଁ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *