କନ୍ୟା ସନ୍ତାନ ସହ ହେଉଥିଲା ଏପରି ନିନ୍ଦନୀୟ କାମ, ହେଲେ ଭଗବାନ ସାଜି ଆସିଲେ ଏହି ପୋଲିସ officer, ଆଉ ତା’ପରେ ଯାହା ହେଲା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅ ହେଉଛନ୍ତି ସ୍ଵୟଂ ଦେବୀସ୍ଵରୁପା । ତେବେ ଝିଅ ମାନେ ୨ ଟି କୁଳର ହିତ ରକ୍ଷା କରୁଥିବାରୁ ସେମାନଙ୍କୁ ଦୁହିତା ବୋଲି ମଧ୍ୟ କୁହାଯାଇଥାଏ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ନାରୀ ଅପେକ୍ଷା ପୁରୁଷ ମାନଙ୍କୁ ସବୁଥିରେ ଆଗରେ ପ୍ରାଧାନ୍ୟ ମିଳୁଅଛି । କେତେ ଲୋକଙ୍କ ଆଜି ପର୍ଯ୍ୟନ୍ତ ମଧ୍ୟ ଝିଅ ମାନଙ୍କୁ ନେଇ ସେହି ପୁରୁଣା ମାନସିକତା ରହୁଅଛି । ଯେ ଘରେ ପୁଅ ଜନ୍ମ ହେଲେ ଘର ପାଇଁ ଭଲ ହୋଇବ ।

କାରଣ ପୁଅ ଘରେ ସବୁଦିନ ପାଇଁ ରହିବ । ହେଲେ ଝିଅ ଆଜି ନହେଲେ କାଲି ଘରୁ ବାହା ହୋଇ ଅନ୍ୟ ଘରକୁ ଚାଲିଯିବ । ତେବେ ଏହି ପୁରୁଷ ପ୍ରଧାନ ସମାଜରେ ମଧ୍ୟ ଏପରି କିଛି ବ୍ୟକ୍ତିବିଶେଷ ଅଛନ୍ତି । ଯେଉଁ ମାନେ ନାରୀର ମହତ୍ଵ ବୁଝିଛନ୍ତି । ତେବେ ଏକ ପୋଲିସ ଏପରି କିଛି କରି ଦେଖାଇଛନ୍ତି । ଯେଉଁ କାରଣରୁ ପୋଲିସ ଜାତିର ସମ୍ମାନ ଅଧିକ ବଢି ଯାଇଛି ।

ତେବେ ପୋଲିସ ମାନେ ସବୁବେଳେ ଦେଶର ତଥା ଜନ ସାଧାରଣଙ୍କର ସୁରକ୍ଷା ପାଇଁ ଅନବରତ ଲାଗି ରହିଥାନ୍ତି । ତେବେ ଏକ ଜାଗାରେ ଏକ ଝିଅ ସନ୍ତାନଟି ପଡି ରହିଥିଲା । ଯାହାକୁ ଦେଖି ସେଠାକାର ସୋଷାଇଟି ଲୋକ ପୋଲିସ ବାଲାଙ୍କୁ ଖବର ଦେଇଥିଲେ । ତାପରେ ପୋଲିସ ଆସି ସେଠାରେ ପଡିଥିବା ଝିଅ ସନ୍ତାନଟିକୁ ଉଠାଇ ନିଜ କୋଳରେ ଧରିଥିଲେ । ତାପରେ ସେଠାକାର କିଛି ଲୋକଙ୍କର ସୂଚନା ଅନୁଯାଇ ପୋଲିସ ଜଣଙ୍କ ଜାଣିବାକୁ ପାଇଲେ ।

ଯେ ଯେତେବେଳେ ଏହି ଝିଅ ସନ୍ତାନଟି ଜନ୍ମ ହେଲା । ସେହି ଘର ପରିବାର ଲୋକ ଆଣି ଝିଅ ସନ୍ତାନଟିକୁ ଏପରି ବାହାରେ ପକାଇ ଦେଇ ଚାଲିଗଲେ । ତାପରେ ପୋଲିସ ଜଣଙ୍କ ଆଉ ଡେରି ନକରି ସଙ୍ଗେ ସଙ୍ଗେ ଆମ୍ବୁଲାନଶକୁ ଖବର ଦେଲେ । କାରଣ ବହୁ ସମୟରୁ କୁନି ପିଲାଟି ଖରାରେ ଖୋଲା ଆକାଶ ତଳେ ପଡି ରହିଥିଲା ।

ତାପରେ ଏପରି ଭାବରେ ପିଲାଟିକୁ ପୋଲିସ ଜଣଙ୍କ ନେଇକି ଯିବା ସମୟରେ ଆମ୍ବୁଲାନ୍ସଟି ଆସିଯାଇଥିଲା । ଯେଉଁ କାରଣରୁ ପୋଲିସ ସେହି ଶିଶୁ କନ୍ୟାଟିକୁ ନେଇ ମେଡିକାଲରେ ପିଲାର ସ୍ଵାସ୍ଥ ଚିକିତ୍ସା ପାଇଁ ନେଇଯାଇଥିଲେ । ତେବେ ପିଲାଟି ସ୍ଵାସ୍ଥ ଅବସ୍ତା ଭଲ ଥିବ ବୋଲି ସମସ୍ତେ ଆଶା କରୁଛନ୍ତି । ତେବେ ଆଜିର ବହୁ ଯୁବ ପୁରୁଷ ସମାଜର ଲୋକ ବିବାହ ପାଇଁ ଜଣେ ନାରୀକୁ ଖୋଜି ତାକୁ ବାହା ହୋଇଥାଏ ।

ହେଲେ ନିଜ ସ୍ତ୍ରୀ ଠାରୁ ଏକ କନ୍ୟା ସନ୍ତାନଟିଏ ପାଇବାକୁ ଆଶା ରଖିନଥାଏ । ଯେତେବେଳେ କି ଝିଅ ସନ୍ତାନ ଭାଗ୍ୟରେ ଥିଲେ । ମିଳିଥାଏ । କଥାରେ ଅଛି ଯାହା ଘରେ ଝିଅଟିଏ ଜନ୍ମ ହୋଇଥାଏ । ସେହି ଘରକୁ ଦେବୀ ମା’ ଙ୍କର ପ୍ରବେଶ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *