Odia Gk Questions- ଏମିତି କେଉଁ ଜୀବ ଅଛି ଯିଏ ତା’ ଛୁଆକୁ ଦେଖିବା ଆଗରୁ ମରିଯାଏ ? 99% ଫେଲ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉପଯୋଗକାରୀ ଅଟେ । ଏହାକୁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ପ୍ରୟୋଗ କରି ନିଜର ଦକ୍ଷତା ଦେଖାଇ ପାରିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଥିବ ?

ଉତ୍ତର;- ବର୍ଣ୍ଣମାଳା ।

୨;- କେଉଁ ଜୀବ ତାହାର ନାକ ଦ୍ଵାରା ତାହାର ସବୁ କାମ କରିଥାଏ ?

ଉତ୍ତର;- ହାତୀ ।

୩;- କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର;- ସପୁରୀ ।

୪;- ତାହା କ’ଣ ଯାହା ଦେଲେ ବଢିଥାଏ ?

ଉତ୍ତର;- ଜ୍ଞାନ ।

୫;- ହାତ ନାହିଁ ଗୋଡ ନାହିଁ କିନ୍ତୁ ସେ ସବୁଆଡେ ବୁଲିପାରେ ତାହା କ’ଣ ?

ଉତ୍ତର;- ଖବର କାଗଜ ।

୬;- କେଉଁ ହାଣ୍ଡିରେ ଭାତ ହୁଏ ନାହିଁ ?

ଉତ୍ତର;- କଳାହାଣ୍ଡି ।

୭;- କେଉଁ ଜୀବ ଦିନ ରାତି ଶୁଏ ନାହିଁ ?

ଉତ୍ତର;- ମାଛ ।

୮;- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନରାତି ଛିଡା ହୋଇଥାଏ ?

ଉତ୍ତର;- ନଡିଆ ଗଛ ।

୯;- ରାତିରେ ଅଛି କିନ୍ତୁ ଦିନରେ ନାହିଁ ତାହା କଣ ?

ଉତ୍ତର;- ଅନ୍ଧାର ।

୧୦;- କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମରି ଯାଇଥାଏ ?

ଉତ୍ତର;- ପ୍ରଜାପତି ।

୧୧;- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ଉତ୍ତର;- କୋଇଲି ।

୧୨;- କେଉଁ ଜୀବର ଚାରୋଟି ପାକସ୍ଥଳୀ ଥାଏ ?

ଉତ୍ତର;- ଗାଈ ।

୧୩;- କେଉଁ ଜୀବ ତିନି ବର୍ଷ ଶୁଏ ?

ଉତ୍ତର;- ଗେଣ୍ଡା ।

୧୪;- କେଉଁ ଜୀବ ଛିଡା ହୋଇ ଶୁଏ ?

ଉତ୍ତର;- ଘୋଡା ।

୧୫;- ଭାରତରେ କେତେ ଟଙ୍କା ନୋଟରେ ଗାନ୍ଧୀଜୀ ଙ୍କ ଛବି ନାହିଁ ?

ଉତ୍ତର;- ୧ ଟଙ୍କା ନୋଟରେ ।

୧୬;- ଭାରତର ସର୍ବ ପୁରାତନ ରାଜ୍ୟର ନାମ କ’ଣ ?

ଉତ୍ତର;- ଉତ୍ତରପ୍ରଦେଶ ।

୧୭;- ଭାରତର କେଉଁ ରାଜ୍ୟରେ ସର୍ବାଧିକ ରେଳ ଷ୍ଟେସନ ଅଛି ?

ଉତ୍ତର;- ପଶ୍ଚିମ ବଙ୍ଗ ।

୧୮;- ଆଫଗାନୀସ୍ଥାନର ସମୟ ଭାରତ ତୁଳନାରେ କେତେ ସମୟ ପଛରେ ଅଛି ?

ଉତ୍ତର;- ୧ ଘଣ୍ଟା ।

୧୯;- କେଉଁ ଭିଟାମିନ ର ଅଭାବରେ କେଶ ଧୂସର ହୋଇଯାଏ ?

ଉତ୍ତର;- ଭିଟାମିନ D ।

୨୦;- କେଉଁ ରାଜ୍ୟର ଦୁଇଟା ରାଜଧାନୀ ଅଛି ?

ଉତ୍ତର;- ଜାମ୍ମୁ କାଶ୍ମୀର ।

୨୧;- ପକ୍ଷୀଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର;- ବାଜ୍ କୁ ।

୨୨;- କେଉଁ ଦେଶ କାଗଜ ଓ ବାରୁଦ ଆବିଷ୍କାର କରିଥିଲା ?

ଉତ୍ତର;- ଚୀନ ।

୨୩;- ଆର୍ଟିକଲ ୩୭୦ କେଉଁ ରାଜ୍ୟରେ ଲାଗୁ ହୋଇଥିଲା ?

ଉତ୍ତର;- ଜାମ୍ମୁ କାଶ୍ମୀରରେ ।

୨୪;- ତାଲା ତିଆରି କରିବା ପାଇଁ ଭାରତରେ କେଉଁ ଜିଲ୍ଲା ପ୍ରସିଦ୍ଧ ଅଟେ ?

ଉତ୍ତର;- ଅଲ୍ଲିଗଡ ।

୨୫;- ଦୁନିଆ ରେ ସବୁଠାରୁ କେଉଁ ପରିବାକୁ ପସନ୍ଦ କରନ୍ତି ନାହିଁ ?

ଉତ୍ତର;- କଲରା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *