ନିଶାଙ୍କ ଛାତି ତଳେ ଥିଲା କୋମଳ ହୃଦୟ ! ସଞ୍ଜୟଙ୍କ ପାଇଁ ତରଳି ଗଲା ନିଶା ମହାରଣାଙ୍କ ହୃଦୟ, ଦେଖନ୍ତୁ ସେ କଣ କଲେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଥା ଟାଣ କିନ୍ତୁ କୋମଳ ହୃଦୟ । ହଁ ବନ୍ଧୁଗଣ ବହୁ ବିବାଦର ଶିକାର ହୋଇଥିବା ନିଶା ମହାରଣା ତାଙ୍କର ଅସଭ୍ୟ କଥା କହିବା ଶୈଳୀ ପାଇଁ ସେ ଚର୍ଚାର ପରିସରକୁ ଆସିଯାଇଥିଲେ । ବର୍ତ୍ତମାନ ସମୟରେ  ଅନେକ ଲୋକଙ୍କର ସମାଲୋଚନାର ଶିକାର ହୋଇଛନ୍ତି ମଧ୍ୟ ବିବାଦୀୟ ନାରୀ ନିଶା ମହାରଣା । ତେବେ ନିଶା ମହାରଣାଙ୍କର କହିବା ଅନୁଯାଇ ସମାଜରେ ଘଟୁଥିବା ଅପ୍ରିୟକର ସତ୍ୟ କଥାକୁ ଲୋକଙ୍କ  ଆଗରେ ଖୋଲାଖୋଲି କହିଦେଲି ବୋଲି ମୋତେ ସବୁ ଖରାପ କହୁଛ ।

ହେଲେ ମୋ ଚରିତ୍ରକୁ ଯେତେ ଖରାପ ଓ କଳଙ୍କିତ କହିଲେ ପଛେ କୁହନ୍ତୁ ମୁଁ କିନ୍ତୁ ମୋ ମାନବିକତା ଅନୁସାରେ ସାହାଜ୍ଯ ସହଯୋଗର ହାତ ନିହାତି ବଢାଇବି । ତେବେ କିଛି ଦିନ ତଳେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଥିଲା । ସଞ୍ଜୟ ନାମକ ଜଣେ ବ୍ୟକ୍ତିର ୨ ଟି ଯାକ କିଡ୍ନୀ ଖରାପ ହୋଇଯାଇ ଶରୀର ସଂପୂର୍ଣ୍ଣ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ଗରିବର ଘରର ଲୋକ ହୋଇଥିବା ଯୋଗୁ ଚିକିତ୍ସା ପାଇଁ ଆବଶ୍ୟକତା ମୁତାବକ ଟଙ୍କାର ଯୋଗାଡ ହୋଇପାରୁନାହିଁ । ସେଥିପାଇଁ ନୂଆବର୍ଷ ଦିନ ଲୋକମାନେ ଧୂମଧାମ ସହକାରେ ପାଳିତ କରୁଥିବା ବେଳେ ସେହି ଗ୍ରାମର ମୁଖିଆ ସଞ୍ଜୟଙ୍କ ସ୍ଵାସ୍ଥ ଅବସ୍ତାରେ ସୁଧାର ଆଣିବା ପାଇଁ ଘର ଘର ବୁଲି ଭିକ୍ଷା ମାଗିଥିଲେ ।

ଏହା ସହିତ ସଞ୍ଜୟଙ୍କ ମା’ ଏବଂ ସ୍ତ୍ରୀ ମଧ୍ୟ ପ୍ରତ୍ଯେକଟି ଗାଁ ଗାଁ ଓ ଘର ଘର ବୁଲି ଟଙ୍କା ମାଗୁଥିଲେ । ଯେପରି ମେଡିକାଲରେ ଚିକିତ୍ସିତ ସଞ୍ଜୟଙ୍କୁ ବହୁତ ଶୀଘ୍ର ଅପରେସନ କରି ସଞ୍ଜୟଙ୍କୁ ଆରୋଗ୍ଯ କରିପାରିବେ । ତେବେ ସଞ୍ଜୟଙ୍କ ପାଇଁ କିଡ୍ନୀ ରୋପଣ କରିବା ପାଇଁ ବହୁତ ଟଙ୍କାର ଆବଶ୍ୟକତା ପଡୁଅଛି ।

ତେବେ ଏହା ମଧ୍ୟରେ ସଞ୍ଜୟଙ୍କ ସ୍ତ୍ରୀଙ୍କର କିଡ୍ନି ମଧ୍ୟ ସଞ୍ଜୟଙ୍କ କିଡ୍ନି ସହିତ ମ୍ଯାଚ ହୋଇଯାଉଛି ବୋଲି ଏକ ଖୁସି ଖବର ମିଳିଛି । ତେବେ ଏପରି ଏକ ଦୁଃଖଭରା ଘଟଣା ନିଶା ମହାରଣାଙ୍କ କାନକୁ ଯିବା ପରେ ସେ ମଧ୍ୟ ସଞ୍ଜୟଙ୍କ ପରିବାର ପାଇଁ ସାହାଜ୍ଯର ହାତ ବଢାଇ ଦେଇଛନ୍ତି । ତେବେ ନିଶା ମହାରଣାଙ୍କ କହିବା ଅନୁଯାଇ ମୋର ପାରୁ ପର୍ଯ୍ୟନ୍ତ ମୁଁ ମୋର ଚେଷ୍ଟା ବଜାୟ ରହିବି ।

ଯେହେତୁ ମୁଁ ମଧ୍ୟ ଏକ ମିଡିଲ କ୍ଳାସର ପିଲା । ତେବେ ସମସ୍ଯାର କଷ୍ଟ ମୁଁ ଠିକ ବୁଝିପାରିଥାଏ । ତେବେ ଯେତିକି ମୋ ଦ୍ଵାରା ସମ୍ଭବ ମୁଁ ନିଶ୍ଚୟ ସାହାଜ୍ଯ କରିବି । ତେବେ ସଞ୍ଜୟଙ୍କ ପାଇଁ ସାହାଜ୍ଯର ହାତ ବଢାଇବା ପାଇଁ ନିଶା ମହାରଣା ମଧ୍ୟ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *