Sidharth ଙ୍କ ପରେ TV ଇଣ୍ଡଷ୍ଟ୍ରି ରେ ପୁଣି ଶୋକର ଲହରୀ, ଆତ୍ମହତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ସୁସାଇଡ ନୋଟ ରେ ଲେଖିଗଲେ, ‘ପାପା ମମି ସୋ ସରି, ଆଉ ସହି ହେଉନି, ମୁଁ…’

ବନ୍ଧୁଗଣ ଚଳଚିତ୍ର ଜଗତ ପାଇଁ ପୁଣି ଏକ ବଡ ଦୁଃଖର ଖବର ଆସିଛି । କାନାଡା ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଅଭିନେତ୍ରୀ ସୌଜନ୍ୟା ଆଉ ନାହାନ୍ତି । ସୌଜନ୍ୟା ଟିଭି ସହିତ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସୌଜନ୍ୟାଙ୍କ ଅଭିନୟ ଓ ସୁନ୍ଦରତାକୁ ସମସ୍ତ ଲୋକ ବେସ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ସୌଜନ୍ୟାଙ୍କ ସହ ଜଡିତ ବହୁତ ବଡ ଦୁଃଖ ଖବର ଆସିଛି । ମାତ୍ର ୨୫ ବର୍ଷ ବୟସରେ ସୌଜନ୍ୟା ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି । ସୌଜନ୍ୟା ଆ-ତ୍ମ-ହ-ତ-ୟା କରିଥିବାର ଜଣା ପଡିଛି ।

ସୌଜନ୍ୟା ଥିଲେ ଏକ ଏପରି ଅଭିନେତ୍ରୀ ଯିଏ ବହୁତ କମ ବର୍ଷ ବୟସରେ କାନାଡା ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୌଜନ୍ୟାଙ୍କ ଆ-ତ୍ମ-ହ-ତ-ୟା ବିଷୟରେ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମି-ଡି-ଆ ରିପୋର୍ଟସ ଅନୁସାରେ ଗତ ଗୁରୁବାର ଦିନ ତାଙ୍କ ରୁମ ରୁ ତାଙ୍କ ମୃ-ତ ଦେହକୁ ଉଧାର କରଯାଇଥିଲା । ସୌଜନ୍ୟା ବେଙ୍ଗାଲୁରୁରେ ଥିବା ତାଙ୍କ ଘରେ ଆ-ତ୍ମ-ହ-ତ-ୟା କରିଛନ୍ତି । ସେହି ଘରୁ ତାଙ୍କର ଏକ ସୁ-ସା-ଇ-ଡ ନୋଟ ମଧ୍ୟ ମିଳିଛି । ସେହି ସୁ-ସା-ଇ-ଡ ନୋଟରେ ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ମାନସିକ ଭାବେ ଭାରାକ୍ରାନ୍ତ ଥିବା କଥା ଲେଖା ଯାଇଛି । ସୌଜନ୍ୟା ଆ-ତ୍ମ-ହ-ତ-ୟା କରିଥିବାରୁ ସେ ତାଙ୍କ ବାପା ମାଙ୍କୁ କ୍ଷମା ମାଗିଛନ୍ତି ।

ତାଙ୍କ ମୃ-ତ ଶରୀରକୁ ପୋଲିସ ଜ-ବ-ତ କରିବା ସହ ମା-ମ-ଲା ମଧ୍ୟ ରୁ-ଜୁ କରିଛି । ବର୍ତ୍ତମାନ ଏହି ମାମଲାର ତ-ଦ-ନ୍ତ ଆରମ୍ଭ ହୋଇ ସାରିଛି । ସୌଜନ୍ୟାଙ୍କ ମୃ-ତ୍ୟୁ ଖବରକୁ ନେଇ କାନାଡା ଅଭିନୟ ଜଗତରେ ଶୋକର ଛାୟା ଖେଳି ଯାଇଛି । କାନାଡା ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ତାଙ୍କ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ସୌଜନ୍ୟା ନିଜ ସୁ-ଇ-ସା-ଇ-ଡ ନୋ-ଟ-ରେ ଲେଖିଛନ୍ତି- “ମାଈ ଡିୟର ଫ୍ୟାମିଲି, ମୁଁ ଏହି ଯେଉଁ ପଦକ୍ଷେପ ନେବାକୁ ଯାଉଛି ଏଥିପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି ।”

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅଭିନେତ୍ରୀ ଗତ ୨୭ ସେପ୍ଟେମ୍ବର ଦିନ ଏକ ସୁ-ଇ-ସା-ଇ-ଡ ନୋ-ଟ ଲେଖିଥିଲେ । ଯେଉଁଥିରେ ସେ ଜଣାଇ ଥିଲେ କି, ତାଙ୍କର ମା-ନ-ସି-କ ସ୍ୱା-ସ୍ଥ୍ୟ ଠିକ ନଥିଲା ଓ ସେ ଡି-ପ୍ରେ-ସ-ନ-ରେ ଥିଲେ । ନିଜ ସୁ-ଇ-ସା-ଇ-ଡ ନୋଟରେ ସୌଜନ୍ୟା ଅନେକ ଥର ନିଜ ପିତାମାତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *