ପିପିଲିରେ କିଏ ଜିତିବ କିଏ ହାରିବ ! କାହାର ହେବ ପିପିଲି ! ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ପିପିଲି ଉପ ନିର୍ବାଚନ ପାଇଁ ଗତ କାଲି ସରିଛି ଭୋଟ ଗ୍ରହଣ । ଆସନ୍ତା ୩ ତାରିଖରେ ହେବ ଭୋଟ ଗଣତି । ପିପିଲିରେ କିଏ ଜିତିବ କିଏ ହାରିବ । କାହାର ହେବ ପିପିଲି । ଏନେଇ କଂଗ୍ରେସ ବିଧାୟକ ସୁର ରାଉତ ରାୟ ନିଜ ମୁହଁ ଖୋଲିଛନ୍ତି । ସୁର ରାଉତରାୟ ଜଣେ ଭଲ ସମାଜ ସେବକ ଅଟନ୍ତି । ସେ ଠିକ ଭୁଲ ମଧ୍ୟରେ କଡା ବୟାନ ଦିଅନ୍ତି ସେଥିପାଇଁ ସେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି ।

ତା ହେଲେ ବନ୍ଧୁଗଣ ପିପିଲି ନିର୍ବାଚନକୁ ନେଇ ସୁର ଭାଇ କଣ କହିଛନ୍ତି ଆସନ୍ତୁ ଜାଣିବା । ସୁର ରାଉତରାୟଙ୍କ ମତରେ-‘ଅପ୍ରିୟ ସତ କହିବାକୁ ଗଲେ ଅତ୍ୟଧିକ ଅର୍ଥ ଯିଏ ଖର୍ଚ୍ଚ କରିଛି ସେ ଜିତିବ ବିଜେଡି । ତା ଠାରୁ ଯିଏ କମ ଖର୍ଚ୍ଚ କରିଛି ବିଜେପି ସେ ସେକେଣ୍ଡ ନମ୍ବରରେ ରହିବ । ସବୁଠାରୁ ଯିଏ କମ ଖର୍ଚ୍ଚ କରିଛି କଂଗ୍ରେସ ଥାର୍ଡ ହେବ । ଏ ହେଉଛି ପିପିଲି ନିର୍ବାଚନ ମଣ୍ଡଳୀର ଚିତ୍ର ମୁ କାହାକୁ ଖାତିର କରେନି କେଉଁ ଦଳକୁ ଖାସ କରି’ ।

ଆଗକୁ ସୁର ରାଉତରାୟ କହିଛନ୍ତି-‘ଅପର୍ଜାତ ମନି ଗଣତନ୍ତ୍ର ତଳେ ନାହିଁ ଆଉ ନବୀନ ବାବୁ । ତମ ବାପା ବେଳେ ବି ଏମିତି ନଥିଲା, ମ-ଦ ମାଂ-ସ ଖାଇବା ପି-ଇ-ବା । ପହରଦିନ ରାତିରେ ପାଞ୍ଚ ସହ ରୋଷେଇ କେତେ ଖାସି କେତେ କୁକୁଡା କ-ଟା ହେଉଛି ତାର ସୀମା ନାହିଁ । ଅପର୍ଜାତ ପଇସା ଏମିତି କଣ ହୁଏ । ମୁ ପ୍ରଥମ ଥର ଯେତେବେଳେ ଠିଆ ହୋଇଥିଲି ୭୦ ହଜାର ଟଙ୍କାରେ ମୁ ନିର୍ବାଚିତ ହୋଇଥିଲି’ ।

ଆଗକୁ ସୁର ରାଉତରାୟ କହିଛନ୍ତି-‘ମୁ ସବୁବେଳେ ତଥ୍ୟ ସଂଗ୍ରହ କରେ । ନିର୍ବାଚନ ଆରମ୍ଭ ହୋଇନଥିଲା ମୁ କହିଥିଲି ଆମେ ଜିତିବୁ ହେଲେ ନିର୍ବାଚନ ସରିଲା ସବୁ ତଥ୍ୟ ଏବେ ଜଣା ପଡିଗଲା । ବିଜେପି ବହୁତ ଟଙ୍କା ଖର୍ଚ୍ଚ କରିଛି । ନବୀନ ପଟ୍ଟନାୟକ ଟଙ୍କାର ହିମାଳୟ କରି ଦେଇଛନ୍ତି । କଂଗ୍ରେସ ବାଲା ଆମେ ଖାଲି ହାଜିରା ପକେଇଛୁ । ବିଜେପି ମଧ୍ୟ ହାଜିରା ପକେଇଛି’ । ତା ହେଲେ ବନ୍ଧୁଗଣ ସୁର ରାଉତରାୟଙ୍କ ଏହି କଥାରେ ଆପଣ ମାନଙ୍କର ସହମତି ଅଛି ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *