ଭଣ୍ଡ ଶିକ୍ଷୟିତ୍ରୀଙ୍କ ଭୟଙ୍କର କାଣ୍ଡ ! ଛାତ୍ରୀ ଙ୍କ ସହ ଯାହା କଲେ ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଜଣେ ଭଣ୍ଡ ଶିକ୍ଷୟତ୍ରୀଙ୍କ କଳା କାର୍ଣ୍ଣମା ସାମ୍ନାକୁ ଆସିଛି । ଶିକ୍ଷୟତ୍ରୀ ନୁହେଁ କିନ୍ତୁ ଛାତ୍ରୀଙ୍କୁ ପିଟି ପିଟି କରିଛନ୍ତି ରକ୍ତାକ୍ତ । ଅସଲି ସ୍କୁଲରେ ନକଲି ଶିକ୍ଷୟତ୍ରୀ ଦଣ୍ଡ ଦେଇ ଧରା ପଡିଛନ୍ତି । ମାଆଡଅ ଖାଇଥିବା କୁନି ଛାତ୍ରୀ ଜଣକ କହିଛନ୍ତି ଦିଦି ପାଠ ପଢାଇବା ସମୟରେ ଜଣେ ସାଙ୍ଗ ତା ସହ କଥା ହୋଇଥିଲା ବାସ ଏତିକିରେ ବିଗିଡି ଗଲା ଦିଦିଙ୍କ ମିଞ୍ଜାସ ଭୁଲିଗଲେ ସ୍କୁଲ ହେଉଛି ଦଣ୍ଡ ମୁକ୍ତ ଅଞ୍ଚଳ ।

ବେତରେ ପିଟି ଚାଲିଲେ ଦିଦି ମାଆଡଅ ଖାଇ ଛାତ୍ରୀ ଜଣକ ରକ୍ତାକ୍ତ ହୋଇଛନ୍ତି । ଗତ ସୋମବାର ଦିନ ମାଆଡଅ ଖାଇଥିଲେ ଆଜି ଯାଏଁ କଟା ଦାଗ ରହିଛି । ମାଆଡଅ ମାଆରିଇ ଦିଦି ଧମକ ଦେଇଥିବାରୁ ଘରେ କିଛି ବି କହି ନଥିଲା ବିଚାରୀ ଝିଅ । ସାର୍ଟରେ ରକ୍ତ ଦେଖି ବିଚାରୀ ମା ଝିଅକୁ ସବୁ କଥା ପଚାରି ବୁଝି ଥିଲେ । ତା ପରେ ସ୍କୁଲକୁ ଆସି ଅଭିଯୋଗ କରିଥିଲେ ଝିଅର ମା ।

ଖବର ପାଇ ସ୍କୁଲରେ ପହଞ୍ଚି ଥିଲେ ବ୍ଲକର ଶିକ୍ଷା ଅଧିକାରୀ ଶିଶୁ ମଙ୍ଗଳ କମିଟିର ଅଦକ୍ଷ ଆଉ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଏବେ ପ୍ରଧାନ ଶିକ୍ଷୟତ୍ରୀ ଆଉ ଅନ୍ୟ ଶିକ୍ଷୟତ୍ରୀ ମାନଙ୍କୁ ଡକାଇ ତଦନ୍ତ ଚାଲିଛି । ଦଣ୍ଡ ମୁକ୍ତ ଅଞ୍ଚଳରେ କିପରି ନିର୍ମମ ଭାବରେ ମାଆଡଅ ମାଆରିଇଛନ୍ତି ଶିକ୍ଷୟତ୍ରୀ । ପରେ ଜଣା ପଡିଛି ସେହି ଶିକ୍ଷୟତ୍ରୀ ଜଣକ ଭଣ୍ଡ ଅଟନ୍ତି । ଦୀର୍ଘ 8 ବର୍ଷ ଧରି ସ୍କୁଲରେ ପାଠ ପଢାଉ ଥିଲେ । ସେ ଗୋଟେ ଏନଜିଓ ତରଫରୁ କାମ କରୁଥିଲେ ବୋଲି ଜଣା ପଡିଥିଲା ।

ହେଲେ ଘଟଣା ପ୍ରକଟ ହେବା ପରେ ଜାଗା ଉପରୁ ଚମ୍ପଟ ମାଆରିଇଥିଲେ ଏନଜିଓ ଅଧିକାରୀ । ବଲାଙ୍ଗୀର ସହର ଭିତରେ ଥିବା ଇଛାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ଛାତ୍ରୀ ସଂଖ୍ୟା 74 ରହିଛି । ହେଲେ ଶିକ୍ଷୟତ୍ରୀ ସଂଖ୍ୟା ମାତ୍ର 4 । ସରକାରଙ୍କ ନିୟମ ଅନୁଯାଇ 30 ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ । ହେଲେ ଏଠି କିନ୍ତୁ ଦରକାର ଠାରୁ ଅଧିକ ଜଣେ ଶିକ୍ଷୟତ୍ରୀ ଅଛନ୍ତି ।

2014 ମସିହାରୁ ଆଜି ପର୍ଯ୍ୟନ୍ତ 8 ବର୍ଷ ଧରି ଜଣେ ନକଲି ଶିକ୍ଷୟତ୍ରୀ ଏଠି ପାଠ ପଢାଉ ଥିଲେ । ହେଲେ କହୁ କହୁ ପ୍ରଧାନ ଶିକ୍ଷକ କହିଦେଇଛନ୍ତି ଯେ, ସେ ଆମ ମାନଙ୍କ ଅନୁପସ୍ଥିତିରେ ମ୍ୟାନେଜ କରୁଥିଲେ । ଏହାର ଅର୍ଥ ମୋଟା ଅଙ୍କର ଦରମା ପାଉଥିବା ଶିକ୍ଷୟତ୍ରୀ ଘରେ ରହୁଥିଲେ ଆଉ ନକଲି ଶିକ୍ଷୟତ୍ରୀ ପାଠ ପଢାଉ ଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *