‘କାନ୍ଦି କାନ୍ଦି ଅମ୍ଳାନ ମତେ କହିଲା ମୁଖାଗ୍ନି କିଏ ଦେବ…ମୁଁ କଣ ମୋ ସାନ ଭାଇକୁ ମୁଖାଗ୍ନି ଦେବି, ମୁଁ କହିଲି କି ତୁମକୁ ଏବେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗତକାଲି ଓଡିଆ ସିନେ ଜଗତର ଅଭିନେତା ଅମ୍ଳାନଙ୍କର ସାନ ଭାଇ ଅକ୍ଲାନ୍ତଙ୍କର ଦେହାନ୍ତ ଘଟିଛି । ତେବେ ଗତ କିଛି ଦିନ ହେବ ତାଙ୍କ ସ୍ଵାସ୍ଥ ଅବସ୍ତା ଖରାପ ରହିଥିଲା । ତେଣୁ ସେ ଭୁବନେଶ୍ବରର ଏମ୍ସରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ବହୁତ ବଡ ଦୁଃଖ ଖବର ଶୁଣିବାକୁ ମିଳିଥିଲା । ଯେ ଅକ୍ଲାନ୍ତ ଆଉ ନାହାନ୍ତି । ତେବେ ଯେହେତୁ କିଛି ମାସ ତଳେ ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ମିହିର ଦାସ ମାନେ ଅମ୍ଳାନଙ୍କର ବାପାଙ୍କର ଦେହାନ୍ତ ଘଟିଥିଲା ।

ତେବେ ସେହି ଦୁଃଖରେ ଅମ୍ଳାନ ଓ ତାଙ୍କ ସାନ ଭାଇ ଅକ୍ଲାନ୍ତ ବହୁତ ଭାଙ୍ଗିପଡିଥିଲେ । ତେବେ ପୁଣି ଥରେ ଅମ୍ଳାନଙ୍କ ଉପରେ ଏକ ଦୁଃଖ ଓ ଏବଂ ଶୋକର ପାହାଡ ପଡିଛି । ଯେତେବେଳେ କି ନିକଟ ଅତୀତରେ ତାଙ୍କ ସାନ ଭାଇଙ୍କୁ ହରାଇଛନ୍ତି । ତେବେ ଅକ୍ଲାନ୍ତଙ୍କର ଶେଷକୃତ୍ୟ ପାଇଁ ଅମ୍ଳାନ ତାଙ୍କ ଦାଦାଙ୍କୁ ପଚାରିଥିଲେ । ଦାଦା ମୁଖାଗ୍ନୀ କିଏ ଦେବ । ତେବେ ତାଙ୍କ ଦାଦାଙ୍କ କହିବା ଅନୁଯାଇ ସବୁ କାମ ଏବେ ତୋତେ ହିଁ ଅମ୍ଳାନ କରିବାକୁ ପଡିବ ।

ତୁ ହିଁ ତୋ ସାନ ଭାଇ ଅକ୍ଲାନ୍ତର ସମସ୍ତ ଶେଷକୃତ୍ୟ କାର୍ଯ୍ୟ କରିବୁ । ତେବେ ଗତ ଡିସେମ୍ବର ମାସ ଠାରୁ ଅକ୍ଲାନ୍ତଙ୍କର ଲିଭର ଜନିତ କିଛି ସ୍ଵାସ୍ଥ ସମସ୍ଯା ରହିଥିଲା । ତେବେ ସେ ଏଥିପାଇଁ ମେଡିକାଲରେ ଚିକିତ୍ସିତ ମଧ୍ୟ ହେଉଥିଲେ । ତାହା ପରେ ସବୁ କିଛି ଠିକ ଠାକ ଚାଲିଥିଲା । ତେବେ ଅତ୍ୟନ୍ତ ଦେହ ଖରାପ ଯୋଗୁ ତାଙ୍କୁ ଭୁବନେଶ୍ବରର ଏମ୍ସକୁ ସ୍ତାନାନ୍ତରଣ କରଯାଇଥିଲା । ତେବେ ସେଠାରେ ସେ ICU ରେ ଚିକିତ୍ସିତ ହେଉଥିଲେ ।

ତାପରେ ଭେଣ୍ଟିଲେଟର ମଧ୍ୟ ତାଙ୍କ ଥରେ ଲଗାଯାଇଥିଲା । ତାପରେ ଅକ୍ଲାନ୍ତ ହଟାତ କିଛି ଭଲ ଭଲ ଇଆଡୁ ସିଆଡୁ ଖାଇବାକୁ ଇଛା କରିଥିଲେ । ହେଲେ ସ୍ଵାସ୍ଥ ଖରାପ ଯୋଗୁ ଡାକ୍ତର ତାଙ୍କୁ ବାହାରର କୌଣସି ଖାଦ୍ୟ ଖାଇବାକୁ ବାରଣ କରିଦେଇଥିଲେ । ତାପରେ ଏହିପରି ଭାବେ ମେଡିକାଲରେ ଚିକିତ୍ସିତ ଥିବା ଅବସ୍ତାରେ ଏକ ବହୁତ ବଡ ଦୁଃଖ ଖବର ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା ।

ଯେଉଁଠାରେ ସମସ୍ତେ ଜାଣିବାକୁ ପାଇଥିଲେ ଅକ୍ଲାନ୍ତ ଆଉ ସମସ୍ତଙ୍କ ଗହଣରେ ଏଠାରେ ନାହାନ୍ତି । ତେବେ ଅକ୍ଲାନ୍ତଙ୍କର ଆତ୍ମାର ସଦଗତି ହେଉ ବୋଲି ସମସ୍ତଙ୍କର କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *