‘ସେଷ ସମୟରେ ସବୁବେଳେ ମିହିର ଭାଇ ସାନପୁଅକୁ ନେଇ ଟେନସନରେ ରହୁଥିଲେ କହୁଥିଲେ ମୁଁ ଗଲା ପରେ ସେ…’: Sanjay Nayak

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆର ବରିଷ୍ଠ ଅଭିନେତା ମିହିର ଦାସଙ୍କର ଶେଷ ବେଳକୁ ତାଙ୍କ ସାନ ପୁଅ ଅକ୍ଲାନ୍ତ ପାଇଁ ବହୁତ ଚିନ୍ତାରେ ଥିଲେ । ତେବେ ଫିଲ୍ମ ପ୍ରଡ୍ୟୁସର ସଞ୍ଜୟ ନାୟକଙ୍କର ଗଣ ମାଧ୍ୟମରେ ଏପରି କିଛି ମିହିର ଦାସଙ୍କ ପରିବାର ଙ୍କ ଉପରେ ମନ୍ତବ୍ୟ ରଖିରଥିଲେ । ତେବେ ସଞ୍ଜୟ ନାୟକଙ୍କର କହିବା ଅନୁସାରେ ମିହିର ଭାଇଙ୍କ ସାନ ପୁଅର ଏପରି ଭାବରେ ଏତେ ଅଳ୍ପ ବର୍ଷ ବୟସରୁ ଆମ ସମସ୍ତଙ୍କୁ ଛାଡି ଚାଲିଯିବା ଏକ ବହୁତ ବଡ ଦୁଃଖ ଖବର ଅଟେ ।

ତେବେ ମାତ୍ର ୨୪ ବର୍ଷର ପୁଅ ଦୁନିଆ ବିଷୟରେ କଣ ଜାଣିଥିଲା । ନୂଆ କରି ଦୁନିଆ ଦେଖିବା ପୂର୍ବରୁ ଏପରି ଦେହାନ୍ତ ଘଟିବା ଅମ୍ଳାନ ପାଇଁ ମଧ୍ୟ ବହୁତ ବଡ ଏକ ଦୁଃଖ ଖବର ଅଟେ । ତେବେ ମିହିର ଭାଇ ତାଙ୍କ ସାନ ପୁଅକୁ ବହୁତ ଅଧିକ ଭଲ ପାଉଥିଲେ । କାରଣ ବଡ ପୁଅ ଅମ୍ଳାନ ଅକ୍ଲାନ୍ତ ଠାରୁ ବୟସରେ ବଡ ଥିଲା । ତେଣୁ ସେ ତା କ୍ଯାରିଅରରେ ମଧ୍ୟ ବହୁତ କିଛି ହାସଲ କରିପାରିଥିଲା ।

ହେଲେ ମିହିର ଭାଇଙ୍କର ସାନ ପୁଅ ଛୋଟ ଥିବା ହେତୁ ତାଙ୍କ ପାଇଁ ମିହିରଙ୍କର ବହୁତ ଚିନ୍ତା ରହୁଥିଲା । ତେବେ ବହୁତ ଅଳ୍ପ ବର୍ଷ ବୟସରୁ ମଧ୍ୟ ଅମ୍ଳାନଙ୍କର ମା’ ଙ୍କର ଦେହାନ୍ତ ଘଟିଥିଲା । ତେବେ ୨ ପୁଅ ମା’ ଛେଉଣ୍ଡ ହୋଇଯାଇଥିଲେ । ତେବେ ବର୍ଷେ ହେବ ମିହିର ଭାଇ ଅର୍ଥାତ ଅମ୍ଳାନଙ୍କର ବାପା ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ତେବେ ଅମ୍ଳାନ ଓ ଅକ୍ଲାନ୍ତ ୨ ଭାଇ ଏକାଠି ଚଳୁଥିଲେ । ତେବେ ଅମ୍ଳାନ ତା’ ର ସାନ ଭାଇ ଅକ୍ଲାନ୍ତକୁ ମଧ୍ୟ ହରାଇ ଦେଲା ।

ତେବେ ସଞ୍ଜୟ ନାୟକଙ୍କର କହିବା ଅନୁଯାଇ ଅକ୍ଲାନ୍ତର ସ୍ଵାସ୍ଥ ଅବସ୍ତା ଖରାପ ଥିଲା ବୋଲି ଶୁଣିଥିଲି । ହେଲେ ବିଶ୍ବାସ ଥିଲା ପିଲାଟି ଭଲ ହୋଇ ପୁଣି ଥରେ ଘରକୁ ଭଲରେ ଭଲରେ ଫେରିଆସିବ । ତେବେ ହଟାତ ଅକ୍ଲାନ୍ତଙ୍କର ଦେହାନ୍ତ ଖବର ଶୁଣି ବହୁତ ଦୁଃଖ ଲାଗିଲା । ଏତେ ସୁନ୍ଦର ପରିବାରକୁ କାହା ନଜର ଲାଗିଗଲା ପରି ମନେ ହେଉଛି ।

ତେବେ ମିହିର ଭାଇ ତାଙ୍କ ସାନ ପୁଅକୁ ମଧ୍ୟ ତାଙ୍କ ପାଖକୁ ଡାକିନେଇଗଲେ ବୋଲି ସଞ୍ଜୟ ନାୟକ କହୁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *