Jammu ରୁ ଘରକୁ ଆସିଲା ସହିଦ ଦେବାଶିଷଙ୍କ କଳାବାକ୍ସ ,ଦେଖନ୍ତୁ କଣ ଥିଲା ସେହି ବାକ୍ସରେ…

ନମସ୍କାର ବନ୍ଧୁଗଣ ।  ସୂଚନା ଅନୁସାରେ ଘରେ ଆସି ପହଞ୍ଚିଲା ସହିଦ ଦେବାଶିଷ ବିଶ୍ଵାଳଙ୍କ କଳାବାକ୍ସ ! ତେବେ ସୂଚନା ମୁତାବିକ ନିକଟ ଅତୀତରେ ଘଟି ଯାଇଥିବା ଏକ ବହୁତ ବଡ ହୃଦୟ ବିଦାରକ ଘଟଣା ଯାହା କି ହେଉଛି ବୀର ପୁରୁଷ ଦେବାଶିଷ ବିଶ୍ଵାଳ ଦେଶ ପାଇଁ ସହିଦ ହୋଇଯାଇଛନ୍ତି । ତେବେ ନିକଟରେ ଏପରି ଘଟିବା ପରେ ଘର ପରିବାର ତଥା ସାରା ଓଡିଶାବ୍ୟାପୀ ଦୁଃଖ ବ୍ୟାପୀ ଯାଇଥିଲା ।

ତାପରେ ବୀର ପୁରୁଷ ସହିଦ ଦେବାଶିଷଙ୍କୁ ଜନ୍ମ ମାଟି ପୁରୀ ଜିଲ୍ଲାକୁ ଅଣାଯାଇ ତାଙ୍କର ଅନ୍ତିମ ସଂସ୍କାର କରଯାଇଥିଲା । ତେବେ ଘର ପରିବାର ତଥା ଆତ୍ମୀୟ ସ୍ଵଜନ ମାନେ ଦେବାଶିଷଙ୍କ ପାର୍ଥୀବ ଶରୀର ଦେଖି ଦୁଃଖରେ କାନ୍ଦି ପକାଇଥିଲେ । ହେଲେ ବର୍ତ୍ତମାନର ସୂଚନା ମୁତାବିକ ଜାମ୍ମୁରୁ ଆସି ଦେବାଶିଷ ବ୍ୟବହାର କରୁଥିବା ବାକ୍ସଟି ଘରେ ଆସି ପହଞ୍ଚିଛି । ତେବେ ସହିଦ ଦେବାଶିଷଙ୍କର ଏକ କଳା ରଙ୍ଗର ବାକ୍ସଟି ଆସି ଘରେ ପହଞ୍ଚିଛି ।

ଯେଉଁଥିରେ ଦେବାଶିଷ ନିତ୍ୟ ବ୍ୟବହାର କରୁଥିବା ବହୁ ଗୁଡିଏ ପୋଷାକ ରହିଅଛି । ଏହା ସହିତ କିଛି ହାଙ୍ଗର ମଧ୍ୟ ରହିଛି । ତେବେ ଦେବାଶିଷଙ୍କ ପିନ୍ଧା ପୋଷାକ ଗୁଡିକୁ ଦେଖି ଦେବାଶିଷଙ୍କ ଘର ଲୋକେ ପୁଣି ଥରେ ଭାବ ବିହ୍ଵଳ ହୋଇଯାଇଛନ୍ତି । ଗତ ନିକଟ ଦିନରେ ଘଟି ଯାଇଥିବା କଥା ଗୁଡିକ ପୁଣି ଥରେ ଆଖି ସାମ୍ନାରେ ପରିବାର ଲୋକଙ୍କ ସାମ୍ନାକୁ ଆସିଗଲା ପରି ଲାଗୁଛି । ତେବେ ବାକ୍ସରେ ରହିଥିବା ପୋଷାକ ଗୁଡିକ ତ ସେହିପରି ରହିଛନ୍ତି ।

ହେଲେ ତାହାକୁ ପ୍ରତିଦିନ ବ୍ୟବହାର କରୁଥିବା ସେହି ବୀର ପୁରୁଷଟି ଆଉ ସମସ୍ତଙ୍କ ଗହଣରେ ନାହିଁ । ସବୁ ଦିନ ପାଇଁ ସମସ୍ତଙ୍କୁ ଏକୁଟିଆ କରି ଦେବାଶିଷ ବିଶ୍ଵାଳ ଦେଶ ପାଇଁ ସହିଦ ହୋଇଯାଇଛନ୍ତି । ଦେବାଶିଷଙ୍କ ବାପା, ମାଆ, ଭାଇ ଓ ଦେବାଶିଷଙ୍କ ଧର୍ମପତ୍ନୀ ସେହି କଳା ବାକ୍ସରେ ରହିଥିବା ପୋଷାକକୁ ଦେଖି ଦେବାଶିଷଙ୍କର କଥାକୁ ମନେ ପକାଇ ତାଙ୍କୁ ବହୁତ ଝୁରି ହେଉଛନ୍ତି ।

ଏହା ସହିତ ସହିଦ ଦେବାଶିଷଙ୍କର ଏହିସବୁ ଶେଷ ସ୍ମୃତିକୁ ଦେଖି ଅତ୍ୟନ୍ତ ଭାବ ବିହ୍ଵଳ ମଧ୍ୟ ହୋଇଯାଉଛନ୍ତି । ତେବେ ଆଉ ସେହି ବୀର ଯବାନ ସହିଦ ଦେବାଶିଷ ବିଶ୍ଵାଳ ନାହାନ୍ତି । ହେଲେ ସେ ଦେଶ ପାଇଁ ଦେଇଥିବା ବଳୀଦାନ ସମସ୍ତଙ୍କ ନିକଟରେ ଦେବାଶିଷଙ୍କୁ ଅମର କରି ରଖିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *