ସହିଦ ଦେବାଶିଷଙ୍କ ବାକ୍ସ ଖୋଲୁ ଖୋଲୁ ବାହାରିଲା ଏମିତି ଜିନଷ,ଦେଖି କାନ୍ଦ ସମ୍ଭାଳି ପାରିଲେନି ବାପା ମା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସହିଦ ଦେବାଶିଷକ ବାକ୍ସ ଖୋଲୁ ଖୋଲୁ ବାହାରିଲା ଏହି ଜିନିଷ ! ଯାହାକୁ ଦେଖି ପରିବାର ଆଖିରୁ ଶୁଖିଯାଇଥିବା ଲୁହ ପୁଣି ଥରେ ଆଖିରୁ ଜକେଇ ଆସିଥିଲା । ତେବେ ସୂଚନା ମୁତାବିକ ବୀର ପୁରୁଷ ଦେବାଶିଷ ବିଶ୍ଵାଳ ନିଜ ଦେଶ ପାଇଁ ସହିଦ ହୋଇଯାଇଛନ୍ତି । ଏ କଥା ଯିଏ ଶୁଣିଛି । ସେ ନିଜର କୋହକୁ ସମ୍ଭାଳି ପାରୁନାହିଁ । ସେଥିରେ ସହିଦ ଦେବାଶିଷ ବିଶ୍ଵାଳଙ୍କ ପରିବାର କିପରି ଏହାକୁ ଗ୍ରହଣ କରିପାରିବ ।

ନିଜର ପୁଅକୁ ହରାଇଥିବା ଦୁଃଖରେ ଦେବାଶିଷଙ୍କ ବାପା ଓ ମାଆ ଯେମିତି କାନ୍ଦୁଛନ୍ତି । ସେପରି ନିଜର ଭାଇକୁ ହାରାଇ ସାନ ଭାଇ ମଧ୍ୟ କାନ୍ଦୁଛି । ସବୁରି ଭିତରେ ମାତ୍ର ବର୍ଷ ଗୋଟେ ତଳେ ବାହା ହୋଇଥିବା ନବ ବଧୁ ସଂଗୀତା ମଧ୍ୟ ନିଜ ସ୍ଵାମୀଙ୍କୁ ହରାଇ ମର୍ମାହତ ହୋଇପଡିଛନ୍ତି । ତେବେ ନିକଟରେ ସହିଦ ଦେବାଶିଷଙ୍କ ବ୍ୟବହାର କରୁଥିବା ବାକ୍ସଟି କର୍ମ କ୍ଷେତ୍ରରୁ ଘରକୁ ଆସିଥିଲା । ଯାହାକୁ ଦେଖି ଘର ଲୋକଙ୍କ ଦେବାଶିଷଙ୍କ ଭାବନା ମନରେ ଉତଜୀବିତ ହୋଇଉଠିଥିଲା ।

ତେବେ ଘରର ସାନ ପୁଅ ଅର୍ଥାତ ଦେବାଶିଷଙ୍କ ସାନ ଭାଇ ପ୍ରଥମେ ଯାଇ ନିଜ ସହିଦ ଭାଇ ଦେବାଶିଷର ବାକ୍ସଟିକୁ ଖୋଲି ପକାଇଥିଲେ । ତାପରେ ବାକ୍ସ ଖୋଲୁ ଖୋଲୁ ପ୍ରଥମେ ସେ ତାଙ୍କର ବାପା ଓ ମାଆ ଙ୍କର ଫୋଟୋ ସେ ଦେଖିବାକୁ ପାଇଥିଲେ । ତେବେ ଦେଶ ପାଇଁ କର୍ମବୀର ସାଜିଥିବା ପୁଅ ନିଜ ବାପା ମାଆଙ୍କୁ କେତେ ଯେ ସମ୍ମାନ ଓ ଆଦର କରିଥାଏ । ଦେବାଶିଷଙ୍କ ବାକ୍ସ ଖୋଲୁ ଖୋଲୁ ସ୍ପଷ୍ଠ ଭାବରେ ଜଣ ପଡିଥିଲା ।

ଏହାକୁ ପରିବାର ଲୋକେ ଦେଖି ଦେବାଶିଷଙ୍କ କଥା ମନେ ପକାଇ ପକାଇ ବେଶି କାଣ୍ଡିବାକୁ ଆରମ୍ଭ କରିଦେଇଥିଲେ । ଏହା ସହିତ ସେହି କଳା ରଙ୍ଗର ବାକ୍ସ ମଧ୍ୟରେ ସହିଦ ଦେବାଶିଷଙ୍କର କିଛି ନିତ୍ୟ ବ୍ଯବହ୍ରୁତ ପୋଷାକ ପଟା ମଧ୍ୟ ରହିଥିଲା । ତେବେ ଘରର ବଡ ପୁଅ ଅର୍ଥାତ ଦେବାଶିଷଙ୍କର ଏହି ଶେଷ ସନ୍ତକଟିକୁ ଘର ଲୋକେ ବହୁତ ସମୟ ଧରି ଦେଖିଥିଲେ ।

ଏହା ସହ ଏହି ବାକ୍ସଟିରେ ସବୁଦିନର ପାଇଁ ଦେବାଶିଷଙ୍କ ସ୍ମୃତି ସବୁ ଯୋଡି ହୋଇ ରହିଛି । ତେଣୁ ଅତି ଯତ୍ନ ସହକାରେ ବାକ୍ସଟିକୁ ସାଇତି ରଖିଦେଇଥିଲେ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *