କାଲି ରାତିରେ ଭୂତକୁ ଦେଖି ସମସ୍ତେ ଛାନିଆ ! କାରଣ ବାବା କହିଥିଲେ ମୋତେ ବାନ୍ଧିଛ ମୋ ୪୦ ଲକ୍ଷ ଭୂତ ଆସିବେ…ସତରେ ଆସିଲେ 40 ଲକ୍ଷ ଭୁତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାଲି ରାତିରେ ଭୁତକୁ ଦେଖି ପୋଲିସ ହେଲେ ଛାନିଆ ! ଜଣେ ନୁହେଁ କି ୨ ଜଣ ଏକାବେଳେକେ ୪୦ ଲକ୍ଷ ଭୁତଙ୍କର ସମାହାରରେ ପୋଲିସ ଥାନା ଖାଲି ଉଠୁଛି ପଡୁଛି । ତେବେ ଏହା ଆମେ କହୁନାହୁଁ । ଏହି କଥାଟି ବର୍ତ୍ତମାନ ସମୟରେ ଚା’ ଖଟି ଠାରୁ ଆରମ୍ଭ କରି ସବୁଆଡେ ଆଲୋଚନା ଚାଲିଛି । କାରଣ ଗଣ ମାଧ୍ୟମରେ ନିଜକୁ ଭୁତ ମାନଙ୍କର ସଭାପତି ବୋଲାଉଥିବା ଭଣ୍ଡ ବାବା ବିପିନ ରାଉତ ରାୟ ନିକଟରେ କିଛି ଏପରି କହିଥିଲେ ।

ଯେତେବେଳେ ପୋଲିସ ଭଣ୍ଡ ବାବାଙ୍କୁ କିଛି ଅଭିଯୋଗ ଆଧାରରେ ଗିରଫ କରି ଥାନାକୁ ନେଇଆସିଥିଲା । ସେତେବେଳେ ପୋଲିସ ମାନଙ୍କୁ ଭୁତ, ପ୍ରେତ, ଆତ୍ମାର ଭୟ ଦେଖାଇ ଭୟଭୀତ କରିବା ପାଇଁ ପ୍ରୟାସ କରିଥିବା ଭଣ୍ଡ ବାବା ବିପିନ ରାଇଟ ରାୟ । ବାବା ବିପିନ ରାୟ ର କହିବା ଅନୁସାରେ ନୀତି ଦିନ ମୋର ଭୁତ ପରାଟ ମାନଙ୍କ ସହ ବସା ଉଠା ହୋଇଥାଏ । କୋଉ ଆତ୍ମା ଅବା ମୋତେ ଜାଣିନୀ କି ଚିହ୍ନିନୀ । ସମସ୍ତେ ନିଜ ନିଜ ସମସ୍ଯାର ସମାଧାନ ପାଇଁ ମୋତେ ଡାକିଥାନ୍ତି ।

ତେଣୁ ଭୁତ ମାନଙ୍କ ମିଟିଂରେ ମୁଁ ଯାଇ ସେଠାରେ ସଭାପତିତ୍ଵ କରିଥାଏ । ତେବେ ଏପରି କିଛି କଥାକୁ ନେଇ ଚର୍ଚାରେ ରହିଥିବା ବାବା ବିପିନ ବିହାରୀ  ରାୟ କହିଥିଲା । କି ଗତ କାଲି କୁଆଡେ ବାବା ବିପିନଙ୍କ ଡାକରାରେ ଭୁତ, ପ୍ରେତ ଓ ଆତ୍ମା ସବୁ ଥାନାରେ ହାଜିର ହେବେ । ଏହା ସହିତ ଥାନାର ପାଚେରୀ ତାଙ୍କ ଅତି ପ୍ରିୟର ସଭାପତିଙ୍କୁ ଥାନାରୁ ଉଠାଇ ନେଇଯିବେ ।

ହେଲେ ଏପରି କିଛି ଥାନାରେ କଣ ଘଟିଯାଇଛି କି ନାହିଁ । ତାହା ଅପେକ୍ଷାରେ ସବୁ ଆଡେ ଏବେ ରହିଛନ୍ତି । ସତରେ କଣ ବାବାଙ୍କ କରାମତିରେ ଭୁତ ପ୍ରେତ ମାନେ ଆସି ଥାନାରେ ଘେରାଉ କରିଦେଇଛନ୍ତି ବୋଲି ଚର୍ଚା ହେଉଛି । ଏହା ସହିତ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ନେଇ ବିପିନ ରାଉତ ରାୟଙ୍କ କଥାକୁ ନେଇ ଆଲୋଚନା କରୁଛନ୍ତି ।

ଯେଉଁଥି ପାଇଁ ଭଣ୍ଡ ବାବା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ଅଧିକ ରୁ ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *