OAS ଅଫିସର ହେବେ Tapaswini ? ଦେଖନ୍ତୁ ଏ ନେଇ କଣ କହିଲେ Pramila Tripathy, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୁମିତ ଓ ତପସ୍ଵିନୀ ପାରିବାରିକ ବିଚ୍ଛେଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ସୁମିତ ଓ ତପସ୍ଵିନୀ ପ୍ରେମ ବିବାହ କରିଥିଲେ ହେଲେ ପାରିବାରିକ କଳହ ହେତୁ ଉଭୟ ଅଲଗା ହୋଇଗଲେ । ଉଭୟଙ୍କ କେସ ଦୀର୍ଘ ବହୁତ ମାସ ହେବ ଚାଲି ଆସିଛି । ଆଉ ଜିଲ୍ଲା କୋର୍ଟଙ୍କ ରାୟ ଅନୁସାରେ ସୁମିତ ତପସ୍ଵିନୀଙ୍କୁ ଭରଣ ପୋଷଣ ପାଇଁ ମାସିକ 17 ହଜାର ଟଙ୍କାରୁ 10 ହଜାର ଟଙ୍କା ଦେଉଛନ୍ତି ।

ବନ୍ଧୁଗଣ ତପସ୍ଵିନୀଙ୍କୁ ଝିଅ କରିଥିବା ପ୍ରମିଳା ତ୍ରିପାଠୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରମିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ତପସ୍ଵିନୀ ହେଉଛି ମୋର ଝିଅ ତାର କେସ ବରମପୁର କୋର୍ଟରେ ଚାଲିଲା 7 ମାସ 8 ମାସ ଏବେ ହେବାକୁ ଆସୁଛି । ବରମପୁର କୋର୍ଟରେ କେସ ଚାଲିଛି ହାଇକୋର୍ଟରେ କେସ ଚାଲିଛି । ଆଉ ମୋ ଝିଅକୁ ଏବେ 17 ହଜାର ରୁ 10 ହଜାର ଟଙ୍କା ମିଳୁଛି । ସେ ତାର ଭରଣ ପୋଷଣ ପାଇଁ କୋର୍ଟ ଜରିଆରେ ଏହା ସହ ସେ ଏବେ ତାର ପାଠ ପଢା ପଢି କରୁଛି ।

ଆଗକୁ ତାର OAS ଅଫିସର ହେବାର ସ୍ଵପ୍ନ ରହିଛି । ସେ ଡାକ୍ତରୀ ପଢୁଥିଲା ଡାକ୍ତରୀ ଛାଡି ଦେବ ଏବେ ତାର ପାଠ ପଢା ଚାଲିଛି । ହେଲେ ଲୋକଲୋଚନ ପାଖରେ ସେ ଦେଖେଇବ ତାର ବୁଦ୍ଧି, ଜ୍ଞାନ ଓ ସବୁ କିଛି ଅଛି । ସେ ଏବେ ତାର ଶଶୁର ଘରେ ଅଛି । ସୁମିତ ହାଇକୋର୍ଟରେ ପକେଇଥିଲା ମୋ ସ୍ତ୍ରୀକୁ ମୁଁ ନେଇକି ରଖିବି କିନ୍ତୁ ସେ ଯଦି ନ ନେଲେ ଝିଅ ଯାଇ କେଉଁଠି ରହିବ ।

କୋର୍ଟ ରାୟ ଅନୁସାରେ ସେ ଏବେ ତାଙ୍କରି ଘରେ ଉପର ଘରେ ମୋ ଝିଅ ରହିଛି । ସେଇଠି ଉପର ଘରେ ରୋଷେଇ କରି ସେ ଖାଉଛି । ମୁଁ ତ ଆଜିକୁ 7-8 ମାସ ହେବ ମୋ ଝିଅକୁ ଦେଖା ହେଇ ପାରିନି । ଏବେ ମୋ ଝିଅ କୋର୍ଟ ଆସିବ ଆଉ ମୁଁ ସେଇଠି ତାକୁ ଭେଟିବି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *