ଓଃ କି ନାଚ ! ଦିଅର ବାହାଘରରେ ଦେଖନ୍ତୁ କେମିତି ନାଚିଲେ ଭାଉଜ, ହସି ହସି ପେଟ ଦରଜ ହେଇଯିବ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଏ ଦୁନିଆରେ ସମସ୍ତ ମଣିଷ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ, ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ସମସ୍ତ ଲୋକ ଏବେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ଅନେକ ଲୋକ ନିଜର ଟ୍ୟାଲେନ୍ଟ ପଦର୍ଶନ କରି ଫେମସ ମଧ୍ୟ ହୋଇପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଜର ହସ ରୋକିପାରିବେ ନାହିଁ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ  । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଣ୍ଟି ମାନଙ୍କର ନାଚ ନିଶ୍ଚୟ ଦେଖିଥିବେ । ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କେତେକ ଆଣ୍ଟି ମାନେ ନାଚୁ ଥିବାର ନଜର ଆସୁଛନ୍ତି । ଆମର ଏହି ଭାଇରାଲ ଭିଡିଓଟି ମଧ୍ୟ କିଛି ଏହି ଭଳି ରହିଛି । 

ଭାଇରାଲ ହେଉଥିବା ଭିଡିଓରେ ଜଣେ ଭାଉଜ ନିଜ ଦିଅର ବାହାଘରରେ ଏତେ ଖୁସି ହୋଇଯାଇଛନ୍ତି ଯେ, ସେ ନିଜ ଘର ବାହାରେ ନାଚିବାକୁ ଲାଗୁଛନ୍ତି । ଭାଉଜ କେବଳ ନିଜେ ନଚିଲେ ତାହା ନୁହେଁ ସେ ପଡୋଶୀ ମହିଳା ମାନଙ୍କୁ ଡକାଇ ମଧ୍ୟ ସେମାନଙ୍କୁ ନଚେଇ ଦେଲେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଭିଡିଓଟି ହେଉଛି ଆମ ଓଡିଶାର ହେଲେ ଏହା କେଉଁ ସ୍ଥାନରେ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

ମହିଳା ଜଣକ ଏତେ ଖୁସି ହୋଇଯାଇଛନ୍ତି ଯେ ନିଜ ଦିଅର ବାହାଘରରେ ମନ ଖୋଲି ନାଚୁ ଥିବାର ନଜର ଆସୁଛନ୍ତି । ଏହି ଭିଡିଓଟି ଏବେ ସାରା ରାଜ୍ୟରେ ବେସ ଚର୍ଚ୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *