କଣ ସତରେ ଗୋପାଳ ଦୋଷୀ ? ସତରେ କଣ ଗୋପାଳର ମୁଣ୍ଡ ଖରାପ ନା ରହିଛି ଆଉ କିଛି ଷଡଯନ୍ତ୍ର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ଯଦି ମାନସିକ ରୋଗୀ, ତେବେ ଚାକିରିରେ ଥିଲେ କେମିତି ? ତେବେ ତାଙ୍କୁ ASI ପୋଷ୍ଟରେ ରଖି ତାଙ୍କ ହାତରେ bandhuka ଦିଆଯାଇଥିଲା କେମିତି ? ହଁ ବନ୍ଧୁଗଣ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli mada କରାଯାଇ hatya କରିବା ପରେ ଏପରି କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ବହୁ ଲୋକଙ୍କ କହିବା ଅନୁଯାଇ ଯଦି ASI ଗୋପାଳ ଦାସ ଜଣେ ମାନସିକ ରୋଗୀ ବୋଲି ତାଙ୍କ ସ୍ତ୍ରୀ ଓ ଗୋପାଳକୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ କହୁଛନ୍ତି ।

ତେବେ ଜଣେ ମାନସିକ ରୋଗୀ ହୋଇ ସୁଦ୍ଧା ପୋଲିସ ଚାକିରିରେ ଏତେ ଦିନ କିପରି ଭାବରେ ରହି କାମ କରୁଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କୁ କେବଳ ଟାର୍ଗେଟ କରି mariବା ପଛରେ ଗୋପାଳ ଦାସର କଣ ଉଦ୍ଧେଶ୍ୟ ରହିଛି ? ଯଦି ଗୋପାଳ ଦାସ ଜଣେ ମାନସିକ ରୋଗୀ ତେବେ ସେ ଅନ୍ୟ କାହାକୁ ମଧ୍ୟ ମଧ୍ୟ ପାରିଥାନ୍ତା ।

ତେବେ ସେ କେବଳ ମନ୍ତ୍ରୀଙ୍କୁ ଟାର୍ଗେଟ କରି ମନ୍ତ୍ରୀ ଗାଡି ବାହାରିବା ଠିକ ସମୟରେ ହିଁ କାହିଁକି ତାଙ୍କୁ guli mada କରିଥିଲା । ତେବେ ବହୁତ ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ତେବେ ମନ୍ତ୍ରୀ ନବ ଦାସଙ୍କୁ guli ଗୋପାଳ ଦାସ mariଛି ନା ଆଉ କିଏ ଭିଡ ଭିତରେ mariଛି ? ତେବେ ଗୋପାଳ ମନ୍ତ୍ରୀଙ୍କୁ guli mariବା  ପଛରେ କଣ ରହିଥିଲା ପ୍ରକୃତ ଉଦ୍ଧେଶ୍ୟ ?

ଏହା ଗୋପାଳର କୌଣସି ବ୍ୟକ୍ତିଗତ ଶତ୍ରୁତା କାରଣରୁ ରାଗ ରଖିକି ଆକ୍ର-ଅମଣ କରିଥିଲା । ଅପର ପକ୍ଷରେ ଗୋପାଳକୁ ମୋହରା ବନାଇ ସଂପୂର୍ଣ୍ଣ ଭାବରେ ଏକ ସୁଚିନ୍ତିତ ଷଡ-ଅଯନ୍ତ୍ର କରି ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ hatya କରିବା ପାଇଁ ଉଦ୍ୟମ କରଯାଇଥିଲା । ତେବେ ଯଦି ସଂପୂର୍ଣ୍ଣ କଥାକୁ ବିଚାର ଭୁକ୍ତ ନିଆଯାଏ । ତେବେ ବହୁ ଲୋକଙ୍କ ମତ ଅନୁସାରେ ଗୋପାଳ ହେଉଛି ମାତ୍ର ଏକ ଅସ୍ତ୍ର ।

ଗୋପାଳ ପଛରେ ରହିଛି ବହୁତ ବଡ ଏକ ଷଡ-ଅଯନ୍ତ୍ର ରଚୁଥିବା ଟିମ । ଯାହାର କି ବର୍ତ୍ତମାନ ସମୟରେ କିଛି ମଧ୍ୟ ସୁରାଗ ହାସଲ କରାଯାଇ ପାରିନାହିଁ । ତେବେ ଗୋପାଳ ଦାସଙ୍କ ମୁହଁରୁ କିଛି ଠୋସ ପ୍ରତିକ୍ରିୟା ମିଳିଲା ପରେ ହିଁ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ଉପରୁ ପରଦା ଉଠିବ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *