ASI Gopal Das ଙ୍କ ଭାଇ ଜାଣିଥିଲେ ସବୁ ପ୍ଳାନ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ JMFC ଙ୍କ କୋର୍ଟରେ ହାଜର ପରେ ଜେଲ ଗଲେ ଗୋପାଳ । 7 ଦିନିଆ ରିମାଣ୍ଡରେ ଗୋପାଳ ଦାସଙ୍କୁ ନେବା ପାଇଁ କ୍ର-ଆଇମ ବ୍ରାଞ୍ଚ ଆବେଦନ କରିଛନ୍ତି । ତେବେ ସୂଚନା ମୁତାବକ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ASI ଗୋପାଳ ଦାସ guli mada କରିଥିଲେ । ତେବେ ଘଟଣା ସ୍ତଳରେ ହିଁ ଗୋପାଳ ଦାସଙ୍କୁ ସ୍ଥାନୀୟ ଲୋକ ଓ ପୋଲିସଙ୍କ ମିଳିତ ଉଦ୍ୟମରେ କାବୁ କରି ରଖା ଯାଇଥିଲା ।

ତେବେ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ guli କରିବା ପଛର ଅସଲ ଉଦ୍ଧେଶ ଜାଣିବା ପାଇଁ  ଏକ ସ୍ଵତନ୍ତ୍ର ଟିମ ଗଠନ କରଯାଇଥିଲା । ଯେଉଁ ମାନେ କି ଗୋପାଳ  ଦାସଙ୍କ ମୁହଁରୁ ଅସଲ ସତ୍ୟ କଥା ପଚାରି ଜାଣିପାରିବେ । ତେବେ ଗୋପାଳ ଦାସ ଏଭଳି guli kanda କରିଛି ବୋଲି ନିଜର ଭୁଲ ମଧ୍ୟ ସ୍ଵୀକାର କରିଛି । ତେବେ ଏପରି ଘଟଣା ପରେ ଗୋପାଳ ଦାସଙ୍କୁ ଚାକିରିରୁ ବହିସ୍କାର ମଧ୍ୟ କରାଯାଇଛି ।

ତେବେ ଗୋପାଳ ଦାସ ଜଣେ ସତରେ ମାନସିକ ରୋଗୀ ନା guli kanda କରିବା ପୂର୍ବରୁ ଏକ ସୁଚିନ୍ତିତ ଯୋଜନା ଦ୍ଵାରା ଏହି ସବୁ କଥାର ଯୋଜନା କରଜିଥିଲା । ତେବେ ଗୋପାଳ ଦାସଙ୍କର ଭାଇ ସତ୍ୟ ନାରାୟଣ ଦାସ ମଧ୍ୟ ଝାରଶୁଗୁଡାରେ ରହୁଥିଲେ । ତେବେ guli kanda ହେବାର ଠିକ ପୂର୍ବ ଦିନ ଗୋପାଳଙ୍କ ବଡ ଭାଇଙ୍କୁ ଗୋପାଳ ବ୍ରହ୍ମପୁର ଜୀବା ପାଇଁ କହିଥିଲେ । ତେବେ ସତ୍ୟନାରାୟଣଙ୍କ ସ୍ତ୍ରୀଙ୍କ ବାପା ଘରେ କିଛି ଉତ୍ସବ ଥିଲା ।

ଯେଉଁ ଉତ୍ସବରେ ଗୋପାଳ ଯୋଗ ଦେଇପାରିବେନି ବୋଲି କହି ନିଜ ବଡ ଭାଇ ସତ୍ୟ ନାରାୟଣଙ୍କୁ ଗୋପାଳ ବ୍ରହ୍ମପୁର ପଠାଇ ଦେଇଥିଲେ । ଟ୍ରେନରେ ବସି ଯାଉଥିବା ସମୟରେ ହିଁ ଗୋପାଳଙ୍କ ବଡ ଭାଇ ଜାଣିବାକୁ ପାଇଥିଲେ । ଯେ ଗୋପାଳ ମନ୍ତ୍ରୀ ନବ ଦାସଙ୍କ ଉପରେ guli mada କରିଛି । ତେବେ ଅଧିକ ସୂଚନା ପାଇଁ ଯେତେବେଳେ କ୍ର-ଆଇମବ୍ରାଞ୍ଚ ଟିମ ଗୋପାଳଙ୍କ ବଡ ଭାଇ ସତ୍ୟ ନାରାୟଣଙ୍କୁ ଫୋନ କରିଥିଲେ ।

ସେତେବେଳେ ଗଣ ମାଧ୍ୟମ ଆଗରେ ସତ୍ୟନାରାୟଣ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ତେବେ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ guli mada କରିବା ପୂର୍ବରୁ ହିଁ ତାଙ୍କ ବଡ ଭାଇ ତାଙ୍କ ନିକଟରେ ଗୋପାଳ ରହୁଥିଲେ । ତେବେ ସତ୍ୟ ନାରାୟଣଙ୍କ ଉପରେ ଅଧିକ ସୂଚନା ପାଇଁ ମଧ୍ୟ କ୍ର-ଆଇମବ୍ରାଞ୍ଚ ଟିମ ପଚରା ଉଚରା କରିପାରେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *